-+91-9937148622 |

prerana_bgr@rediffmail.com |

  Tuesday 6th December 2022 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   (06-Dec-2022)       ||      ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   (06-Dec-2022)       ||      ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ    (06-Dec-2022)       ||      ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ    (06-Dec-2022)       ||      ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ    (06-Dec-2022)       ||      ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ    (06-Dec-2022)       ||      ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   (06-Dec-2022)       ||      ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   (05-Dec-2022)       ||      ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   (05-Dec-2022)       ||      ଗୀତାଜୟନ୍ତୀ ପାଳିତ   (05-Dec-2022)       ||      ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   (05-Dec-2022)       ||      ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    (05-Dec-2022)       ||      ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର   (05-Dec-2022)       ||      ବିଶ୍ଵ ମୃତ୍ତିକା ଦିବସ.... ମାଟି ସୁରକ୍ଷା ପାଇଁ ଶପଥ ନେଲେ ଚାଷୀ   (05-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ୨/୦ ଗୋଲରେ ସିଆଳି (ସୋନପୁର ) ବିଜୟୀ   (05-Dec-2022)       ||      ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*- *ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଘଟଣା ରେ ରାଜସ୍ଥାନ ରୁ ଗିରଫ ହେଲେ ସାଇବର ଅପରାଧୀ*- *ଯୁବ ପିଢୀ ସଚେତନ ଓ ସୁରକ୍ଷିତ ରହିବାକୁ ଏସପି ଙ୍କ ନିବେଦନ   (05-Dec-2022)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫ ଦଫା ଦାବି ଦେଲେ ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ   (05-Dec-2022)       ||      ଡାବୁଗାଁ ବ୍ଲକରେ ସରକାରୀସ୍ତରରୁ ସଚେତନତା ଅଭାବରୁ ବଡୁଛି ବାଲ୍ୟ ବିବାହ   (05-Dec-2022)       ||      ଡି. ଆର୍, ମେହେର ହାଇସ୍କୁଲ ଠାରେ ବ୍ଳକସ୍ତରୀୟ ବିଜ୍ଞାନମେଳା   (05-Dec-2022)       ||      ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି   (05-Dec-2022)       ||     

