-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
05-Jul-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ବନବିଭାଗ ପକ୍ଷରୁ ସିନ୍ଧେକେଲା ରୁ ବଙ୍ଗୋମୁଣ୍ଡା ଯାଉଥିବା ରାସ୍ତାରେ ପଡୁଥିବା ନିଶାନୀ ପାହାଡରେ ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାମ୍ପା ଯୋଜନାରେ ୫ ହେକ୍ଟର ପାହାଡ ଜମିରେ ୮ ହଜାର ଗଛ ଲଗାଯିବ । ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦ୍ଦନ ଠାକୁରଙ୍କ ତତ୍ତ୍ବାବଧାନ ରେ ହୋଇଥିବା ଏହି ବନୀକରଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ସିନ୍ଧେକେଲା
ଆଇଆଇସି ଆଲୋକ ବେହେରା, ସମିତିସଭ୍ଯ ଭୋଲାନାଥ ବେହେରା, ଅଲଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଯୁବରାଜ ବାଗ , ପୁର୍ବତନ ବଣିକସଂଘ ସଭାପତି ସରୋଜ ଜୈନ, ବିଶିଷ୍ଟ ସମାଜ ସେବୀ ଅନିଲ କୁମାର ତ୍ରିପାଠୀ, ବରିଷ୍ଠ ବିଜେଡି ନେତା ମୁନିରାମ ଜୈନ , ମଧୁ ପଣ୍ଡା , ଉତ୍କଳ ଗ୍ରାମୀଣ ବ୍ୟାଙ୍କ
ମେନେଜର ପ୍ରଦିପ୍ତ କୁମାର ଦାସ , ମାରୱାଡି ଯୁବାମଞ୍ଚର ସଭାପତି ସାୟର ଜୈନ, କିଶୋର ଜୈନ, ହେମନ୍ତ ସାହୁ, ନୌରାଜ ରଣା ପ୍ରମୁଖ ଙ୍କ ସହ ଫରେଷ୍ଟର ଦିବସ ମାଝୀ, ଫରେଷ୍ଟ ଗାର୍ଡ ହିମାଂଶୁ ପଣ୍ଡା , କିର୍ତ୍ତିଚନ୍ଦ୍ର ସୁଆର , ସତ୍ଯ ନାରାୟଣ ପୁଟେଲ, ଜଗନ୍ନାଥ ରଣା , ସଦନ ଠେଲା , ତାରେଶ୍ବର ରଣା , ଖରତ ମାଝୀ, କପୁର୍ଚନ ରଣା ପ୍ରମୁଖ ସହଯୋଗ କରିଥିଲେ l