-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
06-Aug-2022
ପାଟଣାଗଡ(ସଚ୍ଚିଦାନନ୍ଦ ମହାକୁର) : ବଳାଙ୍ଗିର ଜିଲ୍ଲା ପାଟଣାଗଡରେ ଏକ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଠାରେ ହେବାକୁଥିବା ଆଇଟିଆଇରେ ୪ଟି ଟ୍ରେଡରେ ତାଲିମ ଦିଆଯବ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ସରକାରୀ ଆଇଟିଆଇ ହେବା ଦ୍ୱାରା ଏଠିକାର ଯୁବକ ଯୁବତୀମାନେ ଶିଳ୍ପ ବାବଦରେ ତାଲିମ ନେବା ପରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ସୁଯୋଗ ପାଇପାରିବେ । ସେହିପରି ଆତ୍ମନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ଜଣାପଡିଛି ।