-+91-9937148622 |

prerana_bgr@rediffmail.com |

  Wednesday 17th August 2022 |

| | | |

R.N.I. Regd No. ODIODI/2010/46693

Breaking News

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   (17-Aug-2022)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ    (17-Aug-2022)       ||      ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   (16-Aug-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   (16-Aug-2022)       ||      ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   (16-Aug-2022)       ||            ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   (16-Aug-2022)       ||      କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ    (16-Aug-2022)       ||      ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   (16-Aug-2022)       ||      ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   (16-Aug-2022)       ||      ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   (16-Aug-2022)       ||      କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ    (16-Aug-2022)       ||      ୨୮୦ ବୋତଳ କପସିରଫ ଓ ୨୦ ଳିଟର ଦେଶିମଦ ଜଵତ ସହ ଦୁଇ ଗିରଫ   (16-Aug-2022)       ||      ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ତୀରଙ୍ଗା ଶୋଭାଯାତ୍ରା   (16-Aug-2022)       ||      ସେପ୍ଟେମ୍ବର୍ ରେ ରିଲିଜ୍ ହେବ ନୂଆଁ ଓଡ଼ିଆ ସିନେମା ମହର୍ଷି    (16-Aug-2022)       ||      ରେଢ଼ାଖୋଲ ରକ୍ତ ଭଣ୍ଡାରରେ ଆରିୟନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ    (16-Aug-2022)       ||      ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||     

HOME   ଅପରାଧ

ବନ୍ଧୁକମୁନରେ ଫଟୋଗ୍ରାଫରଙ୍କ ଠାରୁ ଡକାୟତି; ଲୁଟିନେଲେ କ୍ୟାମେରା ସମେତ ୭ଲକ୍ଷ ଟଙ୍କାର ସାମଗ୍ରୀ,ତୁଷୁରା ଥାନାରେ ଅଭିଯୋଗ

19-Jul-2022



ତୁଷୁରା(ପ୍ରେରଣା ଖବର) ବନ୍ଧୁକମୁନରେ ଟିଟିଲାଗଡ ସହରର ତିନି ଜଣ ଫଟୋଗ୍ରାଫରଙ୍କ ଠାରୁ ମଙ୍ଗଳବାର ଦୁର୍ବୃତ୍ତମାନେ କ୍ୟାମେରା ସମେତ ପ୍ରାୟ ୭ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ କରିଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି।  ପର୍ଯ୍ୟଟନ ସ୍ଥଳୀ ଭୀମଡୁଙ୍ଗୁରୀକୁ ଫଟୋ ସୁଟ ପାଇଁ ଯାଇଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଷ୍ଟୁଡିଓ ମାଲିକ ଲୁଟ୍‌ର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡ଼ ସହରର ଫଟୋ ଷ୍ଟୁଡିଓ ମାଲିକ ଶୁଶାନ୍ତ ଶେଖର ହୋତା ଓ ତାଙ୍କ ଦୁଇ ସହଯୋଗୀ ରାହୁଲ ଜୁଆଡ ଓ ସୁନୀଲ ଭୋଇ ଆଜି ଭୀମପାହାଡ଼କୁ ସୁଟିଂ ପାଇଁ ଯାଉଥିଲେ। ହେଲେ ସେମାନଙ୍କର ଯିବା ରାସ୍ତାରେ ୪ ଜଣ ମୁଖାପିନ୍ଧା ଡକାୟତ ରୁଗୁଡ଼ିପାଲି ଗାଁ ମୁଣ୍ଡରେ ଏମାନଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ। ୨ଟି ଦାମୀ କ୍ୟାମେରା ସହ କ୍ୟାମେରାରେ ଲାଗୁଥିବା ଅନ୍ୟାନ୍ୟ ଯନ୍ତ୍ରପାତି ବି ନେଇଯାଇଥିବା ଅଭିଯୋଗ ହୋଇଛି। ଲୁଟ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ଷ୍ଟୁଡିଓ ମାଲିକ କହିଛନ୍ତି। ଲୁଟ୍‌ ନେଇ ଅଭିଯୋଗ ପାଇବା ପରେ ତୁଷୁରା ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   17-Aug-2022
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ   17-Aug-2022
  ରାଜ୍ୟ  
ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   16-Aug-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   16-Aug-2022
  ଜିଲ୍ଲା  
ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   16-Aug-2022
      ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   16-Aug-2022
  ଜିଲ୍ଲା  
କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ   16-Aug-2022
  ଜିଲ୍ଲା  
ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   16-Aug-2022
  ଜିଲ୍ଲା  
ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   16-Aug-2022
  ଜିଲ୍ଲା  
ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   16-Aug-2022
  ଜିଲ୍ଲା  
କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ   16-Aug-2022

You Might Also Like