-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
13-Sep-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଛଂନଚଡା ଗ୍ରାମରେ ବଲାଙ୍ଗୀର ଅବକାରୀ ବିଭାଗର ତରଫରୁ ଆଠ କିଲୋ ଗଞ୍ଜେଇ ଜବତ କରାଯାଇଛି l ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ lବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଛଂନଛଡା ଗାଁରେ ବେଆଇନ ଭାବେ ଗଞ୍ଜେଇ ଯାଉଥିବା ଖବର ପାଇଥିଲା ବଲାଙ୍ଗିର ଅବକାରୀ ବିଭାଗ । ଏକ ସ୍ପେସିଆଲ ଟିମ ଚଢଉ କରିଥିଲା । ଚଢଉ ସମୟରେ ୮ କେଜି ଗଞ୍ଜେଇ ଜବତସହିତ ଦୁଇ :ଜଣଙ୍କୁ ଗିରଫ କରି ଥିଲା ଅବକାରୀ ବିଭାଗ ।
ଗିରଫ ମାନେ ହେଉଛନ୍ତି ଅଜତି ରଣା ଓ ଗୋପିନ ରଣା ବଲାଙ୍ଗିର ଅବକାରୀ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଥିଲା । ଜିଲ୍ଲାର ବିଭିନ୍ନ ଜାଗାରେ ବେଆଇ ଗଞ୍ଜେଇ କାରବାର ଚାଲିଥିବାରୁ, ତାକୁ ଦମନ କରିବା ପାଇଁ ଅଣ୍ଟା ଭିଡିଛି ବଲାଙ୍ଗିର ଅବକାରୀ ବିଭାଗ ।