-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
08-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) : ଲୋଇସିଂହା ଡେଲି ମାର୍କେଟ ବାସିନ୍ଦା ଅମିତ କୁମାର ମେହେର ୩୮୩ ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି l ନିଜସ୍ୱ ଉଦ୍ୟମରେ ପ୍ରଚେଷ୍ଟା ଜାରି ରଖି ସେ ଏଥିରେ ସଫଳତା ପାଇବା ସହିତ ତାଙ୍କ ସ୍ୱର୍ଗୀୟ ବାପା ପାଣ୍ଡବ ମେହେରଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିଛନ୍ତି l ଛାତ୍ର ଜୀବନରେ ଅମିତ ଲୋଇସିଂହା ବ୍ଲକ ସ୍ତରରେ ମାଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି ପାସ କରିବା ପରେ ବିଭିନ୍ନ ଅନୁଷ୍ଠାନରୁ ଉଚ୍ଚଶିକ୍ଷା ଲାଭ କରିଥିବା ଜଣାଯାଇଛି l