-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
16-Aug-2022
ବଲାଙ୍ଗିର : ରେଲ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେସନ ରେ ଅଟକି ରହିଥିବା ଯାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଛି lବଲାଙ୍ଗିର ରେଳ ଷ୍ଟେସନ ରେ ବରଗଡରେ କୃଷକ ଆନ୍ଦୋଳନ ଯୋଗୁଁ ଗତକାଲି ଅନେକ ଗୁଡିଏ ଦ୍ରୁତଗାମୀ ରେଳ ସହିତ ପାସେଞ୍ଜର
ବିଭିନ୍ନ ଷ୍ଟେସନ ରେ ଅଟକି ରହିଥିଲା | ବଲାଙ୍ଗିର ରେଲ ଷ୍ଟେସନ ରେ ଜୁନାଗଡ ସମ୍ବଲପୁର ପାସେଞ୍ଜର ୨/୩ଘଣ୍ଟା ଅଟକି ରହି ଥିଲା , ରେଲ ବିଭାଗ ଦ୍ଵାରା ଯାତ୍ରୀ ମାନକୁ ଖାଦ୍ୟ ପେୟ ର ବ୍ୟବସ୍ତା କରିବା ସହିତ ଏଠାରୁ ବରଗଡ଼ ବରପାଲି ସମ୍ବଲପୁର ପର୍ଯ୍ୟନ୍ତ ବସ ର ବ୍ୟବସ୍ତା କରି ଯାତ୍ରୀ ମାନକୁ ପଠାଇବା ବ୍ୟବସ୍ତା କରଯାଇଥିଲା | ଏଥିରେ ବଲାଙ୍ଗିର ବାଣିଜ୍ୟିକ ଅଧିକ୍ଷକ ସବୁ ବ୍ୟବସ୍ଥା ପରିଚାଳନା କରିଥିଲେ |