-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
11-Sep-2022
(ପ୍ରେରଣା ଖବର)
ରେଢ଼ାଖୋଲ ଉପଖଣ୍ଡ ଜେଲ୍ ଭିତରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ନେଇ କଏଦୀ ମାନେ ବିଭିନ୍ନ ସମୟରେ ଜେଲ ଭିତରେ ଧରଣାରେ ବସୁଥିଲେ । ତିନି ଜଣ କଏଦୀ ଜେଲ ଭିତରେ ଅନେକ ଥର ଗଣ୍ଡଗୋଳ କରୁଥିଲେ ତାଙ୍କୁ ରେଢ଼ାଖୋଲ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର ଅନୁମତି ମିଳିବା ପରେ ବଲାଙ୍ଗୀର ଜେଲକୁ ପଠାଉଥିଲେ ହେଲେ ୩ ଜଣ କଏଦୀ ଏହାକୁ ବିରୋଧ କରିଥିଲେ ଏହାକୁ ନେଇ ଜେଲର ଓ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏନେଇ ଜେଲ ଅଧିକ୍ଷକ କଏଦୀଙ୍କୁ ମାଡ଼ ମାରିଥିଲେ ଫଲରେ କାର୍ତ୍ତିକ ନାଏକ ନାମକ ଜଣେ କଏଦୀଙ୍କ ମୁଣ୍ତ ଫାଟି ଯାଇଥିଲା , ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା ପରେ ତିନି ଜଣ କଏଦୀଙ୍କୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯାଇଛି।