-+91-9937148622 |

prerana_bgr@rediffmail.com |

  Saturday 2nd March 2024 |

| | | |

R.N.I. Regd No. ODIODI/2010/46693

Breaking News

ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   (02-Mar-2024)       ||      ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ    (02-Mar-2024)       ||      ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    (02-Mar-2024)       ||      କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   (02-Mar-2024)       ||      ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   (02-Mar-2024)       ||      ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )    (02-Mar-2024)       ||      ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   (02-Mar-2024)       ||      ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ    (02-Mar-2024)       ||      ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   (02-Mar-2024)       ||      ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ   (02-Mar-2024)       ||      ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ   (01-Mar-2024)       ||      ନୂତନ ଜିଲ୍ଲା ଚ଼ିକିତ୍ସାଳୟ ଠାରେ ଆହାର ବ୍ୟବସ୍ଥା   (01-Mar-2024)       ||      କଣ୍ଟାମାଳ ରେ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ   (01-Mar-2024)       ||      ସିନ୍ଧେକେଲା ଜୋନର ୧୨ ଟି ପଞ୍ଚାୟତ କୁ ନେଇ ବିଜେଡ଼ିର ବିଶାଳ ଜନ ସମାବେଶ   (01-Mar-2024)       ||      ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ    (01-Mar-2024)       ||      ବଲାଙ୍ଗିର : ନିଜର ୩ ଦଫ ଦାବି ନେଇ ଆନ୍ଦୋଳନରେ ବସିଲେ ପେକ୍‌ସ କର୍ମଚାରୀ     (01-Mar-2024)       ||      ଆହୁରି ଗବେଷଣା କରିବି- ସୀମାରାଣୀ   (01-Mar-2024)       ||      ଆମ ବ୍ୟାଙ୍କ ଆମ ଭରସା - ସି ଏସ ପି ବ୍ୟବସ୍ଥା   (01-Mar-2024)       ||      ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ   (01-Mar-2024)       ||      ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (01-Mar-2024)       ||     

HOME   ଜିଲ୍ଲା

ଉଲୁଣ୍ଡାରେ ବାହୁଡା ଯାତ୍ରା

09-Jul-2022



ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ଠାରେ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଲା ସହିତ ସମ୍ପନ୍ନ ହୋଇଛି । ପାରମ୍ପରିକ ପୂଜର୍ଚନା କଲାପରେ ଠାକୁରଙ୍କୁ ଖେଚୁଡି ଭୋଗ ଲାଗି କରାଯାଇଥିଲା । ପରେ ଲୋକନାଥ ପୁଝାରୀ, ଗୋପାଲ ପଣ୍ଡା ଏବଂ ଅରୁଣ ତ୍ରୀପାଠୀ ଠାକୁରଙ୍କୁ ବେଶ କରିଥିଲେ । ଅପରାହ୍ନ ସମୟରେ ଉଲୁଣ୍ଡା ବସ୍ତି ସ୍ଥିତ ମାଉସି ମନ୍ଦିରରୁ ଠାକୁରଙ୍କୁ ବିଦାୟ ଦିଆଯାଇଥିଲା । ଛତି, ଛତ୍ର, ଘଂଟ, ଘଂଟି ଶୋଭାଯାତ୍ରାରେ ଠାକୁରଙ୍କୁ ଉଲୁଣ୍ଡା ବସ୍ତି, ହାଟପଡିଆ, ବସଷ୍ଟାଣ୍ଡ ଦେଇ ରଥ ପର୍ଯ୍ୟନ୍ତ ଅଣାଯାଇଥିଲା । ପୁଜାର୍ଚନା ପରେ ଠାକୁର ରଥାରୁଢ ହୋଇଥିଲେ । ଉମେଶ ପାଣିଗ୍ରାହୀ,ସୁନିଲ କୁମାର ପାଣିଗ୍ରାହୀ, ଅନିଲ କୁମାର ପଣ୍ଡା, ଦାମୋଦର ନାୟକ, ମାନଭଞ୍ଜନ ପୁରୋହିତ, ହିମାଂଶୁ ପଣ୍ଡା, ଛତିସ ନନ୍ଦ, ଅଭିଲାସ ନାଏକ ଏବଂ ସତ୍ୟ ପୁଝାରୀ ପହଣ୍ଡିରେ ସହେଯାଗ କରିଥିଲେ । ହିମାଂଶୁ ଶେଖର ତ୍ରୀପାଠୀ ଏବଂ ଲକ୍ଷ୍ମିକାନ୍ତ ପଣ୍ଡା ଏବଂ ନାରାୟଣ ପଣ୍ଡା ଛେରା ପହରା କରିଥିବା ବେଲେ  ପରିଚାଲନା ପରିଷଦର ସଂପାଦକ ବସୁଦେବ ଭୋଇ ସହଯୋଗ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   02-Mar-2024
  ଜିଲ୍ଲା  
ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ   02-Mar-2024
  ଜିଲ୍ଲା  
ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    02-Mar-2024
  ଜିଲ୍ଲା  
କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   02-Mar-2024
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   02-Mar-2024
  ଜିଲ୍ଲା  
ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )   02-Mar-2024
  ଜିଲ୍ଲା  
ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   02-Mar-2024
  ଜିଲ୍ଲା  
ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ   02-Mar-2024
  ଜିଲ୍ଲା  
ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   02-Mar-2024
  ଜିଲ୍ଲା  
ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ   02-Mar-2024
  ଜିଲ୍ଲା  
ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ   01-Mar-2024
  ଜିଲ୍ଲା  
ନୂତନ ଜିଲ୍ଲା ଚ଼ିକିତ୍ସାଳୟ ଠାରେ ଆହାର ବ୍ୟବସ୍ଥା   01-Mar-2024

You Might Also Like