-+91-9937148622 |

prerana_bgr@rediffmail.com |

  Wednesday 6th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା   (05-Dec-2023)       ||      ବିଜୁ ଜନତାଦଳ ରେ ଯୋଗଦାନ କଲେ ୬୦ ଜଣ   (05-Dec-2023)       ||      ବୀରମହାରାଜପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ   (05-Dec-2023)       ||      ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ   (05-Dec-2023)       ||      ମା ରମାଦେବୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ   (05-Dec-2023)       ||      ବୀରମହାରାଜପୁରରେ ଓବିସି ଜନଜାଗରଣ ରଥକୁ ସ୍ବାଗତ    -  ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା    (05-Dec-2023)       ||      ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅନୁଗୁଳ ଚମ୍ପିଆନ   (05-Dec-2023)       ||      ରେଙ୍ଗଟାସିଲ ଫାଇନାଲ ଫୁଟବଲ ମ୍ୟାଚରେ ଯୋଗଦେଲେ ବିଧାୟକ   (05-Dec-2023)       ||      ହରଭଙ୍ଗା ସ୍କୁଲରେ  ଫଳ ପନିପରିବା ପ୍ରଦର୍ଶନୀ     (05-Dec-2023)       ||      ଗୁଡ଼ଭେଲାରେ ରକ୍ତଦାନ ଶିବିର   (04-Dec-2023)       ||      କଟନି ଛଟନି ୪ ରୁ ୫ କେ.ଜି: କରଙ୍ଗାମାଲ ପେକ୍ସ   (04-Dec-2023)       ||      ନୂଆଁ ଇତିହାସ୍ ରଚିଲା କୋଶଲ ରାଜ୍ଯ ଆନ୍ଦୋଳନ    (04-Dec-2023)       ||      ତୁରେକେଲା କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Dec-2023)       ||      ଶିଶୁ ମନ୍ଦିରରେ କନ୍ୟା ଶିବିର ଓ ମାତୃ କର୍ମଶାଳା   (04-Dec-2023)       ||      ମଦ ବିକ୍ରେତାଙ୍କୁ କାଠ ଫାଳିଆରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ    (04-Dec-2023)       ||      ମସିଣାଗୋରା ଶିଶୁ ମନ୍ଦିରର ଷଷ୍ଠ ତମ ବାର୍ଷିକ କ୍ରୀଡା ଉତ୍ସବ   (04-Dec-2023)       ||      ମୁରିବାହାଲରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ   (04-Dec-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୩୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ    (04-Dec-2023)       ||      କଣ୍ଟାମାଳ କଲେଜ ରେ ନୂତନ ଓଡିଶା ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ଯୁବଗୋଷ୍ଠୀ ଙ୍କ ମନୋବଳ ସୁଦୃଢ ହେଲେ ବିକଶିତ ଓଡିଶା ଗଠନ ସମ୍ଭବ : ବିଧାୟକ ମହୀଧର   (04-Dec-2023)       ||      ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କ ଚିନ୍ତା ବଢ଼ାଉଛି ସାମୁଦ୍ରିକ ବାତ୍ୟା*   (04-Dec-2023)       ||     

HOME   ଖେଳ

ପ୍ରଥମ ମଣି ବରିହା ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଫାଇନାଲରେ କଅଗାଁ ଦଳୟ ବିଜୟୀ

19-Nov-2022



ବଲାଙ୍ଗିର, -ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ ଆନୁକୁଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଳ ପ୍ରତିଯୋଗିତା ଫାଇନାଲ ଖେଳ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲ ରେ ଖଲିଆପାଲି କୁ କଅଗାଁ ଟ୍ରାଇବ୍ରେକରରେ ୨-୦ ଗୋଲରେ ସମଲେଶ୍ୱରୀ କ୍ଲବ ଲୋଇସିଂହା ଦଳ ହରାଇ ବିଜୟ ହାସଲ କରିଥିଲା ଏବଂ ଫାଇନାଲ ମ୍ୟାଚରେ ଲୋଇସିଂହାକୁ କଅଗାଁ ଦଳ ଟ୍ରାଇବ୍ରେକର ରେ ହରାଇ ବିଜୟ ହାସଲ କରିଥିଲା । ସୁନିଲ ବିଶ୍ୱାଲଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ସମସ୍ତ ରାଏଫରୀ ଖେଳକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ସରିତା ବାଗ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଅତିଥି ଭାବେ ବିଶିଷ୍ଠ

