-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

କପସିରଫ ଶିକାର ରେ ଯୁବ ପିଢି ପୋଲିସ ଡ୍ରଗ୍ସ ବିଭାଗ ନିରବଦ୍ରଷ୍ଟା

05-Oct-2022



ବରଗଡ:-କପସିରଫ ନାମ ଟି ଶୁଣିଲେ ଆମେ କଫ, ଥଣ୍ଡା,କାସ ର ଔଷଧ ବୋଲି ଜାଣି ଥାଉ ।ହେଲେ ଏବେ ଯୁବକ ସମାଜ କପସିରଫ କୁ ନିଶା ଭାବେ ଆପଣାଇ ସାରିଛନ୍ତି ।କପିସିରଫ ଏବେ ଗଳିକନ୍ଦି ରେ ଘରେ ଘରେ ବିକ୍ରି ହେଉଛି।ଗୋଟିଏ ସିରଫ ର ଦାମ ୨୫୦ ଟଙ୍କା ହେଲେ ସାଧାରଣ ଲୋକଟି ଯଦି କୋଣସି ଔଷଧ ଦୋକାନ କୁ କିଣିବାକୁ ଯିବ, ଆଜିର ସମୟରେ ତାଙ୍କୁ ମିଳୁନି ଔଷଧ ।କାହିଁକି ନା ଏବେ ସହର ଠୁ ଗାଁ କୁ ବ୍ୟାପୀ ସାରିଲାଣି କପସିରଫ।କପସିରଫ ପିଇଲେ ପାଟିରୁ ଦୁର୍ଗନ୍ଧ ଆସେନି ବୋଲି ଯେଉଁମାନେ ବ୍ୟବହାର କରନ୍ତି ସେମାନେ କହନ୍ତି ।ଯେଉଁ ମାନେ ତାକୁ ନିଶା ପାଇଁ ପିଅନ୍ତି, ସେ ନିଶାଶକ୍ତ  ବୋଲି ଆପଣ ମାନେ ଜାଣିବି ପାରିବେ ନାହିଁ । ସେଥିପାଇଁ ଆଜିକାଲି ଯୁବକ ମାନେ ମଦ ନିଶା ଛାଡି କପସିରଫ ପ୍ରଚୁର ପରିମାଣରେ ପିଉଛନ୍ତି।ବର୍ତ୍ତମାନ ଦେଖିବାକୁ ଗଲେ ଯୁବ ପିଢ଼ି ନିଶାର ଶିକାର ହୋଇ ବିଭିନ୍ନ କ୍ରାଇମ କରିବାକୁ  ମଧ୍ୟ ପଛାଉନାହାନ୍ତି ।ଏମିତି ପ୍ରତ୍ୟେକ ଦିନ ନିଶା ସେବନ କରି ଗାଁ ରୁ ସହର କୁ ଆସୁଥିବା ନୀରିହ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଅସୁଲି କରୁଛନ୍ତି କରୁଥିବା ଖବର ରହିଛି । ଆଉ କେତେବେଳେ ନୀରିହ ଲୋକଙ୍କୁ ମାଡ଼ ମଧ୍ୟ ହେଉଛି।ଏମିତି ପ୍ରତ୍ୟେକ ଦିନ ଚାଲିଛି ପଦ୍ମପୁର ସହରରେ।କପସିରଫ ରୋକିବା ପାଇଁ ପଦ୍ମପୁର ସହର ରେ ଏକ ବୈଠକ ମଧ୍ୟ କରାଯାଇଥିଲା । ବୈଠକର ପ୍ରଭାବ ରେ କିଛି ଦିନ ଧର ପଗଡ଼ କଲେ ପୁଣି ଚୁପଚାପ ରେ ପୋଲିସ ପ୍ରଶାସନ । କାରଣ କ'ଣ ? ଛୋଟ ଛୋଟ ମାଫିଆ ଙ୍କୁ ଧରି ଜେଲ ପଠାଇଲେ ହେଲେ ପଦ୍ମପୁର ସହରର ବଡ଼ ବଡ଼ ପୁରୁଣା ମାଫିଆ କୁ ଛାଡି ଦିଆଗଲା କାହିଁକି ?ପୁଣି ବେଧଡକ ଚାଲିଲା କପସିରଫ ବିକ୍ରି । ଏବେ କିଛି ଦିନ ତଳେ କପସିରଫ ବିକ୍ରି ବନ୍ଦ କରାଯାଉ ଓ ବିକ୍ରି କରୁଥିବା ମାଫିଆ ଙ୍କୁ ଗିରଫ କରାଯାଉ ବୋଲି ଦାବି ମଧ୍ୟ କରିଥିଲେ ପଦ୍ମପୁର ବିଜେପି ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା।ହେଲେ ସାଂସଦ କଥା ମଧ୍ୟ ଶୁଣିଲେ ନାହିଁ ପ୍ରଶାସନ।ଏବେ ସନ୍ଦେହ ଘେରରେ ପୋଲିସ ପ୍ରସାଶନ । କଣ ପୋଲିସ କପସିରଫ ମାଫିଆ ଙ୍କ ସହ ସମ୍ପର୍କ ନାହିଁ ତ ? ଯଦି ସମ୍ପର୍କ ନାହିଁ ତାହେଲେ ବଡ଼ ବଡ଼ ପୁରୁଣା ମାଫିଆ ଙ୍କୁ କାହିଁକି ଗିରଫ କରୁନି ଡ୍ରଗ୍ସ ବିଭାଗ ଓ ପୋଲିସ।ବରଗଡ଼ ଏସପି ଏ ଉପରେ ନିହାତି ଭାବରେ ଦୃଷ୍ଟି ଦେବା ଜରୁରୀ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like