-+91-9937148622 |

prerana_bgr@rediffmail.com |

  Tuesday 6th June 2023 |

| | | |

R.N.I. Regd No. ODIODI/2010/46693

Breaking News

ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   (06-Jun-2023)       ||      ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   (06-Jun-2023)       ||      ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   (06-Jun-2023)       ||      କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   (06-Jun-2023)       ||      ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   (06-Jun-2023)       ||      ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      (06-Jun-2023)       ||      ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   (05-Jun-2023)       ||      ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    (05-Jun-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     (05-Jun-2023)       ||      ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   (05-Jun-2023)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ   (05-Jun-2023)       ||      କୁଟୁରାପାଳି ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (05-Jun-2023)       ||      ପରିବେଶ ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ଆଜି ସଂକଳ୍ପ ନେବା: ଜିଲ୍ଲାପାଳ    (05-Jun-2023)       ||      ହଳଦିଆ ତୈଳିକ ବୈଶ୍ୟ ସମାଜର ଗ୍ରାମ୍ୟସ୍ତରୀୟ ବୈଠକ ଅନୁଷ୍ଠିତ   (05-Jun-2023)       ||      ପାତାଳି ଶ୍ରୀକ୍ଷେତ୍ରରେ ଚୁଦୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା   (05-Jun-2023)       ||      ଏସପତ୍ରାପାଳି ଠାରେ ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଲିତ                                                   (05-Jun-2023)       ||      ପଥରମୁଣ୍ଡା ରେ ସମଲେଇ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ   (05-Jun-2023)       ||      ବଲାଙ୍ଗିର ଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ।   (05-Jun-2023)       ||      ଜଗନ୍ନାଥ ଯୁବ ପରିଷଦ ସରଗାଡ଼ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2023)       ||     

HOME   ଜିଲ୍ଲା

ଆଗଲପୁର ବ୍ଲକ ମନୁପାଲି ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଓ ଉଠା ଜଳସେଚନ ମାଧ୍ୟମରେ ଜମିକୁ ପାଣି ଯୋଗାଇବା ଦାବି-  ଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ମନୁପାଲି ଗ୍ରାମବାସୀ 

04-Aug-2022



ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)-ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ସ୍ୱାଭାବିକ ଠାରୁ କର୍ମବର୍ଷା ହୋଇଥିବା ଯୋଗୁଁ ଚାଷୀଲୂଳ ଏକ ଆସନ୍ନ ମରୁଡି ଆଶଙ୍କାରେ ରହିଛନ୍ତି । ଶ୍ରାବଣ ମାସରେ ବି ଆବଶ୍ୟକତା ଠାରୁ କମ ବର୍ଷ ହେବା ଫଳରେ ଚାଷ ଜମି ଗୁଡିକ ଶୁଖିବାକୁ ବସିଲାଣି ।  ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ପଂଚାୟତ ଅଧୀନସ୍ଥ ମନୁପାଲି ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବି ରେ ଆଜି ମନୁପାଲି ଗ୍ରାମର ଅଧିବାସୀ ବହୁ ଚାଷୀ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମନୁପାଲି ଗ୍ରାମ ଗାଈଖାଇ ଜଳପ୍ରକଳ୍ପର ଉପରମୁଣ୍ଡରେ ଥିବାରୁ ଗ୍ରାମବାସୀ କେବଳ ବର୍ଷ ଜଳ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଚାଷୀ ଚିନ୍ତାରେ ପଡିଛି । ଏଥିସହ ବିଷ୍ଣୁତାଣ୍ଡି ନାଳା ଠାରୁ  ଉଠା ଜଳସେଚନ ମାଧ୍ୟମରେ ଚାଷଜମି କୁ ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରାଯାଇଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
ଲୋଇସିଂହା ସାମ୍ବାଦିକ ସଂଘ ତରଫରୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା ଙ୍କ ବିରୁଦ୍ଧରେ ଥାନା ରେ ଲିଖିତ ଅଭିଯୋଗ   06-Jun-2023
  ଜିଲ୍ଲା  
ଜାଗା ମିଶନ ଯୋଜନାରେ ଜମି ବଣ୍ଟନ କଲେ ବିଧାୟକ   06-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର   06-Jun-2023
  ଜିଲ୍ଲା  
କୁଣହାଁ ସମାଜ ରାଜ୍ୟ କମିଟିରେ ବିଶୃଙ୍ଖଳା ନେଇ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ I   06-Jun-2023
  ଜିଲ୍ଲା  
ବିଷ ପିଇ ବିବାହିତ ଯୁବକଙ୍କ ଆତ୍ମହତ୍ଯା   06-Jun-2023
  ଜିଲ୍ଲା  
ବଂଶାଜାଳ ନିକଟରେ ଆଇଓସିଏଲ ପାଇପ୍ ଲାଇନ୍‌ରୁ ତେଲ ଚୋରି ଘଟଣା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ବିଭିନ୍ନ ଥାନାରେ୨୪ ମାମଲା      06-Jun-2023
  ଜିଲ୍ଲା  
ବାଲ୍ ଆଧାର କେନ୍ଦ୍ର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଉଦ୍ଘାଟିତ   05-Jun-2023
  ମହାନଗର  
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ    05-Jun-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ     05-Jun-2023
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ   05-Jun-2023
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ   05-Jun-2023

You Might Also Like