-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
17-Sep-2022
ଦମକିପାଲି ଉ.ପ୍ରା.ବିଦ୍ୟାଳୟଠାରେ ପ୍ରଥମରୁ ଅଷ୍ଟମ ଯାଏ ଛାତ୍ରଛାତୀଙ୍କୁ ଗଣପୋଷାକ ବଣ୍ଟନ କରାଯାଇଥିଲା ।ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ବିଶ୍ବେଶ୍ବରୀ ବରିହା
ଯୋଗ ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ବିଦ୍ୟାଳୟ ପରିଚାଳନା କମିଟୀର ଉପସଭାନେତ୍ରୀ ଶ୍ରୀମତୀ ଅହଲ୍ୟା
ପ୍ରଧାନ ,ମୋହନ ନାଏକ, ସନ୍ତୋଷ ରଣା,ତପସ୍ବିନୀ ସେଠ, ଲକ୍ଷ୍ମୀ ବରିହା, ଅଙ୍ଗନଓ୍ବାଡି କର୍ମୀ ଲକ୍ଷ୍ମୀ ତାଣ୍ଡି ,ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ,ଶିକ୍ଷକ ସତ୍ୟନାରାୟଣ ସାହୁ, ସ୍ନିଗ୍ଧାମୟୀ ଯୋଶୀ,ଉର୍ବଶୀ ରାଜହଂସ, ଅନୀମା ପଧାନ ସହଯୋଗ କରିଥିଲେ । ଶିକ୍ଷକ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।