-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
23-Aug-2022
ବରଗଡ଼:-ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଳକର ଜାରିଙ୍ଗ ୫-ଟି ହାଇସ୍କୁଲ, ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଥିବା ୫-ଟି ବିଜେପୁର ଗାର୍ଲ୍ସ ହାଇସ୍କୁଲ,୫-ଟି ବିଜେପୁର ସରକାରୀ ହାଇସ୍କୁଲ, ଚାରପାଲି ଗ୍ରାମପଞ୍ଚାୟତ ସ୍ଥିତ ଚାରପାଲି ୫-ଟି ହାଇସ୍କୁଲ,ଖରମୁଣ୍ଡା ଗ୍ରାମପଞ୍ଚାୟତ ର ୫-ଟି ଖରମୁଣ୍ଡା ହାଇସ୍କୁଲ, ବୈରଖପାଲି ଗ୍ରାମପଞ୍ଚାୟତ ସ୍ଥିତ ୫-ଟି ବୈରଖପାଲି ହାଇସ୍କୁଲ, ବୁଡାପାଲି ଗ୍ରାମପଞ୍ଚାୟତ ର ୫-ଟି ବୁଡାପାଲି ହାଇସ୍କୁଲ,ସୁରୁବାଲି ଗ୍ରାମପଞ୍ଚାୟତ ସ୍ଥିତ ୫-ଟି ଝାଲପାଲି ହାଇସ୍କୁଲ ସମୟାନୁସାରେ ପହଞ୍ଚି ସ୍କୁଲ ପରିଦର୍ଶନ ସହ, ସ୍କୁଲ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଓଡ଼ିଶା ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଆଲୋଚନା କରିଥିବା ଜଣାପଡିଛି।