-+91-9937148622 |

prerana_bgr@rediffmail.com |

  Saturday 20th April 2024 |

| | | |

R.N.I. Regd No. ODIODI/2010/46693

Breaking News

ପଲସାଗୋରାରେ ବିଜେପିର ବଡ଼ ମିଶ୍ରଣ ପର୍ବ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଶତାଧିକ ନେତା ଧରିଲେ ପଦ୍ମ   (20-Apr-2024)       ||      ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ   (20-Apr-2024)       ||      ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ   (20-Apr-2024)       ||      ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର   (20-Apr-2024)       ||      ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ    (20-Apr-2024)       ||      ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣି    (20-Apr-2024)       ||      ବିଜେପିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ   (20-Apr-2024)       ||      ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   (19-Apr-2024)       ||      ମଦ କାରବାରରେ ଜଣେ ଗିରଫ   (19-Apr-2024)       ||      ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   (19-Apr-2024)       ||      ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    (19-Apr-2024)       ||      ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   (19-Apr-2024)       ||      ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   (19-Apr-2024)       ||      ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   (19-Apr-2024)       ||      "ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   (19-Apr-2024)       ||      ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   (19-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||     

HOME   ଜିଲ୍ଲା

ମହମହ ସୁବାସିତ ବାସ୍ନାରେ ବିଜେପୁର ଆନନ୍ଦ ନଗର ସ୍ଥିତ ମାଁ ତାରିଣୀ ଙ୍କ ପୀଠରେ ମାଁ ଙ୍କ କାତ୍ୟାୟନୀ ବେଶ

01-Oct-2022



ବରଗଡ-ଆଜି ବରଗଡ ଜିଲ୍ଲା ବିଜେପୁର ଠାରେ ଥିବା ମାଁ ତାରିଣୀ ପୀଠରେ ମାଁ ତାରିଣୀ  ଆଶ୍ୱିନ ମାସ ଷଷ୍ଠୀ ଶନିବାର ଦିବସେ ମାଁ କାତ୍ୟାୟନୀ ରୂପେ ପୂଜା ପାଇଛନ୍ତି । କର୍ତ୍ତା ଭାବରେ ଭକ୍ତ ହରେକୃଷ୍ଣ ସେନାପତି ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତି ସୈାଦାମିନୀ  ଯଥା-ରିତିନିତି ଅନୁଯାୟୀ ସକାଳ ୭ ଘଟିକା ରୁ କାତ୍ୟାୟନୀ ବେଶ ର ପୂଜାକାର୍ଯ୍ୟ ତୁଲାଇଥିବା ବେଳେ,ପୂଜାର୍ଚ୍ଚନା ମୁଖ୍ୟ ପୁରୋହିହ ଶ୍ରୀମାନ ଚନ୍ଦନ ଶର୍ମା ଏବଂ ସହ ପୂଜକ ପଦ୍ମନ ରାଏ  ଯଥା ରିତି-ନିତି ଅନୁଯାୟୀ ସପ୍ତ ସତିଚଣ୍ଡି ପାଠ ଓ ହବନ  ନିଷ୍ଠାପର ଭାବେ ସମ୍ପର୍ଣ୍ଣ କରିଥିଲେ ।ସୁଦାମ ଖରସେଲ ଏବଂ ଯୁଧିଷ୍ଠିର ରଣା  ଙ୍କ ତତ୍ୱାବଧାନ ରେ ଅଗଣିତ ଭକ୍ତ ଙ୍କ ସହଯୋଗ ସ୍ଥଳେ, ମାଁ ଙ୍କ ପାଖରେ ଆଜି ସଂଧ୍ୟା ସମୟରେ  ଆଳତୀ ଓ ପୁଷ୍ପାଞ୍ଜଳୀ ଅର୍ପଣ  କରାଯାଇଥିଲା ।ଧୂପଦିପ ଗୁଗୁଲ ର ସୁବାସିତ ବାସ୍ନା ରେ ସତେ ଯେମିତି ମାଁ ତାରିଣୀ କାତ୍ୟାୟନୀ ବେଶରେ ମର୍ତ୍ତ୍ୟ ରେ ବିରାଜମାନ କରିଛନ୍ତି ବୋଲି ମନେ ହେଉଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଲସାଗୋରାରେ ବିଜେପିର ବଡ଼ ମିଶ୍ରଣ ପର୍ବ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଶତାଧିକ ନେତା ଧରିଲେ ପଦ୍ମ   20-Apr-2024
  ଜିଲ୍ଲା  
ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ   20-Apr-2024
  ଜିଲ୍ଲା  
ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ   20-Apr-2024
  ରାଜନୀତି  
ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର   20-Apr-2024
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ    20-Apr-2024
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣି   20-Apr-2024
  ଜିଲ୍ଲା  
ବିଜେପିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ   20-Apr-2024
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   19-Apr-2024
  ଜିଲ୍ଲା  
ମଦ କାରବାରରେ ଜଣେ ଗିରଫ   19-Apr-2024
  ଜିଲ୍ଲା  
ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   19-Apr-2024
  ରାଜନୀତି  
ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    19-Apr-2024
  ଜିଲ୍ଲା  
ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   19-Apr-2024

You Might Also Like