-+91-9937148622 |

prerana_bgr@rediffmail.com |

  Saturday 20th April 2024 |

| | | |

R.N.I. Regd No. ODIODI/2010/46693

Breaking News

ପଲସାଗୋରାରେ ବିଜେପିର ବଡ଼ ମିଶ୍ରଣ ପର୍ବ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଶତାଧିକ ନେତା ଧରିଲେ ପଦ୍ମ   (20-Apr-2024)       ||      ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ   (20-Apr-2024)       ||      ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ   (20-Apr-2024)       ||      ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର   (20-Apr-2024)       ||      ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ    (20-Apr-2024)       ||      ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣି    (20-Apr-2024)       ||      ବିଜେପିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ   (20-Apr-2024)       ||      ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   (19-Apr-2024)       ||      ମଦ କାରବାରରେ ଜଣେ ଗିରଫ   (19-Apr-2024)       ||      ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   (19-Apr-2024)       ||      ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    (19-Apr-2024)       ||      ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   (19-Apr-2024)       ||      ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   (19-Apr-2024)       ||      ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   (19-Apr-2024)       ||      "ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   (19-Apr-2024)       ||      ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   (19-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ର ବଡ଼ ସଫଳତା - ସହର ର ପାଞ୍ଚ ଜଣ ଦୁର୍ବୁତ୍ତ ଗିରଫ ।

04-Aug-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠି) ସଦର ଟାଉନ ଥାନା ପୋଲିସ ପାଂଚ ଜଣ ଲୁଟେରା ବା ଦୁର୍ବୁତ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି  l ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ କାର ଓ ଗୋଟିଏ ବାଇକ ସହିତ ଏକ ଆଇରନ ରଡ ,ଏକ ପ୍ଲାଷ୍ଟିକ ରଡ ଓ ଗୋଟିଏ ହକି ଷ୍ଟିକ ସହିତ ପାଞ୍ଚୋଟି ମୋବାଇଲ ଜବତ କରାଯାଇଛି  ।ଏମାନେ ଗତ 1 ତାରିଖରେ ହରଡଖୋଲ ଗ୍ରାମ ର ମନୋଜ କୁମାର ପୁରୋହିତକୁ ମାଡଧର କରିବା ସହିତ ତେଲନଦୀ ବ୍ରିଜକୁ ନେଇ ଫିଙ୍ଗି ଦେବାର ଉଦ୍ୟମ କରିଥିଲେ  ।ଏପରିକି ମନୋଜ ପାଖରୁ ତିନି ହଜାର ଟଂକା ଛଡାଇ ଆଣିଥିଲେ  ।ପୋଲିସ ବିନିକା ଓ ମନମୁଣ୍ଡା ଥାନା ଅଧିନରେ ବିଭିନ୍ନ ମାମଲାରେ ଅଭିଯୁକ୍ତମାନେ ଜଡିତ ଥିବା ଜାଣି ପାରିଛି  ।ଏହି ଅଭିଯୁକ୍ତମାନେ ବିିଭିନ୍ନ ଅସାମାଜିକ ଓ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ନିଜ ଅନୁସଂଧାନରୁ ଜାଣି ପାରିଛି  ।ଅଭିଯୁକ୍ତମାନେ ହେଲେ ସହରର ପଟାଭାଡିର ଶଶାଙ୍କ ଶେଖର ମିଶ୍ର ,ବାଲିଯୋରୀ ଗାଁର ପୁରୁଷୋତ୍ତମ ସୁନା ,ସହରର ସୁନିଲ ଏଲିଆସ (ଛୋଟୁ ) ,ସୟଦ ନସିବ ଓ ଇନ୍ଦ୍ରଜିତ ସାହୁ ବୋଲି ଏସ ପି ସୂଚନା ଦେଇଛନ୍ତି  ।ଏପରିକି ଏହି ଦୁର୍ବୁତ୍ତମାନେ ବିଭିନ୍ନ ଗୁଣ୍ଡାଗର୍ଦ୍ଦି କାର୍ଯ୍ୟରେ ସଂପୃକ୍ତ ଥିବା ବେଳେ ପୋଲିସକୁ ପୀଡିତ ଲୋକେ ଭୟରେ ରିପୋର୍ଟ ଦେଉ ନ ଥିବା ଜଣା ପଡିଛି ।ଫଳରେ କ୍ରିମିନାଲ ମାନଙ୍କୁ ସାୱାର୍ଡ କରିବାକୁ ହେଲେ, ଆଇନ ର ଶାସନ ଭିତର କୁ ଆଣିବାକୁ ହେଲେ ଜନସାଧାରଣ ଭୟଭୀତ ନ ହୋଇ ପୋଲିସକୁ  ଜଣାଇବା ପାଇଁ ଏସ ପି ଅନୁରୋଧ କରିଛନ୍ତି  । ତେବେ ଗତ 1 ତାରିଖ ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଶେଷ ରେ ସୋନପୁର କଲେଜ ର 72 ଲକ୍ଷ ଟଙ୍କା  କୁ  ଉଦ୍ଧାର କରିବାକୁ ଓ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ସହର ର ଟ୍ରାଫିକ ସମସ୍ୟା ଓ  ଆଇନ ଶୃଙ୍ଖଳା କୁ ନିୟନ୍ତ୍ରଣ କରିବାକୁ  ସାମ୍ବାଦିକ ମାନଙ୍କ ସହିତ  ଆଲୋଚନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଲସାଗୋରାରେ ବିଜେପିର ବଡ଼ ମିଶ୍ରଣ ପର୍ବ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଶତାଧିକ ନେତା ଧରିଲେ ପଦ୍ମ   20-Apr-2024
  ଜିଲ୍ଲା  
ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ   20-Apr-2024
  ଜିଲ୍ଲା  
ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ   20-Apr-2024
  ରାଜନୀତି  
ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର   20-Apr-2024
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ    20-Apr-2024
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ବିଇଓ ଅଫିସ କିରାଣି   20-Apr-2024
  ଜିଲ୍ଲା  
ବିଜେପିର ଶକ୍ତି ପ୍ରଦର୍ଶନ ଓ ମିଶ୍ରଣ ପର୍ବ   20-Apr-2024
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   19-Apr-2024
  ଜିଲ୍ଲା  
ମଦ କାରବାରରେ ଜଣେ ଗିରଫ   19-Apr-2024
  ଜିଲ୍ଲା  
ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   19-Apr-2024
  ରାଜନୀତି  
ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    19-Apr-2024
  ଜିଲ୍ଲା  
ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   19-Apr-2024

You Might Also Like