-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
05-Jul-2022
ଉଲୁଣ୍ଡା (ଗୌର ଚନ୍ଦ୍ର ପରିଛା )ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିନ୍ଧେରିଆବାହାଲ ଗ୍ରାମର ଅତିଥି ଠାକୁର ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର ବେଶ ଅନୁଷ୍ଠିତ ହୋଇଯାଇଛି/ଗ୍ରାମ ବାସୀଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ର୍ରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଲକ୍ଷ୍ୟ କରା ଯାଇଥିଲା