ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ଜଣେ ରସିକିଆ ଦିଅର ଗିରଫ। ନିଜ ଭାଉଜଙ୍କ ବାରଣ ସ୍ୱତେ ଜୀବନରୁ ମାରିଦେବା ଭୟ ଦେଖାଇ ଦିଅର ବାରମ୍ବାର ରଖୁଥିଲା ଶାରୀରିକ ସମ୍ପର୍କ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ସରଧାପୁର ଅଞ୍ଚଳରେ l ଦୁଷ୍କର୍ମ ନେଇ ପୀଡିତା ଭାଉଜ ଧରାକୋଟ ଥାନାରେ ଅଭିଯୋଗ ପରେ ଧରାକୋଟ ପୋଲିସ ଥାନା କେସ ନଂ 161/22 ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିଅରକୁ ଗିରଫ କରିବାରେ ସଫଳ ହୋଇଛି l ଆଜି ଅଭିଯୁକ୍ତ ଦିଅରକୁ କୋର୍ଟ ଚାଲାଣ କରାଯାଇଥିବା ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି ।
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ
"/>
-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
26-Jun-2022