-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
12-Sep-2022
ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କୋଟସମଲାଏ ସ୍ଥିତ ଖୁଣ୍ଟିଲାପାଲି ଠାରେ କଦମଫୁଲ ଫିଲ୍ମ୍ କ୍ରିଏସନ ତରଫରୁ ଏକ କୋଶଲି ଟେଲି ଫିଲ୍ମ " ପୁ " ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସଂସ୍କୃତି ,ପରମ୍ପରା କୁ ନେଇ ତଥା ଶିକ୍ଷା ନା ରେ କୁ ସଂସ୍କାର କୁ କିପରି ପ୍ରଶ୍ରୟ ଦିଆଯାଉଛି ତା'ର ସଂସ୍କାର ପାଇଁ ପ୍ରୟାସ କରାଯାଇଛି । ଏଥିରେ ଲେଖକ ଯୁଧିଷ୍ଠିର ଖମାରୀ ପୁରପଲ୍ଲୀରେ ଥିବା ନିଚ୍ଛକ ପରମ୍ପରା କୁ ସ୍ଥାନ ଦିଅନ୍ତି । ପ୍ରଯୋଜକ ରାଧେଶ୍ୟାମ ମିଶ୍ର,ସହ ପ୍ରଯୋଜକ ଅଖୋଜ ଶାଣ୍ଢ, ନିର୍ଦେଶକ ବିକାଶ କଟୁଲ, ସହଯୋଗୀ ଜିତେନ୍ଦ୍ର ଚାନ୍ଦ, କଳାକାର ନାରାୟଣ ମହାକୁର,ଜୁବଲି ଜୟଶ୍ରୀ ବାଘ,ଚନ୍ଦ୍ରାବତି ପାଣ୍ଡେ, ମନ୍ଦାକିନୀ ପାଣ୍ଡେ, ରାମେଶ୍ବର ଛତ୍ରିଆ,ସରୋଜ ସାହୁ,ଗଜାନନ ସାଥୁଆ ଆଦି ଫିଲ୍ମ କୁ ସଫଳ ମଣ୍ଡିତ କରିଥିଲେ । ଏଥିରେ ପୁଅ ଭୂମିକାରେ ଜିତୁ ଓ ନରାଜ ଅଭିନୟ ରହିଛନ୍ତି।