-+91-9937148622 |

prerana_bgr@rediffmail.com |

  Tuesday 6th December 2022 |

| | | |

R.N.I. Regd No. ODIODI/2010/46693

Breaking News

ବୌଦ୍ଧରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ  ଦିବସ ପାଳିତ     (06-Dec-2022)       ||      ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   (06-Dec-2022)       ||      ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   (06-Dec-2022)       ||      ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ    (06-Dec-2022)       ||      ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ    (06-Dec-2022)       ||      ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ    (06-Dec-2022)       ||      ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ    (06-Dec-2022)       ||      ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   (06-Dec-2022)       ||      ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   (05-Dec-2022)       ||      ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   (05-Dec-2022)       ||      ଗୀତାଜୟନ୍ତୀ ପାଳିତ   (05-Dec-2022)       ||      ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   (05-Dec-2022)       ||      ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    (05-Dec-2022)       ||      ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର   (05-Dec-2022)       ||      ବିଶ୍ଵ ମୃତ୍ତିକା ଦିବସ.... ମାଟି ସୁରକ୍ଷା ପାଇଁ ଶପଥ ନେଲେ ଚାଷୀ   (05-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ୨/୦ ଗୋଲରେ ସିଆଳି (ସୋନପୁର ) ବିଜୟୀ   (05-Dec-2022)       ||      ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*- *ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଘଟଣା ରେ ରାଜସ୍ଥାନ ରୁ ଗିରଫ ହେଲେ ସାଇବର ଅପରାଧୀ*- *ଯୁବ ପିଢୀ ସଚେତନ ଓ ସୁରକ୍ଷିତ ରହିବାକୁ ଏସପି ଙ୍କ ନିବେଦନ   (05-Dec-2022)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ଦେଲେ ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ   (05-Dec-2022)       ||      ଡାବୁଗାଁ ବ୍ଲକରେ ସରକାରୀସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ   (05-Dec-2022)       ||      ଡି. ଆର୍, ମେହେର ହାଇସ୍କୁଲ ଠାରେ ବ୍ଳକସ୍ତରୀୟ ବିଜ୍ଞାନମେଳା   (05-Dec-2022)       ||     

HOME   ଅପରାଧ

.."ବଦମାସ ବଡବାପା.....ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ବଡବାପା ଗିରଫ"

08-Oct-2022



ବଲାଙ୍ଗିର (ପ୍ରେରଣା ଖବର) ବଦମାସ ବଡବାପା । ନାବାଳିକା ଝିଆରିକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛି ଶୈତାନ ସଂପର୍କୀୟ ବଡବାପା । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ଗତ

ଜୁନ ୨୦ ତାରିଖ ଦିନ ପୁଇଁନ୍ତଲା ଥାନା ଅଂଚଳର ଏକ ଗାଁର ଜଣେ ୧୭ ବର୍ଷୀୟ ନାବାଳିକା ଶୌଚ ପାଇଁ ଚାଷ ଜମିକୁ ଯାଇଥିଲେ । ସେ ସମୟରେ ସଂପର୍କୀୟ ୪୦ ବର୍ଷୀୟ ବଡବାପା ରଂକନିଧି ମହାକୁଡ, ଜୋର ଜବରଦସ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ସେ ଦିନଠୁ ଫେରାର ମାରିଥିଲା ଅଭିଯୁକ୍ତ । ପୋଲିସ ଅଭିଯୁକ୍ତ ରଂକନିଧି ମହାକୁଡକୁ ପାଟଣାଗଡ ଥାନା ଅର୍ନ୍ତଗତ ଉଲବା ଗାଁରୁ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି । ଏବେ ଜେଲ ଭିତରେ ବଦମାସ ବଡବାପା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୌଦ୍ଧରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ  ଦିବସ ପାଳିତ    06-Dec-2022
  ରାଜ୍ୟ  
ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   06-Dec-2022
  ଜିଲ୍ଲା  
ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   06-Dec-2022
  ଜିଲ୍ଲା  
ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ   06-Dec-2022
  ଜିଲ୍ଲା  
ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ   06-Dec-2022
  ଜିଲ୍ଲା  
ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ   06-Dec-2022
  ଜିଲ୍ଲା  
ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ   06-Dec-2022
  ଜିଲ୍ଲା  
ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   06-Dec-2022
  ଜିଲ୍ଲା  
ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   05-Dec-2022
  ଜିଲ୍ଲା  
ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   05-Dec-2022
  ଜିଲ୍ଲା  
ଗୀତାଜୟନ୍ତୀ ପାଳିତ   05-Dec-2022
  ଜିଲ୍ଲା  
ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   05-Dec-2022

You Might Also Like