-+91-9937148622 |

prerana_bgr@rediffmail.com |

  Tuesday 7th February 2023 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   (07-Feb-2023)       ||      ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   (07-Feb-2023)       ||      ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   (06-Feb-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (06-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    (06-Feb-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   (07-Feb-2023)       ||      ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   (06-Feb-2023)       ||      ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   (06-Feb-2023)       ||      ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    (06-Feb-2023)       ||      5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା    (06-Feb-2023)       ||      ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ    (05-Feb-2023)       ||      ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   (05-Feb-2023)       ||      ଆଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ    (05-Feb-2023)       ||        ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ,  ଗଣମାଧ୍ୟମ ହିଁ ଲୋକଙ୍କ ବିଶ୍ୱାସ ଭାଜନ- ଅତିଥି ବୃନ୍ଦ   (05-Feb-2023)       ||      ଚଳିତ ବର୍ଷ ବୌଦ୍ଧ ଜ଼ିଲ୍ଲା ର ୭୬ ହାଇସ୍କୁଲରେ ପରୀକ୍ଷା ଦେବେ ୬୫୯୪ଜଣ ଛାତ୍ରଛାତ୍ରୀ      (05-Feb-2023)       ||      ବୋର୍ଡର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚଞ୍ଚରା ଭାଡି ଚମ୍ପିୟାନ ।   (05-Feb-2023)       ||      ସନ୍ଥ ଶିରୋମଣି ଗୁରୁ ରବି ଦାସ ଜୟନ୍ତୀ ପାଳିତ   (05-Feb-2023)       ||      ତୃତୀୟ  ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା- କୃଷି ସଂବନ୍ଧୀୟ ଆଲୋଚନାଚକ୍ର    (05-Feb-2023)       ||      ଇମ୍ପରିୟଲ କଲେଜରେ ଏନସିିସିର ଶାଖା ଉଦଘାଟିତ   (05-Feb-2023)       ||      ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ   (05-Feb-2023)       ||     

HOME   ଜିଲ୍ଲା

ମହମହ ସୁବାସିତ ବାସ୍ନାରେ ବିଜେପୁର ଆନନ୍ଦ ନଗର ସ୍ଥିତ ମାଁ ତାରିଣୀ ଙ୍କ ପୀଠରେ ମାଁ ଙ୍କ କାତ୍ୟାୟନୀ ବେଶ

01-Oct-2022



ବରଗଡ-ଆଜି ବରଗଡ ଜିଲ୍ଲା ବିଜେପୁର ଠାରେ ଥିବା ମାଁ ତାରିଣୀ ପୀଠରେ ମାଁ ତାରିଣୀ  ଆଶ୍ୱିନ ମାସ ଷଷ୍ଠୀ ଶନିବାର ଦିବସେ ମାଁ କାତ୍ୟାୟନୀ ରୂପେ ପୂଜା ପାଇଛନ୍ତି । କର୍ତ୍ତା ଭାବରେ ଭକ୍ତ ହରେକୃଷ୍ଣ ସେନାପତି ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତି ସୈାଦାମିନୀ  ଯଥା-ରିତିନିତି ଅନୁଯାୟୀ ସକାଳ ୭ ଘଟିକା ରୁ କାତ୍ୟାୟନୀ ବେଶ ର ପୂଜାକାର୍ଯ୍ୟ ତୁଲାଇଥିବା ବେଳେ,ପୂଜାର୍ଚ୍ଚନା ମୁଖ୍ୟ ପୁରୋହିହ ଶ୍ରୀମାନ ଚନ୍ଦନ ଶର୍ମା ଏବଂ ସହ ପୂଜକ ପଦ୍ମନ ରାଏ  ଯଥା ରିତି-ନିତି ଅନୁଯାୟୀ ସପ୍ତ ସତିଚଣ୍ଡି ପାଠ ଓ ହବନ  ନିଷ୍ଠାପର ଭାବେ ସମ୍ପର୍ଣ୍ଣ କରିଥିଲେ ।ସୁଦାମ ଖରସେଲ ଏବଂ ଯୁଧିଷ୍ଠିର ରଣା  ଙ୍କ ତତ୍ୱାବଧାନ ରେ ଅଗଣିତ ଭକ୍ତ ଙ୍କ ସହଯୋଗ ସ୍ଥଳେ, ମାଁ ଙ୍କ ପାଖରେ ଆଜି ସଂଧ୍ୟା ସମୟରେ  ଆଳତୀ ଓ ପୁଷ୍ପାଞ୍ଜଳୀ ଅର୍ପଣ  କରାଯାଇଥିଲା ।ଧୂପଦିପ ଗୁଗୁଲ ର ସୁବାସିତ ବାସ୍ନା ରେ ସତେ ଯେମିତି ମାଁ ତାରିଣୀ କାତ୍ୟାୟନୀ ବେଶରେ ମର୍ତ୍ତ୍ୟ ରେ ବିରାଜମାନ କରିଛନ୍ତି ବୋଲି ମନେ ହେଉଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   07-Feb-2023
  ଜିଲ୍ଲା  
ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   07-Feb-2023
  ଜିଲ୍ଲା  
ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    06-Feb-2023
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   07-Feb-2023
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   06-Feb-2023
  ଜିଲ୍ଲା  
ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   06-Feb-2023
  ଜିଲ୍ଲା  
ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    06-Feb-2023
  ଜିଲ୍ଲା  
5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା   06-Feb-2023
  ଜିଲ୍ଲା  
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ   05-Feb-2023
  ଜିଲ୍ଲା  
ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   05-Feb-2023

You Might Also Like