-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
06-Aug-2022
ପାଟଣାଗଡ (ସଚ୍ଚିଦାନନ୍ଦ ମହାକୁର) ସ୍ଵେଚ୍ଛାସେବୀ ସେଵି ସଂଗଠ ମାହେଶ୍ଵରୀ ଶାଖା ପାଟଣାଗଡ଼ ମେହେର ଧର୍ମଶାଳା ଠାରେ ଗଠିତ ହୋଇଜାଇଛି ! ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଶୋଭନ କୁମାର ଅଗ୍ରୱାଲ ସୈମ୍ୟରଞନ ପଣ୍ଡା,ଶୁଭମ କୁମାର ଅଗ୍ରୱାଲ ସାହିସିଲ ଗଡତ୍ୟା, ପ୍ରମୁଖ ଅତିଥିଭାବେ ଯୋଗଦେଇଉଦଘା ଟନକରିଥିଲେ ! ପାଟଣାଗଡ ଶାଖା ପାଇଁ ନିରୋଜ କୁମାର ପଟେଲ ସଭାପତି , ଉତ୍ତମ ମହାନନ୍ଦ ସୟୋଜକ ଭାବେ ମନୋନିତ ହୋଇଛନ୍ତି !