ସମାଜସେବୀ ବିକ୍ରମାନନ୍ଦ ବହିଦାର, ଶ୍ରୀକର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଚଗଲା ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ବିନୋଦ କାଲସାଏ ଓ ସମ୍ପାଦକ ଦେବାଶିଷ କାଲସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ କ୍ରିଡା ସଂଗଠକ ଭୁପେନ୍ଦ୍ର ସିଂ, କ୍ରୀଡା ସଂସଦ ସଦସ୍ୟ ସଂଗ୍ରାମ ବହିଦାର, ହେମନ୍ତ ବେହେରା, ସୁଦାମ ପାଣିଗ୍ରାହୀ, ସଞ୍ଜୁ ଷାଣ୍ଢ, ଲାଲମଣି କାଲସାଏ ମଂଚାସୀନ ଥିଲେ । ଫାଇନାଲ ମ୍ୟାଚରେ

ମେନ୍ ଅଫ୍ ଦ ମ୍ୟାଚ ଦେବରାଜ ସା, ମ୍ୟାନ ଅଫ୍ ଦି ସିରିଜ ବଣ୍ଟି ଧରୁଆ, କେଷ୍ଟ ଗୋଲକିପର ସୁଧିର ସରାଫ, ବେଷ୍ଟ ଡିଫେନ୍ସ ସାନ୍ତନୁ ବେହେରା, ବେଷ୍ଟ ମିଡ ଫିଲଡର ମଥୁନ ନାଏକ ପାଇଥିଲେ । ଦିପକ ବରିହା, ଶଙ୍କର ଦିପ, ଗୋପିନାଥ କାଲସାଏ, ସୁଦାମ କାଲସାଏ, ମହାଦେବ କାଲସାଏ, ଚନ୍ଦ୍ରରାଜ କାଲସାଏ, ମାନସ କାଲସାଏ, ଶ୍ରୀକାନ୍ତ କାଲସାଏ, ବୁଲୁ ତାଣ୍ଡି, ଶ୍ରୀକର କାଲସାଏ, ସୁବଳ କାଲସାଏ, କାମଦେବ ଷାଣ୍ଢ, ଗୋପ କାଲସାଏ, ରାହାସ କାଲସାଏ ଓ ଜନ କଲ୍ୟାଣ ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା   05-Dec-2023
  ଜିଲ୍ଲା  
ବିଜୁ ଜନତାଦଳ ରେ ଯୋଗଦାନ କଲେ ୬୦ ଜଣ   05-Dec-2023
  ଜିଲ୍ଲା  
ବୀରମହାରାଜପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ   05-Dec-2023
  ରାଜ୍ୟ  
ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ   05-Dec-2023
  ଜିଲ୍ଲା  
ମା ରମାଦେବୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ   05-Dec-2023
  ଜିଲ୍ଲା  
ବୀରମହାରାଜପୁରରେ ଓବିସି ଜନଜାଗରଣ ରଥକୁ ସ୍ବାଗତ    -  ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା    05-Dec-2023
  ଜିଲ୍ଲା  
ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅନୁଗୁଳ ଚମ୍ପିଆନ   05-Dec-2023
  ଜିଲ୍ଲା  
ରେଙ୍ଗଟାସିଲ ଫାଇନାଲ ଫୁଟବଲ ମ୍ୟାଚରେ ଯୋଗଦେଲେ ବିଧାୟକ   05-Dec-2023
  ଜିଲ୍ଲା  
ହରଭଙ୍ଗା ସ୍କୁଲରେ  ଫଳ ପନିପରିବା ପ୍ରଦର୍ଶନୀ     05-Dec-2023
  ଜିଲ୍ଲା  
ଗୁଡ଼ଭେଲାରେ ରକ୍ତଦାନ ଶିବିର   04-Dec-2023
  ଜିଲ୍ଲା  
କଟନି ଛଟନି ୪ ରୁ ୫ କେ.ଜି: କରଙ୍ଗାମାଲ ପେକ୍ସ   04-Dec-2023
  ରାଜ୍ୟ  
ନୂଆଁ ଇତିହାସ୍ ରଚିଲା କୋଶଲ ରାଜ୍ଯ ଆନ୍ଦୋଳନ   04-Dec-2023

You Might Also Like