-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
29-Sep-2022
ସୁବର୍ଣ୍ଣପୁର (ମନୋରଂଜନ ତ୍ରିପାଠୀ)
ଆଜି ଓଡିଶା ସାମ୍ବାଦିକ ସଂଘ ଓ ମିଡ଼ିଆ ଫୋରମ ପକ୍ଷରୁ ସୁବର୍ଣ୍ଣପୁର ର ନୂତନ ଆର ଟି ଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଗତ ଆର ଟି ଓ ରବୀନ ପଟ୍ଟନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଉପ ଜ଼ିଲ୍ଲାପାଳ ଡ଼, ଈପସିତା ପ୍ରିୟଦର୍ଶନୀ ମିଶ୍ର, ଓ ଏସ ଡି ପି ଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଯୋଗ ଦେଇ ଉଭୟ ଆର ଟି ଓ ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ l ଏହି ସଭାରେ ଜ଼ିଲ୍ଲା ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ର ସମସ୍ତ ଅଧିକାରୀ, କର୍ମଚାରୀ ଓ ସହର ର ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ଥିଲେ l