-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
22-Jul-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା): ବିଜେଡିର ୨୫ ବର୍ଷ ପୁର୍ତି ଅବଶରରେ ବିଜୁ ଯୁବ ଛାତ୍ର ଜନତା ଦଲ ପକ୍ଷରୁ କୁକିଆ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଛାତ୍ର ଉପସଭାପତି କୃିତିବାସ ମିଶ୍ରଙ୍କ ତତ୍ୱଧାନରେ ହୋଇଥିବା ଏହି ବୃ୩ରୋପଣ କାର୍ଯ୍ୟକ୍ରମରେ ବହୁ ଦଲୀୟ କର୍ମୀ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷର ସୁରକ୍ଷା ଏବଂ ଯତ୍ନ କରିବା ପାଇଁ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୈଲାସ ଚନ୍ଦ୍ର ପୁରୋହିତ, ସରପଂଚ ଅଶୋକ ପଣ୍ଡା, ସମିତିସଭ୍ୟା ରେବତୀ ସୁରୁଜାଲ, ବିହାରୀଲାଲ ମିଶ୍ର, କୁଶ ଭୋଇ, ନରେନ୍ଦ୍ର ଆଚାର୍ଯ୍ୟ, ଅମିୟ ରଂଜନ ଦାସ, ମନୋରଂଜନ ପଧାନ, ବିରେନ୍ଦ୍ର ଭୋଇ, ଛାତ୍ର ସଭାପତି ଇନ୍ଦ୍ରମଣୀ ପଧାନ, ହରିହର କର୍ଣ୍ଣଙ୍କ ସମେତ ବହୁ ଦଲୀୟ କର୍ମୀ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।