HOME   ଜିଲ୍ଲା

ପୁରୁଣା ପେନସନ ଯୋଜନା ଳାଗୁ କରାନଗଲେ ଆନ୍ଦୋଳନର ଚେତାବନୀ

22-Aug-2022



ପାଟଣାଗଡ (ସଚ୍ଚିଦାନନ୍ଦ ମହାକୁର) ପାଟଣାଗଡ଼ ଉପଖଣ୍ଡସ୍ତରୀୟ ନୂତନ ପେନସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ୨୦୦୫ ପରବର୍ତ୍ତୀ ସମୟରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପେନସନ୍‌ ଉଚ୍ଛେଦ କରିଛନ୍ତି । ଏହା ଫଳରେ ଚାକିରିରୁ ଅବସର ନେଉଥିବା ସମସ୍ତ କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । ପ୍ରାଥମିକ ଶିକ୍ଷକଙ୍କ ଅବସ୍ଥା ଆହୁରି ଦୁର୍ବିସହ ହୋଇପଡୁଛି । ବିଲମ୍ବରେ ଚାକିରିରେ ଯୋଗଦାନ ଓ ଛଅ ବର୍ଷ ଠିକା ନିଯୁକ୍ତିରେ ରହିଲା ପରେ ଅଳ୍ପ କେତେ ବର୍ଷରେ ଅବସର ନେଉଥିବା ଶିକ୍ଷକଙ୍କ ପେନସନ୍‌ ଅତି ନଗଣ୍ୟ । ଅଧିକାଂଶ କର୍ମଚାରୀ ଅବସରର ଅଳ୍ପ ଦିନ ମଧ୍ୟରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ରୋଗଗ୍ରସ୍ତ ହୋଇ ପଡୁଛନ୍ତି । ତେଣୁ ପୁରୁଣା ପେନସନ୍‌କୁ ପୁନଃ ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି ଏହି ବୈଠକରେ ମତପ୍ରକାଶ ପାଇଥିଲା । ଲାଲଚନ ବଗର୍ତ୍ତୀ, ମଣି କୁମ୍ଭାର, ଯୁବରାଜ ବିଭାର, ଶୁଶିଲ ପୋଢ ତଥା ଦେବଦତ୍ତ ମେହେରଙ୍କ ଆବାହନରେ ଆଜିକାର ପ୍ରସ୍ତୁତିଊ ବୈଠକ ବସିଥିଲା । ଅରୁଣ ତ୍ରିପାଠୀ, ଗୋବିନ୍ଦ ମେହେର, ଜୟଦେବ ସୁନା, ସବିତା ମହରା, ସାରଥୀ ବାଗ, ସୁମନ୍ତ ପୁରୋହିତ, ଗୋପୀନାଥ ସାହୁ, ଗୋପାଳ ନାଗ, ସଂଜୁବତୀ ନାଗ, ବିଘ୍ନରାଜ ପଧାନ, ସୁସାନ୍ତ ରାହା, ବୀରେନ୍ଦ୍ର ତାଣ୍ଡି, ସବ୍ୟସାଚୀ ବର୍ଗେ ତଥା ପାଟଣାଗଡ, ଖପ୍ରାଖୋଲ ଓ ବେଲପଡାରୁ ଅନେକ ଶିକ୍ଷକ ଯୋଗ ଦେଇ ନିଜର ମତାମତ ରଖିଥିଲେ । ଆଗାମୀ ଦିନରେ ଶିକ୍ଷକମାନଙ୍କ ଅଧିକାର ନିମନ୍ତେ ଅଧିକ ସଂଗଠିତ ହୋଇ ପ୍ରତି ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ଶେଷରେ ବିରଞ୍ଚି ମହଲା ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ସୁବର୍ଣ୍ଣପୁର ଜ଼ିଲ୍ଲା ର ଯୁବ ଉଦ୍ୟୋଗୀ ଶୁକ୍ଳlମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ   06-Dec-2022
  ଜିଲ୍ଲା  
ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ   06-Dec-2022
  ଜିଲ୍ଲା  
ସୁବର୍ଣ୍ଣପୁର:   ସାଇ ସେବା ସମିତି ର ପ୍ରାକ୍ତନ ସଭାପତିଙ୍କ ପରଲୋକ   06-Dec-2022
  ଜିଲ୍ଲା  
ଦଳିତ ବର୍ଗ ପକ୍ଷରୁ ଆଲୋଚନାଚକ୍ର ଓ ବୈଠକ   06-Dec-2022
  ଜିଲ୍ଲା  
ବିନିକା ଅଞ୍ଚଳରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ   06-Dec-2022
  ଜିଲ୍ଲା  
ରଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ   06-Dec-2022
  ଜିଲ୍ଲା  
ବଡ଼ଖମାର ମଠରେ ବ୍ୟଞ୍ଜନ ଦ୍ଵାଦଶୀ,୨୦୮ ପ୍ରକାର ଭୋଗ ଅର୍ପଣ   06-Dec-2022
  ଜିଲ୍ଲା  
ଜେସି ସୃଷ୍ଟି ଅଗ୍ରୱାଲ ହେଲେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ ବଲାଙ୍ଗିର ସିଟିର ୧୫ ତମ ଅଧ୍ୟକ୍ଷ   05-Dec-2022
  ଜିଲ୍ଲା  
ଓଡିଶା- ବିଦର୍ଭ କୁଚ ବେହାର ଟ୍ରଫି- ବିଦର୍ଭ ଏକ ଇଂନିସ୍  ଓ ୧୮୬ ରେ ବିଜୟୀ   05-Dec-2022
  ଜିଲ୍ଲା  
ଗୀତାଜୟନ୍ତୀ ପାଳିତ   05-Dec-2022
  ଜିଲ୍ଲା  
ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ   05-Dec-2022
  ଜିଲ୍ଲା  
ବୌଦ୍ଧ  ବ୍ଲକ ପରିସରରେ ରେ  ଜିଲାପାଳଙ୍କ  ଜନଶୁଣାଣି ଶିବିର    05-Dec-2022

You Might Also Like