-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଲାଙ୍ଗିର// ଗତକାଲି ବଲାଙ୍ଗିର ସୁଦପଡା ସ୍ଥିତ ବଲାଙ୍ଗିର ରୋଡ ପାସେଞ୍ଜର ହଲ୍ଟ ରେଲ ଷ୍ଟେସନ୍ ରାସ୍ତାରେ ଦାନ୍ତ ଚିକିତ୍ସକ ଡାଃ ସୁମନ ଗର୍ଗ ଙ୍କ ଆର୍ କେ ଡେଣ୍ଟାଲ କେୟାର ଚିକିତ୍ସାଳୟ ରେ ଅପରାହ୍ନ 5 ଟା ରୁ ସନ୍ଧ୍ୟା 8 ଘଣ୍ଟା ପର୍ଯ୍ୟନ୍ତ ମାଗଣା ଦାନ୍ତ ପରିକ୍ଷଣ ଓ ପରାମର୍ଶ ଶିବିର ଅନୁଷ୍ଠିତ
ହୋଇଥିଲା I ଏଠାରେ ୫୦ ରୁ ଅଧିକ ନାମ ପଞ୍ଜୀକରଣ କରି ଦାନ୍ତ ପରୀକ୍ଷାନିରୀକ୍ଷା କରାଇବା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା l ଆଗକୁ ଦାନ୍ତ ସୁରକ୍ଷା ଦିଗରେ
ଯତ୍ନବାନ୍ ହେବାକୁ ପରାମର୍ଶ ଦିଆଯାଇଥିଲା l ବଲାଙ୍ଗିର ର ଅନେକ ମହିଳା ମାନଙ୍କ ମଧ୍ୟରେ ମାରୱାଡି ମହିଳା ସଦସ୍ୟ, ମନକ ବ୍ୟତୀତ ସାମ୍ବାଦିକ ଅରୁଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଶୋକ ନନ୍ଦ, ରାମବିଳାସ ଶର୍ମା, ବଜରଙ୍ଗ ଅଗ୍ରୱାଲ ପ୍ରମୂଖ ଯୋଗାଇଥିଲେ I