-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
16-Aug-2022
ବଲାଙ୍ଗୀର(ପ୍ରେରଣା ଖବର): ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆଜାଦି କି ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ଦିବସ ଦିନ ଏକ ବିଶାଳ ତୀରଙ୍ଗା ବାଇକ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା..ଏହି ଶୋଭାଯାତ୍ରା ଟି ପୁଇଁତଲା ବ୍ଲକ ସମ୍ମୁଖରୁ ବାହାରି ବ୍ଲକ ସହ ବଲାଙ୍ଗୀର ସହର କି ଭାରତ ମାତା ର ଗାଥା ଗାଈ ପରିକ୍ରମା କରାଯାଇଥିଲା... ଏହି ଶୋଭାଯାତ୍ରା ରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ, ଅନୁଷ୍ଠାନ ର ଉପଦେଷ୍ଟା ଅମରେଶ ଖେତୀ, ସୁଧୀର ଅମାତ, ଜ୍ଞାନ ଷଡଙ୍ଗି, ମଝିଆ କର୍ଣ୍ଣ, କୁନାଲ ସରକାର ସହ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତି ଥିଲେ..