-+91-9937148622 |

prerana_bgr@rediffmail.com |

  Tuesday 6th June 2023 |

| | | |

R.N.I. Regd No. ODIODI/2010/46693

Breaking News

ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  " ପ୍ରକୃତି ବନ୍ଧୁ "  ପୁରସ୍କାର   (06-Jun-2023)       ||      ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   (06-Jun-2023)       ||      ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   (06-Jun-2023)       ||      ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   (06-Jun-2023)       ||      ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   (06-Jun-2023)       ||      ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      (06-Jun-2023)       ||      ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   (05-Jun-2023)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    (05-Jun-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     (05-Jun-2023)       ||      ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   (05-Jun-2023)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ   (05-Jun-2023)       ||      କୁଟୁରାପାଳି ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (05-Jun-2023)       ||      ପରିବେଶ ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ଆଜି ସଂକଳ୍ପ ନେବା: ଜିଲ୍ଲାପାଳ    (05-Jun-2023)       ||      ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ   (05-Jun-2023)       ||      ପାତାଳି ଶ୍ରୀକ୍ଷେତ୍ରରେ ଚୁଦୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା   (05-Jun-2023)       ||      ଏସପତ୍ରାପାଳି ଠାରେ ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଲିତ                                                   (05-Jun-2023)       ||      ପଥରମୁଣ୍ଡା ରେ ସମଲେଇ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ   (05-Jun-2023)       ||      ବଲାଙ୍ଗିର ଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ।   (05-Jun-2023)       ||     

HOME   ଜିଲ୍ଲା

ବଲାଙ୍ଗୀର ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ବୃକ୍ଷରୋପଣ

22-Sep-2022



ବଲାଙ୍ଗୀର,ବଲାଙ୍ଗୀର ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ବଲାଙ୍ଗୀର ସଦର ବ୍ଲକ ବିଷ୍ଣୁମୁଣ୍ଡା- ଭାଲେର ଯିବା ରାସ୍ତାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଶିକ୍ଷଣ ମଣ୍ଡଳ ର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୃଷ୍ଣଚୁଡା,ଜାମ୍ବୁ, କମଳା, ନିମ୍ବ, ପିଜୁଳି ଇତ୍ୟାଦି ଚାରା ରୋପଣ କରାଯାଇଥିଲା । ବାଟୋଇ ମାନଙ୍କୁ ଜଙ୍ଗଲ ସୃଷ୍ଟିର ଉପକାରିତା ସଂପର୍କରେ  ଭାରତୀୟ ଶିକ୍ଷଣ ମଣ୍ଡଳ ର ସଭ୍ୟ ମାନେ ବୁଝାଇଥିଲେ । ପ୍ରଥମେ ମଣ୍ଡଳର ବରିଷ୍ଠ ସଭ୍ୟ ଧର୍ମବ୍ରତ ରଥ ଏକ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଆକୁଳ ବେହେରା,ଦିବାକର ହୋତା, ନୀଳମଣି, ହଳଧର ସା, ଦିଗାମ୍ବର  ବରିହା, ମଣିଆ ପଟେଲ ପ୍ରମୁଖ ଗୋଟିଏ ଗୋଟିଏ ଚାରା ଲଗାଇବା  ସହ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା  " ପ୍ରକୃତି ବନ୍ଧୁ "  ପୁରସ୍କାର   06-Jun-2023
  ଜିଲ୍ଲା  
ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   06-Jun-2023
  ଜିଲ୍ଲା  
ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   06-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   06-Jun-2023
  ଜିଲ୍ଲା  
ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   06-Jun-2023
  ଜିଲ୍ଲା  
ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      06-Jun-2023
  ଜିଲ୍ଲା  
ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   05-Jun-2023
  ମହାନଗର  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    05-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     05-Jun-2023
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   05-Jun-2023

You Might Also Like