-+91-9937148622 |

prerana_bgr@rediffmail.com |

  Friday 19th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||      ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   (18-Apr-2024)       ||      ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   (18-Apr-2024)       ||      ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ    (18-Apr-2024)       ||      ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   (18-Apr-2024)       ||      ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   (18-Apr-2024)       ||      ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   (18-Apr-2024)       ||      ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   (18-Apr-2024)       ||      ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ମହାନତା ପ୍ରଶଂସନୀୟ   (18-Apr-2024)       ||      ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (18-Apr-2024)       ||      ଲୋଇସିଂହାରେ ବିଜେଡି ର ଜୟ ଶ୍ରୀରାମ ନାରାଦେଇ ବାଇକ୍ ଶୋଭାଯାତ୍ରା ଓ ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ   (18-Apr-2024)       ||      “ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଳିକେଶ   (18-Apr-2024)       ||      ଚୈତ୍ର ନବରାତ୍ର ପର୍ବ ସମ୍ପନ୍ନ   (18-Apr-2024)       ||      ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   (17-Apr-2024)       ||      ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   (17-Apr-2024)       ||      ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||     

HOME   ଜିଲ୍ଲା

୨୮୦ ବୋତଳ କପସିରଫ ଓ ୨୦ ଳିଟର ଦେଶିମଦ ଜଵତ ସହ ଦୁଇ ଗିରଫ

16-Aug-2022



ପାଟଣାଗଡ଼(ସଚ୍ଚିଦାନନ୍ଦ ମହାକୁର:  ପାଟଣାଗଡ଼ ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୮୦ ବୋତଲ କଫ ସିରଫ ୨୦ ଲିଟର ଦେଶୀ ମଦ ଓ ମୋପେଡ଼ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ଦେପଦର ଗାଁର ଭୁବନେ ନାଗ ଓ ଗୌରେନମୁଣ୍ଡା ଗାଁର ଜିତୁ ବନଛୋର(୧୯) । ଖପ୍ରାଖୋଲ ଥାନା ଅନ୍ତର୍ଗତ ବନ୍ଦେପଦର ଗାଁର ଭୁବନେ ଏକ ଟିଭିଏସ ଏକ୍ସଏଲ ମୋପେଡ ଗାଡ଼ିରେ ବେଆଇନ ଭାବେ ଦେଶୀ ମଦ ଆଣୁଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟ ନାରାୟଣ ଦାସ ଓ ତାଙ୍କ ଟିମ ଚଢ଼ଉ କରିଥିଲେ । ଏହି ସମୟରେ ଗାଡ଼ି ସହ ମଦ ଜବତ କରି ଭୁବନେକୁ ପାଟଣାଗଡ଼ ଅଫିସକୁ ଆଣି ଅଧିକ ପଚରାଉଚରା କରିଥିଲେ ।

ସେହିପରି ଗାଇସିଲେଟ ଥାନା ଅନ୍ତର୍ଗତ ଗୌରେନମୁଣ୍ଡା ଗାଁର ଜିତୁଙ୍କୁ ସନ୍ଦେହ କରି ପଚାରିବାରୁ ତାଙ୍କ ନିକଟରୁ ୨୮୦ ବୋତଲ ଏସ କଫ ସିରଫ ମିଳିଥିଲା । ଜବତ ହୋଇଥିବା ଏସ କଫ ସିରଫର ମୂଲ୍ୟ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ବ 
 ହେବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ୨ଟି ମାମଲା ରୁଜୁ କରି ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ଅଧିକାରୀ କହିଛନ୍ତି । ଏହି ଚଢ଼ଉ ସମୟରେ ପାଟଣାଗଡ଼ ଅବକାରୀ ବିଭାଗର ଅଜିତ ସାହୁ, ବୁଲୁ ସେଠୀ, ଗୁଣମତି ମାଝୀ, ଦୁଲେଶ୍ୱର କୁମୁରା ଓ କଣ୍ଟାବାଞ୍ଜି ଅଧିକାରୀ ବଳରାମ ପ୍ରଧାନ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   19-Apr-2024
  ଜିଲ୍ଲା  
ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   19-Apr-2024
  ରାଜ୍ୟ  
ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   19-Apr-2024
  ଜିଲ୍ଲା  
ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   18-Apr-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   18-Apr-2024
  ମହାନଗର  
ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   18-Apr-2024
  ଜିଲ୍ଲା  
ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ   18-Apr-2024
  ରାଜନୀତି  
ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   18-Apr-2024
  ଜିଲ୍ଲା  
ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   18-Apr-2024
  ଜିଲ୍ଲା  
ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   18-Apr-2024
  ଜିଲ୍ଲା  
ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   18-Apr-2024
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ମହାନତା ପ୍ରଶଂସନୀୟ   18-Apr-2024

You Might Also Like