-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
05-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)-ଆଜି ସଂଧ୍ୟା ପ୍ରାୟ ୫ଟା ୪୫ ମିନିଟ ସମୟରେ ଲୋଇସିଂହାରୁ ବଲାଙ୍ଗୀର ପଟକୁ ଯାଉଥବା ଇସ୍ପାତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକଙ୍କ ଜୀବନ ଯାଇଛି । ବଲାଙ୍ଗୀର ସହର ସନ୍ନିକଟ ବେହେରାପାଲି ଠାରେ ଏହି ଘଟଣା ଘଟିଥିଲା ମୃତ ଯୁବକଙ୍କ ନାମ ଜୟନ୍ତ ଖର୍ସେଲ(୨୬) ଓ ସେ ପାଟଣାଗଡ଼ ବ୍ଲକ କୁତମୁଣ୍ଡା ଗାଁ ର ବାସୀନ୍ଦା ବୋଲି ଜଣାପଡିଛି । ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଂଚ ଘଟଣାର ତଦନ୍ତ କରୁଛି ।