-+91-9937148622 |

prerana_bgr@rediffmail.com |

  Wednesday 17th August 2022 |

| | | |

R.N.I. Regd No. ODIODI/2010/46693

Breaking News

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   (17-Aug-2022)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ    (17-Aug-2022)       ||      ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   (16-Aug-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   (16-Aug-2022)       ||      ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   (16-Aug-2022)       ||            ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   (16-Aug-2022)       ||      କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ    (16-Aug-2022)       ||      ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   (16-Aug-2022)       ||      ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   (16-Aug-2022)       ||      ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   (16-Aug-2022)       ||      କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ    (16-Aug-2022)       ||      ୨୮୦ ବୋତଳ କପସିରଫ ଓ ୨୦ ଳିଟର ଦେଶିମଦ ଜଵତ ସହ ଦୁଇ ଗିରଫ   (16-Aug-2022)       ||      ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ତୀରଙ୍ଗା ଶୋଭାଯାତ୍ରା   (16-Aug-2022)       ||      ସେପ୍ଟେମ୍ବର୍ ରେ ରିଲିଜ୍ ହେବ ନୂଆଁ ଓଡ଼ିଆ ସିନେମା ମହର୍ଷି    (16-Aug-2022)       ||      ରେଢ଼ାଖୋଲ ରକ୍ତ ଭଣ୍ଡାରରେ ଆରିୟନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ    (16-Aug-2022)       ||      ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||     

HOME   ଜିଲ୍ଲା

ଆଗଲପୁର ବ୍ଲକ ମନୁପାଲି ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଓ ଉଠା ଜଳସେଚନ ମାଧ୍ୟମରେ ଜମିକୁ ପାଣି ଯୋଗାଇବା ଦାବି-  ଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ମନୁପାଲି ଗ୍ରାମବାସୀ 

04-Aug-2022



ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)-ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ସ୍ୱାଭାବିକ ଠାରୁ କର୍ମବର୍ଷା ହୋଇଥିବା ଯୋଗୁଁ ଚାଷୀଲୂଳ ଏକ ଆସନ୍ନ ମରୁଡି ଆଶଙ୍କାରେ ରହିଛନ୍ତି । ଶ୍ରାବଣ ମାସରେ ବି ଆବଶ୍ୟକତା ଠାରୁ କମ ବର୍ଷ ହେବା ଫଳରେ ଚାଷ ଜମି ଗୁଡିକ ଶୁଖିବାକୁ ବସିଲାଣି ।  ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ପଂଚାୟତ ଅଧୀନସ୍ଥ ମନୁପାଲି ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବି ରେ ଆଜି ମନୁପାଲି ଗ୍ରାମର ଅଧିବାସୀ ବହୁ ଚାଷୀ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମନୁପାଲି ଗ୍ରାମ ଗାଈଖାଇ ଜଳପ୍ରକଳ୍ପର ଉପରମୁଣ୍ଡରେ ଥିବାରୁ ଗ୍ରାମବାସୀ କେବଳ ବର୍ଷ ଜଳ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଚାଷୀ ଚିନ୍ତାରେ ପଡିଛି । ଏଥିସହ ବିଷ୍ଣୁତାଣ୍ଡି ନାଳା ଠାରୁ  ଉଠା ଜଳସେଚନ ମାଧ୍ୟମରେ ଚାଷଜମି କୁ ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରାଯାଇଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   17-Aug-2022
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ   17-Aug-2022
  ରାଜ୍ୟ  
ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   16-Aug-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   16-Aug-2022
  ଜିଲ୍ଲା  
ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   16-Aug-2022
      ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   16-Aug-2022
  ଜିଲ୍ଲା  
କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ   16-Aug-2022
  ଜିଲ୍ଲା  
ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   16-Aug-2022
  ଜିଲ୍ଲା  
ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   16-Aug-2022
  ଜିଲ୍ଲା  
ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   16-Aug-2022
  ଜିଲ୍ଲା  
କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ   16-Aug-2022

You Might Also Like