-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
23-Jun-2022
ବୌଦ୍ଧ / ଯୁଗ୍ମ ସଚିବ ଶ୍ରୀମତି ଏଲୋରା ପାଲଝାର ବାଲିଘାଟ, ଦାମୋଦରପୁର ପଥର ଖଣି, କଣ୍ଟାମାଲ ତହସିଲ, ସବ -ରେଜିଷ୍ଟାର ଅଫିସ, କିର୍ଲା ବାଲି ଘାଟଏବଂ ବୌଦ୍ଧ ତହସିଲ ଏବଂ ଜ଼ିଲ୍ଲା ରେଜିଷ୍ଟl ର ଅଫିସ ପରିଦର୍ଶନ କରି ସମୀକ୍ଷା କରିଥିଲେ l ଏହି ଗସ୍ତ ସମୟ ରେ ତାଙ୍କ ସହିତ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ, ବି. ଡ଼ି. ଓ. ଦେବୀ ପ୍ରସାଦ ଦାଶ, ତହସିଲଦାର କଣ୍ଟାମାଲ ଧନଞ୍ଜୟ ସାହୁ, ସୁପର ଭାଇଜର ସର୍ବେଶ୍ୱର ମୁଦୁଲି, ସୌଭାଗ୍ୟ ରଞ୍ଜନ ସାହୁ, ଶରତ କୁମାର ମେହେର, ସଂଜୀବ କୁମାର ଗୁରାଣ୍ଡି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଏବଂ କାର୍ଯ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l