-+91-9937148622 |

prerana_bgr@rediffmail.com |

  Wednesday 17th August 2022 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ କୋଠାଘର ଓ ମହାନଦୀ ବ୍ରିଜ ଆଲୋକିକରଣ ଓ ଉଦ୍ଘାଟିତ   (17-Aug-2022)       ||      ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   (17-Aug-2022)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ    (17-Aug-2022)       ||      ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   (16-Aug-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   (16-Aug-2022)       ||      ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   (16-Aug-2022)       ||            ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   (16-Aug-2022)       ||      କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ    (16-Aug-2022)       ||      ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   (16-Aug-2022)       ||      ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   (16-Aug-2022)       ||      ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   (16-Aug-2022)       ||      କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ    (16-Aug-2022)       ||      ୨୮୦ ବୋତଳ କପସିରଫ ଓ ୨୦ ଳିଟର ଦେଶିମଦ ଜଵତ ସହ ଦୁଇ ଗିରଫ   (16-Aug-2022)       ||      ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ତୀରଙ୍ଗା ଶୋଭାଯାତ୍ରା   (16-Aug-2022)       ||      ସେପ୍ଟେମ୍ବର୍ ରେ ରିଲିଜ୍ ହେବ ନୂଆଁ ଓଡ଼ିଆ ସିନେମା ମହର୍ଷି    (16-Aug-2022)       ||      ରେଢ଼ାଖୋଲ ରକ୍ତ ଭଣ୍ଡାରରେ ଆରିୟନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ    (16-Aug-2022)       ||      ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||     

HOME   ଜିଲ୍ଲା

ରଥଯାତ୍ରା ଅବସରରେ ଅଂକୁର ସାହିତ୍ୟ ସଂସଦ ତରଫରୁ ଭକ୍ତି କବିତା ଆସର

04-Jul-2022



ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସନାତନ ମନ୍ଦିର ଠାରେ ଅଂକୁର ସାହିତ୍ୟ ସଂସଦ ବଲାଙ୍ଗୀର ତରଫରୁ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଭାପତି ଡ଼ ଅଶୋକ କୁମାର ସେଠି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କବି ନାମଯଜ୍ଞ ମିଶ୍ର ଯୋଗଦେଇଥିଲେ l ପ୍ରଭୁ ଜଗନ୍ନାଥଙ୍କ ଠାରେ ମଙ୍ଗଳ ଆଳତୀ ପରେ ସ୍ୱ ରଚିତ ଭକ୍ତି କବିତା ଗୁଡିକୁ କବି ମଧୁସୂଦନ ନେଗୀ, ଅନନ୍ତ ବିଶ୍ୱାଳ, ପ୍ରସନ୍ନ ମିଶ୍ର, ମଦନ ମୋହନ ରଥ, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ରାଜ କିଶୋର ପଣ୍ଡା, ଧର୍ମବ୍ରତ ରଥ, ବଳିଷ୍ଠ ପଧାନ, ହୃଷିକେଶ ପୁରୋହିତ,କପିଳ ପତି,  ଜ୍ୟୋତିରାଣୀ ମିଶ୍ର, କବିତା ମିଶ୍ର, ତପସ୍ୱିନୀ ପଶାୟତ, ନଳିନୀ ପ୍ରଭା ଶତପଥି, ଜ୍ୟୋତ୍ସ୍ନା ମୟୀ ତ୍ରିପାଠୀ, ଧର୍ମେନ୍ଦ୍ର ପଧାନ,

ରାଧାକୃଷ୍ଣ ମେହେର, ଜ୍ୟୋତ୍ରିମୟୀ ତ୍ରିପାଠୀ,, ସୁଷମା ଷଡ଼ଙ୍ଗୀ, ରଶ୍ମି ପାତ୍ର, ମମତା ବେହେରା, ନେପାଳ ଚନ୍ଦ୍ର ବାଗ କବିତା ପାଠ କରିଥିଲେ l କାର୍ଯ୍ୟକ୍ରମ କୁ ସଫଳ କରିବାରେ ବରିଷ୍ଠ ସଦସ୍ୟ ଚୂଡେଦ୍ର କୁମାର ବେହେରା ଓ ପ୍ରଦୀପ ପଶାୟତ ସହଯୋଗ କରିଥିଲେ l ସଭା ପରିଚାଳନା ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ କବି ରତ୍ନମୟ ତ୍ରିପାଠୀ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ କୋଠାଘର ଓ ମହାନଦୀ ବ୍ରିଜ ଆଲୋକିକରଣ ଓ ଉଦ୍ଘାଟିତ   17-Aug-2022
  ଜିଲ୍ଲା  
ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   17-Aug-2022
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ   17-Aug-2022
  ରାଜ୍ୟ  
ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   16-Aug-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   16-Aug-2022
  ଜିଲ୍ଲା  
ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   16-Aug-2022
      ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   16-Aug-2022
  ଜିଲ୍ଲା  
କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ   16-Aug-2022
  ଜିଲ୍ଲା  
ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   16-Aug-2022
  ଜିଲ୍ଲା  
ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   16-Aug-2022
  ଜିଲ୍ଲା  
ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   16-Aug-2022

You Might Also Like