-+91-9937148622 |

prerana_bgr@rediffmail.com |

  Thursday 18th April 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   (17-Apr-2024)       ||      ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   (17-Apr-2024)       ||      ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||      ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ    (16-Apr-2024)       ||      ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||      ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   (16-Apr-2024)       ||      ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   (16-Apr-2024)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   (16-Apr-2024)       ||      ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   (15-Apr-2024)       ||      ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   (15-Apr-2024)       ||      ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   (15-Apr-2024)       ||      ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   (15-Apr-2024)       ||      ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   (15-Apr-2024)       ||      ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   (15-Apr-2024)       ||      ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   (15-Apr-2024)       ||      ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   (15-Apr-2024)       ||     

HOME   ଜିଲ୍ଲା

ମିଶନ ଶକ୍ତି ପକ୍ଷରୁ ଋଣ ମେଳା....

29-Sep-2022



କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ,ସମ୍ମାନିତ ଅତିଥି ଭାବେ ବିଡ଼ିଓ ଶିଧେଶ୍ୱର ମେହେର, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଓ ମହେନ୍ଦ୍ର ରଣା, ସିଡିପିଓ  ଗିରିଜା ଗୂଡ଼ଲା ,ମିଶନ ଶକ୍ତି ବ୍ଲକ ସଭାପତି ଜୟନ୍ତୀ ସାହୁ,କର୍ଲାମୁଣ୍ଡା ଏସବିଆଇ ଫିଲଡ଼ ଅଫିସର ଚିଦାନନ୍ଦ ପ୍ରଧାନ, ରିଷିଡା ୟୁକେ ବ୍ୟାଙ୍କ ଶାଖା ପରିଚାଳକ କପିଳ ଚନ୍ଦ୍ର ପ୍ରଧାନ, ତେରେସିଙ୍ଗା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଦେବ ପ୍ରକାଶ ନାଏକ,ରେଗଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅଶ୍ୱିନୀ କୁମାର ଭାତ୍ରା ପ୍ରମୁଖ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମିଶନ ଶକ୍ତି ଜରିଆରେ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ବ୍ଲକ ର ୨୩୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ୪ କୋଟି ୪୫ ଲକ୍ଷ ଟଙ୍କା ଋଣ ମଞ୍ଜୁର ହୋଇଥିବା ବ୍ୟାଙ୍କ ଅଧିକାରୀ ମାନେ ଘୋଷଣା କରିଥିଲେ।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ବିପିଏମ ବିପିନ ବାରିକ ସଂଯୋଜାନ କରିଥିବା ବେଳେ ଓଡିଶା ଜୀବନ ଜୀବିକା ମିଶନ ର ବିପିସି ଲଳିତ ବିଶି, ମିଶନ ଶକ୍ତି କର୍ମକର୍ତ୍ତା, ସିଆରପି,ଏମବିକେ ,ଫେଡେରେଶନ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   17-Apr-2024
  ଜିଲ୍ଲା  
ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   17-Apr-2024
  ରାଜନୀତି  
ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   17-Apr-2024
  ଜିଲ୍ଲା  
ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   17-Apr-2024
  ଜିଲ୍ଲା  
ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   17-Apr-2024
  ଜିଲ୍ଲା  
ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   17-Apr-2024
  ଜିଲ୍ଲା  
ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   16-Apr-2024
  ଜିଲ୍ଲା  
ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ   16-Apr-2024
  ଜିଲ୍ଲା  
ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   16-Apr-2024
  ଜିଲ୍ଲା  
ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   16-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   16-Apr-2024
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   16-Apr-2024

You Might Also Like