-+91-9937148622 |

prerana_bgr@rediffmail.com |

  Tuesday 18th March 2025 |

| | | |

R.N.I. Regd No. ODIODI/2010/46693

Breaking News

ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର    (17-Mar-2025)       ||      ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   (17-Mar-2025)       ||      ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   (17-Mar-2025)       ||      ବକଟି ରେ ଧନୁଯାତ୍ରା ମହୋତ୍ସବ    (17-Mar-2025)       ||      ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   (17-Mar-2025)       ||      କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   (17-Mar-2025)       ||      ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   (17-Mar-2025)       ||      *କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   (17-Mar-2025)       ||      ୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   (17-Mar-2025)       ||      ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଉମେଶ ଜେନାଙ୍କ ଶୋକ   (17-Mar-2025)       ||      ୪୨ ମୌଜl ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ   (17-Mar-2025)       ||      ଜନ ଆରୋଗ୍ୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ   (17-Mar-2025)       ||      ପ୍ରେରଣାର ସ୍ଵନକ୍ଷତ୍ର ଦିବସ ପାଳନ ପୂର୍ବରୁ ଆରମ୍ଭ ହେଲା ବିଭିନ୍ନ ପ୍ରତିଯୋଗିତା    (17-Mar-2025)       ||      ମାମୁନୀ ପାଇଲେ ରାଜ୍ୟପାଳ ପୁରସ୍କାର ଡେଙ୍ଗ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ   (09-Mar-2025)       ||      ପିକଅପ ସହ ଦୁଇ ସ୍କୁଟି ଧକ୍କା, ଜଣେ ମୃତ ଦୁଇ ଗୁରୁତର   (17-Mar-2025)       ||      *ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ -୨ ସୁପରିଚାଳନା ପାଇଁ ବିଇଓ ଏବଂ ସିଆରସି ଙ୍କ ପରିଦର୍ଶନ*   (17-Mar-2025)       ||      ତହଁକ ତିହାର ଉଦଯାପିତ   (17-Mar-2025)       ||     

HOME   ଜିଲ୍ଲା

ସତର୍କତା ହିଁ ମୁକାବିଳା ର ଏକମାତ୍ର ଅସ୍ତ୍ର - ଖଦ୍ୟୋତ

09-Jul-2022



ବଲାଙ୍ଗିର, ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ଏକ ମାସିକିଆ ବୈଠକ ସଭାପତି ପ୍ରଫେସର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ବର୍ଷା ଋତୁରେ ସ୍ୱାସ୍ଥ୍ୟ ପାଇଁ ନିଜର ଘର ବାହାର ସଫା ରଖିବା, ଡ୍ରେନରେ ମଇଳା ନ ପକାଇବା, ସୁଷମ ଖାଦ୍ୟା ଖାଇବା, ମଶା ଦାଉରୁ ରକ୍ଷା ପାଇଁ ସନ୍ଧ୍ୟାର ଧୁବ ଓ ରାତ୍ରିରେ ମଶାରି ପକାଇ ଶୋଇବା, ବିଶେଷ କରି କରୋନାକୁ ଆଖିରେ ରଖି ଯେ କୌଣସି ସ୍ଥାନରେ ଅଯଥା ଗହଳି ନ କରିବା, ଗହଳି ଥିବା ସ୍ଥାନକୁ ନ ଯିବା, ଠିକ୍ ହିସାବରେ ମାକ୍ସ ପିନ୍ଧିବ ଇତ୍ୟାଦି ଉପରେ ଲୋକଙ୍କୁ ସଚେତନ କରିବା ଉପରେ ସଭ୍ୟମାନେ ମତ ବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ମେଟ୍ରିକ ତଥା ଅନ୍ୟାନ୍ୟ ପରିକ୍ଷାରେ କୃତକାର୍ଯ୍ୟ ହେଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ସ୍ଥିରିକୃତ ହୋଇଥିଲା । ଉକ୍ତ ସଭାରେ ଉପ-ସଭାପତି ରବି ଚନ୍ଦ୍ର ପଶାୟତ, ସଂପାଦକ ତଥା  ସମାଜସେବୀ ଆକୁଳ ବେହେରା, ପଞ୍ଚାନନ ସେଠ, ଦଧିବାମନ ଦାଶ, ଡା.ରାମ ପ୍ରସାଦ ବେହେରା, ମୀନକେତନ ମାଝି, ଉମାକାନ୍ତ ନାଥ, ହରେରାମ ବଗର୍ତ୍ତି, ଇଂ. ରମେଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଶେଷରେ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର   17-Mar-2025
  ଜିଲ୍ଲା  
ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ଜିଲ୍ଲା  
ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   17-Mar-2025
  ରାଜ୍ୟ  
ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   17-Mar-2025
  ଜିଲ୍ଲା  
ବକଟି ରେ ଧନୁଯାତ୍ରା ମହୋତ୍ସବ   17-Mar-2025
  ଜିଲ୍ଲା  
ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   17-Mar-2025
  ଜିଲ୍ଲା  
କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   17-Mar-2025
  ଜିଲ୍ଲା  
ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   17-Mar-2025
  ଜିଲ୍ଲା  
*କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   17-Mar-2025
  ଜିଲ୍ଲା  
୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   17-Mar-2025

You Might Also Like