-+91-9937148622 |

prerana_bgr@rediffmail.com |

  Tuesday 5th July 2022 |

| | | |

R.N.I. Regd No. ODIODI/2010/46693

Breaking News

ପାତାଳି କ୍ଷେତ୍ରରେ ଆର୍ ଡିସି ଓ ଜିଲ୍ଲାପାଳ ପହଞ୍ଚି ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ଓ ଉନ୍ନୟନ କାମର ସମୀକ୍ଷା କଲେ   (05-Jul-2022)       ||      ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ    (05-Jul-2022)       ||      ଯୁବ ଗୋଷ୍ଟୀ ନିର୍ମାଣ କଲେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ    (05-Jul-2022)       ||      ଜ୍ଞାନ ପ୍ରକାଶର ଜାତୀୟସ୍ତରୀୟ  ବାର୍ଷିକୋତ୍ସବ    (05-Jul-2022)       ||      ସିନ୍ଧେରିଆବାହାଲ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର    (05-Jul-2022)       ||      ହେରା ପଞ୍ଚମୀ ଉପଲକ୍ଷେ ପଞ୍ଚମ ର ଭଜନ ସନ୍ଧ୍ୟା   (05-Jul-2022)       ||      ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ   (05-Jul-2022)       ||      ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   (05-Jul-2022)       ||      ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ    (05-Jul-2022)       ||      ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   (05-Jul-2022)       ||      ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   (05-Jul-2022)       ||      ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   (05-Jul-2022)       ||      ବନମହୋତ୍ସବ ପାଳିତ   (05-Jul-2022)       ||      ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   (05-Jul-2022)       ||      ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   (05-Jul-2022)       ||      ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   (05-Jul-2022)       ||      ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   (04-Jul-2022)       ||      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା   (04-Jul-2022)       ||     

HOME   ଜିଲ୍ଲା

ଭଟପଲା ଜଗନ୍ନାଥ ମନ୍ଦିର କୁ ରଥ ଦାନକଲେ ଜଣେ ଭକ୍ତ.......

23-Jun-2022



କର୍ଲାମୁଣ୍ଡା:, ପ୍ରଦିପ କୁମାର ସାହୁ)
ଦୀର୍ଘ ୨ ବର୍ଷ ହେଲା(କରୋନା ମହାମାରୀ )ଯୋଗୁଁ ପ୍ରଭୁ ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ ରଥରେ ଦର୍ଶନ ଦେଉନଥିଲେ କି ମାଉସୀ ଘରକୁ ଯାଉନଥିଲେ ଏଇ ବର୍ଷ ରଥରେ ବିଜେକରି ଭକ୍ତଙ୍କୁ ଦେବେ ଦର୍ଶନ।ତେଣୁ ଭକ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳୁଛି ଏନେଇ ଗାଁ ଗହଳି ରେ ଏବେଠୁ ଉତ୍ସାହ ଦେଖାଗଲାଣି l ଏପରିକ୍ଷେତ୍ରରେ ଜଣେ ଭକ୍ତ ନିଜସ୍ୱ ଖର୍ଚ୍ଚରେ ରଥ ନିର୍ମାଣ କରି ପ୍ରଭୁଙ୍କୁ ଭେଟି ଦେଇଥିବା ଦେଖିବାକୁ ମିଳିଛି।କଳାହାଣ୍ଡି ଜିଲ୍ଲା  କର୍ଲାମୁଣ୍ଡା  ବ୍ଲକ ର ରିଞ୍ଜା ପଞ୍ଚାୟତ ର ଟକାରୁମାଲ ଗ୍ରାମର ଲାଲମନସାହୁ ଭଟାପଲା ଶ୍ରୀ ଜଗନ୍ନାଥ ମନ୍ଦିର କୁ ବୁଧବାର ନବନିର୍ମିତ ରଥ ଭେଟିଦେଇଥିଲେ l ଶ୍ରୀ ସାହୁ ହେଉଛନ୍ତି ଯୁବ ଖବରଦାତା ଯୁବରାଜ ସାହୁ ତଥା  ରିଞ୍ଜା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଭୋଜବନ୍ତି ସାହୁ ଙ୍କ ଶଶୁର l ଭଟାପଲା ଗ୍ରାମରୁ ସତାଧିକ ଲୋକ ଭଜନ କୀର୍ତ୍ତନ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ରେ କମ୍ପି ଉଠିଥିଲା ଶ୍ରୀସାହୁ ଙ୍କ ଘର ଏବଂ ଗାଁ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଥିଲା l ଶ୍ରୀ ସାହୁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରିଥିଲେ l ଭଟାପଲା ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦ ମନରେ ରଥକୁ ବାହୀନେଇଥିଲେ ନିଜଗାଁକୁ ଶ୍ରୀ ସାହୁ ଙ୍କ ଏପରି ପଦକ୍ଷେପ କୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପାତାଳି କ୍ଷେତ୍ରରେ ଆର୍ ଡିସି ଓ ଜିଲ୍ଲାପାଳ ପହଞ୍ଚି ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ଓ ଉନ୍ନୟନ କାମର ସମୀକ୍ଷା କଲେ   05-Jul-2022
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ   05-Jul-2022
  ଜିଲ୍ଲା  
ଯୁବ ଗୋଷ୍ଟୀ ନିର୍ମାଣ କଲେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ   05-Jul-2022
  ଜିଲ୍ଲା  
ଜ୍ଞାନ ପ୍ରକାଶର ଜାତୀୟସ୍ତରୀୟ  ବାର୍ଷିକୋତ୍ସବ    05-Jul-2022
  ଜିଲ୍ଲା  
ସିନ୍ଧେରିଆବାହାଲ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର   05-Jul-2022
  ଜିଲ୍ଲା  
ହେରା ପଞ୍ଚମୀ ଉପଲକ୍ଷେ ପଞ୍ଚମ ର ଭଜନ ସନ୍ଧ୍ୟା   05-Jul-2022
  ଜିଲ୍ଲା  
ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ   05-Jul-2022
  ଜିଲ୍ଲା  
ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   05-Jul-2022
  ଜିଲ୍ଲା  
ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ   05-Jul-2022
  ଜିଲ୍ଲା  
ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   05-Jul-2022
  ରାଜ୍ୟ  
ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   05-Jul-2022

You Might Also Like