-+91-9937148622 |

prerana_bgr@rediffmail.com |

  Tuesday 25th June 2024 |

| | | |

R.N.I. Regd No. ODIODI/2010/46693

Breaking News

ସ୍ନାନଯାତ୍ରାରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସାମାଜିକ ସେବା ଶିବିର ଆୟୋଜିତ   (23-Jun-2024)       ||      ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ   (25-Jun-2024)       ||      ଯୁବ କଳାକାରଙ୍କ ପରଲୋକ    (25-Jun-2024)       ||      ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ    (25-Jun-2024)       ||      ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ   (24-Jun-2024)       ||      ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ    (24-Jun-2024)       ||      ବିଷଧର ସାପ ଦଂଶନରେ ସାପ ଧରାଳି ମୃତ‌   (24-Jun-2024)       ||      ନାଇକେନ୍ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର   (24-Jun-2024)       ||      ସିନ୍ଧେକେଲାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ   (24-Jun-2024)       ||      ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ   (24-Jun-2024)       ||      ରଥଯାତ୍ରା ପୂର୍ବରୁ ଡାବୁଗାଁ ମୈଦଳପୁର ମୁଖ୍ୟରାସ୍ତା ମରାମତି ଦାବି   (24-Jun-2024)       ||      ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା   (24-Jun-2024)       ||      ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ଦେଖି ଅଟକିଗଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର   (24-Jun-2024)       ||      ବିଜିପୁର କାଲୁଆ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ    (24-Jun-2024)       ||      ସୋନପୁର ଠାରେ ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ ଶିବିର   (24-Jun-2024)       ||      କଣ୍ଟାମାଳ ଶିବ ମନ୍ଦିର ପରିସରରେ କଣ୍ଟାମାଳ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ    (24-Jun-2024)       ||      ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସର ମଧ୍ୟରେ ଡ଼ ଶ୍ୟାମ ପ୍ରକାଶ ମୁଖାର୍ଜୀ ଙ୍କ ୭୦ତମ ବଳିଦାନ ଦିବସ ପାଳିତ   (24-Jun-2024)       ||      ରାମଗଡ଼ ଠାରେ ମହିମା ଆଶ୍ରମ ଓ ଶୂନ୍ଯମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ    (23-Jun-2024)       ||      ବ୍ରହ୍ମାକୁମାରୀ ସଂସ୍ଥା ଦ୍ୱାରା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ   (23-Jun-2024)       ||      ଦାଦନ ଖଟିବାକୁ ଯାଇଥିବା ଡୋଲାମଣୀଙ୍କ ଡୋଳା ସବୁଦିନ ପାଇଁ ବୁଝି ହୋଇଗଲା    (23-Jun-2024)       ||     

HOME   ଜିଲ୍ଲା

ମାୟାବର୍ହା ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ

15-Aug-2022



ଡୁଙ୍ଗୁରିପାଲି(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ଠାରେ ପଂଚାୟତ ହାଇସ୍ଲୁଲ ମାୟାବର୍ହା, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ତରଫରୁ  ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମଉନାବତୀ ଜାଲ ଜାତୀୟ ପତାକା ଉତୋଳନ କରି ହର ଘର ତ୍ରୀରଙ୍ଗା ତଥା ଭାରତର ଆଜାଦୀ କି ଅମୃତ ମହୋତ୍ସବ ବିଷୟରେ ଆଲୋକପାତ କରିଥିଲେ । ହାଇସ୍କୁଲ

ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସମେବତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରର ଉତ୍ସବ ବିଷୟରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ରବିଚନ୍ଦ୍ର ପଶାୟତ  କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ଜିଲ୍ଲା ସ୍କାଉଟ ତାଲିମ କମିଶନର ଦିନବନ୍ଧୁ ପଧାନ, ଖେଳ ଶିକ୍ଷକ ଚୈତନ୍ୟ ବାରିକ, ସିଆରସିସି ଜୟ ଶ୍ରୀରାମ ସିକନ୍ଦର

ପ୍ୟାରେଡ ପରିଚାଳନା କରିଥିଲେ ।  କାର୍ଯ୍ୟକ୍ରମରେ ଶିକ୍ଷକ ନନ୍ଦି ଘୋଷ ବାରିକ, ସଂଜୀବ ପୂଜାରୀ, କିରନ ପୁଟେଲ, ସ୍ନିଗଧା ପଧାନ, ତୋଷମତି ଭୋଇ, ସୁଶିଲ ସାହୁ, ଦୟାସାଗର ପଧାନ, ବିନୋଦ କୁମାର ବେହେରା, ସଦାନନ୍ଦ ପଧାନ, ଲକି ସାହୁ , ମୀନକେତନ ଦାଶ, ବିଭିଷଣ ଖମାରୀ, ବହ୍ଲବୀ ବନଛୋର , ମାଧୂରୀ ପୁଟେଲ, ସୁଷମା ବେହେରା, ଉପାସୀ ଚିରଗୁନ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ନାନଯାତ୍ରାରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସାମାଜିକ ସେବା ଶିବିର ଆୟୋଜିତ   23-Jun-2024
  ଜିଲ୍ଲା  
ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ   25-Jun-2024
  ଜିଲ୍ଲା  
ଯୁବ କଳାକାରଙ୍କ ପରଲୋକ   25-Jun-2024
  ଜିଲ୍ଲା  
ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ   25-Jun-2024
  ଜିଲ୍ଲା  
ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ   24-Jun-2024
  ଜିଲ୍ଲା  
ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ   24-Jun-2024
  ଜିଲ୍ଲା  
ବିଷଧର ସାପ ଦଂଶନରେ ସାପ ଧରାଳି ମୃତ‌   24-Jun-2024
  ଜିଲ୍ଲା  
ନାଇକେନ୍ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର   24-Jun-2024
  ଜିଲ୍ଲା  
ସିନ୍ଧେକେଲାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ   24-Jun-2024
  ଜିଲ୍ଲା  
ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ   24-Jun-2024
  ଜିଲ୍ଲା  
ରଥଯାତ୍ରା ପୂର୍ବରୁ ଡାବୁଗାଁ ମୈଦଳପୁର ମୁଖ୍ୟରାସ୍ତା ମରାମତି ଦାବି   24-Jun-2024
  ଜିଲ୍ଲା  
ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା   24-Jun-2024

You Might Also Like