-+91-9937148622 |

prerana_bgr@rediffmail.com |

  Tuesday 6th December 2022 |

| | | |

R.N.I. Regd No. ODIODI/2010/46693

Breaking News

ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି   (06-Dec-2022)       ||      ବୌଦ୍ଧରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ  ଦିବସ ପାଳିତ     (06-Dec-2022)       ||      ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   (06-Dec-2022)       ||      ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   (06-Dec-2022)       ||      ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ    (06-Dec-2022)       ||      ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ    (06-Dec-2022)       ||      ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ    (06-Dec-2022)       ||      ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ    (06-Dec-2022)       ||      ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   (06-Dec-2022)       ||      ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   (05-Dec-2022)       ||      ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   (05-Dec-2022)       ||      ଗୀତାଜୟନ୍ତୀ ପାଳିତ   (05-Dec-2022)       ||      ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   (05-Dec-2022)       ||      ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    (05-Dec-2022)       ||      ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର   (05-Dec-2022)       ||      ବିଶ୍ଵ ମୃତ୍ତିକା ଦିବସ.... ମାଟି ସୁରକ୍ଷା ପାଇଁ ଶପଥ ନେଲେ ଚାଷୀ   (05-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ୨/୦ ଗୋଲରେ ସିଆଳି (ସୋନପୁର ) ବିଜୟୀ   (05-Dec-2022)       ||      ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*- *ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଘଟଣା ରେ ରାଜସ୍ଥାନ ରୁ ଗିରଫ ହେଲେ ସାଇବର ଅପରାଧୀ*- *ଯୁବ ପିଢୀ ସଚେତନ ଓ ସୁରକ୍ଷିତ ରହିବାକୁ ଏସପି ଙ୍କ ନିବେଦନ   (05-Dec-2022)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ଦେଲେ ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ   (05-Dec-2022)       ||      ଡାବୁଗାଁ ବ୍ଲକରେ ସରକାରୀସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ   (05-Dec-2022)       ||     

HOME   ଜିଲ୍ଲା

ଵଏଲଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

12-Sep-2022



ପାଟଣାଗଡ(ସଚ୍ଚିଦାନନ୍ଦ ମହାକୁର)-ଚଳିତ ବର୍ଷ ଦଶହରା ପୂଜା ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜାନୋତ୍ସବ ପ୍ରସିଦ୍ଧ ବଏଲ ଯାତ୍ରା ପ୍ରସ୍ତୁତି ବୈଠକରେ ଏସଡିପିଓ ଜ୍ୟୋତିମର୍ୟ ଭୁକ୍ତା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରି ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ଦଶହରା ପୂଜା ବନ୍ଦ ରହିଥିଲା, ଚଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ସମ୍ଭାବନା ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ପୋଲିସ ମୁତୟନ କରିବାକୁ ମତ ପ୍ରକାଶ ପାଇଥିଲା । ପୂର୍ବ ପରମ୍ପରା ଅନୁସାରେ ବଏଲ ଯାତ୍ରା ଅନୁଷ୍ଠିତ ହେବା ସହ ଗୁପ୍ତ ବିଧି ପୂଜାର୍ଚ୍ଚନା ବ୍ୟତିତ ଅନ୍ୟ ସବୁ ପୂଜା ବିଧିକୁ ସର୍ବ ସାଧାରଣଙ୍କ ଦେଖିବା ପାଇଁ ଭିଡିଓ କାସ୍ଟିଂ ପାଇଁ ଅନୁମତି ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଦ୍ୟୁତ ବିଭାଗ, ସ୍ଵାସ୍ଥ୍ୟ, ପାନୀୟ ଜଳ, ପୂଜା କମିଟି, ଦେହରୀ, ପୂଜକ, ଦେବୋତ୍ତର କମିଟି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ତହସିଲଦାର ଡ. ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି   06-Dec-2022
  ଜିଲ୍ଲା  
ବୌଦ୍ଧରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ  ଦିବସ ପାଳିତ    06-Dec-2022
  ରାଜ୍ୟ  
ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   06-Dec-2022
  ଜିଲ୍ଲା  
ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   06-Dec-2022
  ଜିଲ୍ଲା  
ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ   06-Dec-2022
  ଜିଲ୍ଲା  
ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ   06-Dec-2022
  ଜିଲ୍ଲା  
ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ   06-Dec-2022
  ଜିଲ୍ଲା  
ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ   06-Dec-2022
  ଜିଲ୍ଲା  
ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   06-Dec-2022
  ଜିଲ୍ଲା  
ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   05-Dec-2022
  ଜିଲ୍ଲା  
ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   05-Dec-2022
  ଜିଲ୍ଲା  
ଗୀତାଜୟନ୍ତୀ ପାଳିତ   05-Dec-2022

You Might Also Like