-+91-9937148622 |

prerana_bgr@rediffmail.com |

  Saturday 1st October 2022 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   (01-Oct-2022)       ||      ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   (01-Oct-2022)       ||      ଶିଶୁ ଗୃହରେ ୨ ଅସହାୟ ଶିଶୁ୍    (01-Oct-2022)       ||      ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   (01-Oct-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Oct-2022)       ||      ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   (30-Sep-2022)       ||      ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   (30-Sep-2022)       ||      ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   (30-Sep-2022)       ||      ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର    (30-Sep-2022)       ||      ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ    (30-Sep-2022)       ||      ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   (30-Sep-2022)       ||      କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   (30-Sep-2022)       ||      ଲୋଇସିଂହା ବ୍ଲକ ବାରିକ ସମାଜ ତରଫରୁ ନୁଆଁଖାଇ ଭେଟଘାଟ    (30-Sep-2022)       ||      ସମଲେଶ୍ବରୀ ଛକ,ଅଙ୍ଗଶ୍ରି ସୁନା ଦୋକାନରୁ ଚୋରି   (30-Sep-2022)       ||      ବାଣ୍ଡିଗାଁରେ ଜିଲ୍ଳାସ୍ତରୀୟ ନୂଆଁଖାଇ ଭେଟଘାଟ    (29-Sep-2022)       ||      ମିଶନ ଶକ୍ତି ପକ୍ଷରୁ ଋଣ ମେଳା....   (29-Sep-2022)       ||      କୋଡିଏ ଘର ରଜକ ସମାଜ ର ଆଞ୍ଚଳିକ ବୈଠକ   (29-Sep-2022)       ||      ନିରାପଦ ଆନ୍ତର୍ଜାତୀୟ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନୀତ   (29-Sep-2022)       ||      ନୂତନ ବିଡିଓ ଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା    (29-Sep-2022)       ||      ମହାନଦୀରେ ଛଡାଗଲା ୨ ଲକ୍ଷ ମାଛ ଜାଆଁଳା   (29-Sep-2022)       ||     

HOME   ଜିଲ୍ଲା

ରେଢ଼ାଖୋଲ ରକ୍ତ ଭଣ୍ଡାରରେ ଆରିୟନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

16-Aug-2022



ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆରିୟନ୍ ଫାଉଣ୍ଡେସନ (ସମାଜ୍ ପାଇଁ ସେବା) ଅନୁଷ୍ଠାନ ର ସଭାପତି ପପୁନ ସାମଲ ଙ୍କ ନେତୃତ୍ୱରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉପଖଣ୍ଡ ଚିକିତ୍ସାଳୟ ର ଡକ୍ଟର ସୁନିତା ବ୍ରହ୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରି  ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆରିୟନ ଫାଉଣ୍ଡେସନ ର କୋଷାଧ୍ୟକ୍ଷ ବାପୁନ୍ ପ୍ରଧାନ ଆଡମିନ ଗଜାନନ ଭେଷରା, ମନୋଜ କୁମାର ସାହୁ ସଦସ୍ୟ ନିକାଶ ପ୍ରଧାନ, ଜୟରାମ ସେଠୀ ପ୍ରମୁଖ, ଗୌରୀଶଙ୍କର ପାତ୍ର,  ରକ୍ତଦାନ କରିଥିଲେ । ରକ୍ତ ଭଣ୍ଡାର ର ଟେକ୍ନିସିଆନ ଇନ୍ଦ୍ରମଣି ବେହେରା, କର୍ମଚାରୀ ତ୍ରିପୁରାରି ଗଡତିଆ ,ମନୋରମ ଧଳ , ଯାମିନି ସାହୁ, ସୁଦର୍ଶନ ନାଏକ ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।   01-Oct-2022
  ଜିଲ୍ଲା  
ବେଆଇନ ଦେଶୀ ମଦ ସହ ଜଣେ ଗିରଫ।   01-Oct-2022
  ଜିଲ୍ଲା  
ଶିଶୁ ଗୃହରେ ୨ ଅସହାୟ ଶିଶୁ୍   01-Oct-2022
  ଜିଲ୍ଲା  
ଅର୍ଥମନ୍ତ୍ରୀ ପୁରସ୍କାର ୨୦୨୨ ପାଇଲେ କଣ୍ଟାବାଞ୍ଜି ଝିଅ ସାରିକା ଜେନ୍।   01-Oct-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାଳ ସଭା, ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Oct-2022
  ଜିଲ୍ଲା  
ତୁଣ୍ଡଲା ଠାରେ ନାଗରିକ ବିକାଶ ସଂଗଠନ ତରଫରୁ ସୁପର 30+ ମହିଳା ମାନଙ୍କୁ ନେଇ ଏକ ଦକ୍ଷ ମହିଳା ସମ୍ମିଳନୀ ର ଉଦ୍ଘାଟନ କାର୍ଯ୍ୟ ର ଆୟୋଜନ କରାଯାଇଥିଲା, ।   30-Sep-2022
  ଜିଲ୍ଲା  
ଗୋଆଧ।ରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ।   30-Sep-2022
  ଜିଲ୍ଲା  
ସ୍ୱାଧୀନତା ର ଉଚ୍ଛାସ ପର୍ବ ପାଇଁ ବୌଦ୍ଧ ଜିଲ୍ଲା ର ପବିତ୍ର ମାଟି ଓ ଜଳ ସଂଗ୍ରହ ।   30-Sep-2022
  ଜିଲ୍ଲା  
ନୂଆଁପଡ଼ା ଜିଲ୍ଲା ଦୌରା ଜଜ କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର   30-Sep-2022
  ଜିଲ୍ଲା  
ଟିଟିଲାଗଡ଼: ନୂତନ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ   30-Sep-2022
  ଜିଲ୍ଲା  
ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ରେ ପୋଷାକ ବଣ୍ଟନ   30-Sep-2022
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ   30-Sep-2022

You Might Also Like