-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
14-Jul-2022
ଭୂବନେଶ୍ବର(ପ୍ରେରଣା ଖବର): ଆଜି ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ଶିବତଲା, ସାହାଜବାହାଲ, ତୁଷୁରାବାହାଲ, ମାୟାବର୍ହା, ଭୁଣ୍ଡିମୁହାଣ, ଚନ୍ଦନଭାଟିର ଚାଷୀ ପ୍ରଧାନମନ୍ତ୍ରୀ ଫସଲ କୃଷିବୀମାରୁ ବଞ୍ଚିତ ହୋଇଥିବା ହେତୁ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ବ୍ଲକ ପ୍ରତିନିଧି ତଥା ଶିବତଲା କୃଷି ସେବା ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ ହୋତା ଓ ସ୍ଥାନିୟ ଚାଷୀ ମାନଙ୍କ ସହିତ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ତାଙ୍କ ସରକାରୀ ବାସଭବନ ରେ ସାକ୍ଷାତ କରି ଏକ ଲିଖିତ ଦାବି ଜଣାଇଛନ୍ତି । ଏହି ସାକ୍ଷାତକାର ସମୟରେ ସୁଧିର ହୋତା, ଜଗବନ୍ଧୁ ରଣା, ଲୋକନାଥ ବେହେରା , ସତ୍ଯ ସାହୁ, ବ୍ରହ୍ମା ସାହୁ ଉପସ୍ଥିତ ଥିଲେ ।