-+91-9937148622 |
prerana_bgr@rediffmail.com |
Friday 27th January 2023 |
R.N.I. Regd No. ODIODI/2010/46693
Breaking News
07-Aug-2022
ବଲାଙ୍ଗିର, ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢ଼ିଲା ଦରମା । ଏଣିକି ଡି ସି ଏ ରେ ୩୮ ପ୍ରତିଶତ ଅଧିକ ମିଳିବ । ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା (DCA) ବୃଦ୍ଧି କଲେ ରାଜ୍ୟ ସରକାର । ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ମାସିକ ପାଇବେ ଗୃହ ରକ୍ଷୀ । ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)