-+91-9937148622 |

prerana_bgr@rediffmail.com |

  Wednesday 17th August 2022 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ କୋଠାଘର ଓ ମହାନଦୀ ବ୍ରିଜ ଆଲୋକିକରଣ ଓ ଉଦ୍ଘାଟିତ   (17-Aug-2022)       ||      ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   (17-Aug-2022)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ    (17-Aug-2022)       ||      ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   (16-Aug-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   (16-Aug-2022)       ||      ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   (16-Aug-2022)       ||            ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   (16-Aug-2022)       ||      କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ    (16-Aug-2022)       ||      ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   (16-Aug-2022)       ||      ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   (16-Aug-2022)       ||      ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   (16-Aug-2022)       ||      କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ    (16-Aug-2022)       ||      ୨୮୦ ବୋତଳ କପସିରଫ ଓ ୨୦ ଳିଟର ଦେଶିମଦ ଜଵତ ସହ ଦୁଇ ଗିରଫ   (16-Aug-2022)       ||      ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ତୀରଙ୍ଗା ଶୋଭାଯାତ୍ରା   (16-Aug-2022)       ||      ସେପ୍ଟେମ୍ବର୍ ରେ ରିଲିଜ୍ ହେବ ନୂଆଁ ଓଡ଼ିଆ ସିନେମା ମହର୍ଷି    (16-Aug-2022)       ||      ରେଢ଼ାଖୋଲ ରକ୍ତ ଭଣ୍ଡାରରେ ଆରିୟନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ    (16-Aug-2022)       ||      ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ର ବଡ଼ ସଫଳତା - ସହର ର ପାଞ୍ଚ ଜଣ ଦୁର୍ବୁତ୍ତ ଗିରଫ ।

04-Aug-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠି) ସଦର ଟାଉନ ଥାନା ପୋଲିସ ପାଂଚ ଜଣ ଲୁଟେରା ବା ଦୁର୍ବୁତ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି  l ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ କାର ଓ ଗୋଟିଏ ବାଇକ ସହିତ ଏକ ଆଇରନ ରଡ ,ଏକ ପ୍ଲାଷ୍ଟିକ ରଡ ଓ ଗୋଟିଏ ହକି ଷ୍ଟିକ ସହିତ ପାଞ୍ଚୋଟି ମୋବାଇଲ ଜବତ କରାଯାଇଛି  ।ଏମାନେ ଗତ 1 ତାରିଖରେ ହରଡଖୋଲ ଗ୍ରାମ ର ମନୋଜ କୁମାର ପୁରୋହିତକୁ ମାଡଧର କରିବା ସହିତ ତେଲନଦୀ ବ୍ରିଜକୁ ନେଇ ଫିଙ୍ଗି ଦେବାର ଉଦ୍ୟମ କରିଥିଲେ  ।ଏପରିକି ମନୋଜ ପାଖରୁ ତିନି ହଜାର ଟଂକା ଛଡାଇ ଆଣିଥିଲେ  ।ପୋଲିସ ବିନିକା ଓ ମନମୁଣ୍ଡା ଥାନା ଅଧିନରେ ବିଭିନ୍ନ ମାମଲାରେ ଅଭିଯୁକ୍ତମାନେ ଜଡିତ ଥିବା ଜାଣି ପାରିଛି  ।ଏହି ଅଭିଯୁକ୍ତମାନେ ବିିଭିନ୍ନ ଅସାମାଜିକ ଓ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ନିଜ ଅନୁସଂଧାନରୁ ଜାଣି ପାରିଛି  ।ଅଭିଯୁକ୍ତମାନେ ହେଲେ ସହରର ପଟାଭାଡିର ଶଶାଙ୍କ ଶେଖର ମିଶ୍ର ,ବାଲିଯୋରୀ ଗାଁର ପୁରୁଷୋତ୍ତମ ସୁନା ,ସହରର ସୁନିଲ ଏଲିଆସ (ଛୋଟୁ ) ,ସୟଦ ନସିବ ଓ ଇନ୍ଦ୍ରଜିତ ସାହୁ ବୋଲି ଏସ ପି ସୂଚନା ଦେଇଛନ୍ତି  ।ଏପରିକି ଏହି ଦୁର୍ବୁତ୍ତମାନେ ବିଭିନ୍ନ ଗୁଣ୍ଡାଗର୍ଦ୍ଦି କାର୍ଯ୍ୟରେ ସଂପୃକ୍ତ ଥିବା ବେଳେ ପୋଲିସକୁ ପୀଡିତ ଲୋକେ ଭୟରେ ରିପୋର୍ଟ ଦେଉ ନ ଥିବା ଜଣା ପଡିଛି ।ଫଳରେ କ୍ରିମିନାଲ ମାନଙ୍କୁ ସାୱାର୍ଡ କରିବାକୁ ହେଲେ, ଆଇନ ର ଶାସନ ଭିତର କୁ ଆଣିବାକୁ ହେଲେ ଜନସାଧାରଣ ଭୟଭୀତ ନ ହୋଇ ପୋଲିସକୁ  ଜଣାଇବା ପାଇଁ ଏସ ପି ଅନୁରୋଧ କରିଛନ୍ତି  । ତେବେ ଗତ 1 ତାରିଖ ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଶେଷ ରେ ସୋନପୁର କଲେଜ ର 72 ଲକ୍ଷ ଟଙ୍କା  କୁ  ଉଦ୍ଧାର କରିବାକୁ ଓ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ସହର ର ଟ୍ରାଫିକ ସମସ୍ୟା ଓ  ଆଇନ ଶୃଙ୍ଖଳା କୁ ନିୟନ୍ତ୍ରଣ କରିବାକୁ  ସାମ୍ବାଦିକ ମାନଙ୍କ ସହିତ  ଆଲୋଚନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ କୋଠାଘର ଓ ମହାନଦୀ ବ୍ରିଜ ଆଲୋକିକରଣ ଓ ଉଦ୍ଘାଟିତ   17-Aug-2022
  ଜିଲ୍ଲା  
ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   17-Aug-2022
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ   17-Aug-2022
  ରାଜ୍ୟ  
ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   16-Aug-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   16-Aug-2022
  ଜିଲ୍ଲା  
ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   16-Aug-2022
      ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   16-Aug-2022
  ଜିଲ୍ଲା  
କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ   16-Aug-2022
  ଜିଲ୍ଲା  
ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   16-Aug-2022
  ଜିଲ୍ଲା  
ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   16-Aug-2022
  ଜିଲ୍ଲା  
ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   16-Aug-2022

You Might Also Like