-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
14-Nov-2022
ସମ୍ବଲପୁର: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍) ପାଇଁ ଚୟନ ହୋଇଛନ୍ତି ସମ୍ବଲପୁର ମହାନଗର ନିଗମ ଭତରାର ପୁଅ ଶିଶିର କୁମାର ଭୋଇ I ବରଗଡ ଦୌରା ଜଜ୍ ଙ୍କ କୋର୍ଟରେ କିରାଣୀ ନିଯୁକ୍ତି ପାଇଥିବା ଶିଶିର ଏବେ ଜଜ୍ ହେବାକୁ ଯାଉଛନ୍ତି I ଚୂଡ଼ାନ୍ତ ଚୟନ ତାଲିକାରେ ୪୮ ତମ ସ୍ଥାନ ହାସଲ କରିଛନ୍ତି ଶିଶିର I ଭତରା ନିବାସୀ ଗଜରାଜ ଭୋଇ ଓ ଚନ୍ଦକାନ୍ତିଙ୍କ ପୁଅ ଶିଶିର ଲାଜପତ ରାୟ ଆଇନ ମହାବିଦ୍ୟାଳୟରେ ଆଇନ ପାଠ୍ୟକ୍ରମ ଶେଷ କରିଛନ୍ତି ।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ୍