-+91-9937148622 |

prerana_bgr@rediffmail.com |

  Wednesday 6th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା   (05-Dec-2023)       ||      ବିଜୁ ଜନତାଦଳ ରେ ଯୋଗଦାନ କଲେ ୬୦ ଜଣ   (05-Dec-2023)       ||      ବୀରମହାରାଜପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ   (05-Dec-2023)       ||      ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ   (05-Dec-2023)       ||      ମା ରମାଦେବୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ   (05-Dec-2023)       ||      ବୀରମହାରାଜପୁରରେ ଓବିସି ଜନଜାଗରଣ ରଥକୁ ସ୍ବାଗତ    -  ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା    (05-Dec-2023)       ||      ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅନୁଗୁଳ ଚମ୍ପିଆନ   (05-Dec-2023)       ||      ରେଙ୍ଗଟାସିଲ ଫାଇନାଲ ଫୁଟବଲ ମ୍ୟାଚରେ ଯୋଗଦେଲେ ବିଧାୟକ   (05-Dec-2023)       ||      ହରଭଙ୍ଗା ସ୍କୁଲରେ  ଫଳ ପନିପରିବା ପ୍ରଦର୍ଶନୀ     (05-Dec-2023)       ||      ଗୁଡ଼ଭେଲାରେ ରକ୍ତଦାନ ଶିବିର   (04-Dec-2023)       ||      କଟନି ଛଟନି ୪ ରୁ ୫ କେ.ଜି: କରଙ୍ଗାମାଲ ପେକ୍ସ   (04-Dec-2023)       ||      ନୂଆଁ ଇତିହାସ୍ ରଚିଲା କୋଶଲ ରାଜ୍ଯ ଆନ୍ଦୋଳନ    (04-Dec-2023)       ||      ତୁରେକେଲା କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Dec-2023)       ||      ଶିଶୁ ମନ୍ଦିରରେ କନ୍ୟା ଶିବିର ଓ ମାତୃ କର୍ମଶାଳା   (04-Dec-2023)       ||      ମଦ ବିକ୍ରେତାଙ୍କୁ କାଠ ଫାଳିଆରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ    (04-Dec-2023)       ||      ମସିଣାଗୋରା ଶିଶୁ ମନ୍ଦିରର ଷଷ୍ଠ ତମ ବାର୍ଷିକ କ୍ରୀଡା ଉତ୍ସବ   (04-Dec-2023)       ||      ମୁରିବାହାଲରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ   (04-Dec-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୩୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ    (04-Dec-2023)       ||      କଣ୍ଟାମାଳ କଲେଜ ରେ ନୂତନ ଓଡିଶା ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ଯୁବଗୋଷ୍ଠୀ ଙ୍କ ମନୋବଳ ସୁଦୃଢ ହେଲେ ବିକଶିତ ଓଡିଶା ଗଠନ ସମ୍ଭବ : ବିଧାୟକ ମହୀଧର   (04-Dec-2023)       ||      ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କ ଚିନ୍ତା ବଢ଼ାଉଛି ସାମୁଦ୍ରିକ ବାତ୍ୟା*   (04-Dec-2023)       ||     

HOME   ଜିଲ୍ଲା

ଷଣ୍ଢ ଆକ୍ରମଣରେ ମହିଳା ଗୁରୁତର

08-Oct-2022



ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ପୁଇଁତଳା ବ୍ଲକ ମାଧିଆପାଲି ପଞ୍ଚାୟତର ରିନବଚନ ଗାଁ ରେ l ଆଜି ରିନବଚନ ଗାଁ ର ମହିମା ବାରିକ ( ୪୦) ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ବାଟରେ ହଠାତ୍ ଏକ ଷଣ୍ଢ ମହିମା ଙ୍କୁ  ଅତର୍କିତ ଭାବେ ଆକ୍ରମଣ କରି ଥିଲା l ଷଣ୍ଢ ଆକ୍ରମଣ ରେ ମହିମା ଙ୍କ ଛାତି, ଅଣ୍ଟାରେ ଜୋର୍ ଆଘାତ ଲାଗିଛି l ମହିଳାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର. ସର୍ଜରୀ ୱାର୍ଡ଼ରେ ଭର୍ତି କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା   05-Dec-2023
  ଜିଲ୍ଲା  
ବିଜୁ ଜନତାଦଳ ରେ ଯୋଗଦାନ କଲେ ୬୦ ଜଣ   05-Dec-2023
  ଜିଲ୍ଲା  
ବୀରମହାରାଜପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ   05-Dec-2023
  ରାଜ୍ୟ  
ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ   05-Dec-2023
  ଜିଲ୍ଲା  
ମା ରମାଦେବୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ   05-Dec-2023
  ଜିଲ୍ଲା  
ବୀରମହାରାଜପୁରରେ ଓବିସି ଜନଜାଗରଣ ରଥକୁ ସ୍ବାଗତ    -  ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା    05-Dec-2023
  ଜିଲ୍ଲା  
ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅନୁଗୁଳ ଚମ୍ପିଆନ   05-Dec-2023
  ଜିଲ୍ଲା  
ରେଙ୍ଗଟାସିଲ ଫାଇନାଲ ଫୁଟବଲ ମ୍ୟାଚରେ ଯୋଗଦେଲେ ବିଧାୟକ   05-Dec-2023
  ଜିଲ୍ଲା  
ହରଭଙ୍ଗା ସ୍କୁଲରେ  ଫଳ ପନିପରିବା ପ୍ରଦର୍ଶନୀ     05-Dec-2023
  ଜିଲ୍ଲା  
ଗୁଡ଼ଭେଲାରେ ରକ୍ତଦାନ ଶିବିର   04-Dec-2023
  ଜିଲ୍ଲା  
କଟନି ଛଟନି ୪ ରୁ ୫ କେ.ଜି: କରଙ୍ଗାମାଲ ପେକ୍ସ   04-Dec-2023
  ରାଜ୍ୟ  
ନୂଆଁ ଇତିହାସ୍ ରଚିଲା କୋଶଲ ରାଜ୍ଯ ଆନ୍ଦୋଳନ   04-Dec-2023

You Might Also Like