-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
14-Aug-2022
ବଲାଙ୍ଗୀର, ଲଗାଣ ବର୍ଷାରେ ବିଦୁତ ତାର ଛିଣ୍ଡିଯିବାରୁ ଏକ କୁକୁର ର ଜୀବନ ଯାଇଛି । ସକାଳୁ ତେଲିଘୋଟପଡା ର ମୁଖ୍ୟ ଲାଇନ ତାର ଛିଣ୍ଡି ତଳେ ପଡିଯାଇଥିଲା । ଲୋକେ ବିଦ୍ୟୁତ ବିଭାଗକୁ ଖବର କରିଥିଲେ । କିନ୍ତୁ ବିଭାଗୀୟ କର୍ମଚାରୀ ବିଳମ୍ବରେ ଆସିଥିଲେ । ଏହି ସମୟରେ ଏକ କୁକୁର ତାର ସଂଷ୍ପର୍ସରେ ଆସିଥିଲା ଓ ସଟସର୍କିଟରେ ଜୀବନ ହାରିଥିଲା । ରାସ୍ତାରେ ଯିବାଆସିବା ଲୋକ ଅଲ୍ପକେ ବର୍ତ୍ତିଥିଲେ ।