-+91-9937148622 |

prerana_bgr@rediffmail.com |

  Friday 19th April 2024 |

| | | |

R.N.I. Regd No. ODIODI/2010/46693

Breaking News

ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||      ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   (18-Apr-2024)       ||      ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   (18-Apr-2024)       ||      ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ    (18-Apr-2024)       ||      ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   (18-Apr-2024)       ||      ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   (18-Apr-2024)       ||      ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   (18-Apr-2024)       ||      ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   (18-Apr-2024)       ||      ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ମହାନତା ପ୍ରଶଂସନୀୟ   (18-Apr-2024)       ||      ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (18-Apr-2024)       ||      ଲୋଇସିଂହାରେ ବିଜେଡି ର ଜୟ ଶ୍ରୀରାମ ନାରାଦେଇ ବାଇକ୍ ଶୋଭାଯାତ୍ରା ଓ ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ   (18-Apr-2024)       ||      “ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଳିକେଶ   (18-Apr-2024)       ||      ଚୈତ୍ର ନବରାତ୍ର ପର୍ବ ସମ୍ପନ୍ନ   (18-Apr-2024)       ||      ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   (17-Apr-2024)       ||      ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   (17-Apr-2024)       ||      ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||     

HOME   ଜିଲ୍ଲା

ଆଗଲପୁର ବ୍ଲକରେ ଏମିତି ଚାଲିଛି ସ୍କୁଲ: ବାହାରୁ ଚକଚାକ୍, ଭିତରେ ଫମ୍ପା

22-Jun-2022



ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଶିକ୍ଷା କ୍ଷେତ୍ରରେ ବହୁ ପଛରେ। ଏଠି ନାହିଁ ନାହିଁ ରେ ଚଳୁଛି ଅଧିକାଂଶ ବିଦ୍ୟାଳୟ। ଆଗଲପୁର- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଶିକ୍ଷା ବିଭାଗ ବହୁତ ପଛରେ ପଡି ଯାଇଛି। ଏଠି ବିଇଓ ଉଧାରରେ ରହିଥିବା ବେଲେ ସୂର୍ଯ୍ୟ କଲ୍ୟାଣ ସରକାରୀ ବାଳିକା ବିଦ୍ୟାଳୟ ରେ ଅଫିସ୍ କାର୍ଯ୍ୟାଳୟ ଠାରେ ଛାତ ଉପରୁ ପାଣି ଗଳୁଥିବା ନଜରକୁ ଆସିଛି। ଛାତ୍ରୀ ସଂଖ୍ୟା ନବମ ଓ ଦଶମରେ ୭୧ ୵୭୧ ସଂଖ୍ୟା ଥିବା ବେଲେ ବିଭିନ୍ନ ବିଭାଗର ଶିକ୍ଷକ ନଥିବା ତା ସହ କ୍ଳାର୍କ ସମେତ ପିଅନ ମଧ୍ୟ ନାହିଁ। ସମ ଦଶାରେ ଆଗଲପୁର ପଞ୍ଚାୟତ ହାଇସ୍କୁଲ ରହିଛି। ଏଠି ମୁଖିଆ ତଥା ପ୍ରଧାନ ଶିକ୍ଷକ ନାହାନ୍ତି। ସରକାରଙ୍କ ୫ଟି ଅଧିନରେ ରହିଥିବା ଏହି ସ୍କୁଲ ବାହାରୁ ଚକlଚକ୍ ଥିଲେ ମଧ୍ୟ ଭିତରେ ସମ୍ପୁର୍ଣ୍ଣ ଫମ୍ପା ରହିଛି।  ବ୍ଲକ ରେ ସମସ୍ତ ସ୍କୁଲ ଓ କଲେଜର ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ଦିଗରେ ସରକାର ଯଦି ସଠିକ୍ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ କାଲି  ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସମାଜସେବୀ ବାବୁ ପୂଜାରୀ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   18-Apr-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   18-Apr-2024
  ମହାନଗର  
ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   18-Apr-2024
  ଜିଲ୍ଲା  
ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ   18-Apr-2024
  ରାଜନୀତି  
ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   18-Apr-2024
  ଜିଲ୍ଲା  
ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   18-Apr-2024
  ଜିଲ୍ଲା  
ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   18-Apr-2024
  ଜିଲ୍ଲା  
ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   18-Apr-2024
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ମହାନତା ପ୍ରଶଂସନୀୟ   18-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ସୋମନାଥ ପୂଜାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା   18-Apr-2024
  ଜିଲ୍ଲା  
ଲୋଇସିଂହାରେ ବିଜେଡି ର ଜୟ ଶ୍ରୀରାମ ନାରାଦେଇ ବାଇକ୍ ଶୋଭାଯାତ୍ରା ଓ ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ   18-Apr-2024
  ଜିଲ୍ଲା  
“ପ୍ରେରଣାର” ୧୯ତମ ସ୍ୱନକ୍ଷତ୍ର ଦିବସ ପାଳିତ.. ଲୋକଙ୍କ ସହଭାଗିତାରେ ବଲାଙ୍ଗୀରର ବିକାଶ ଆଗେଇଛି-କଳିକେଶ   18-Apr-2024

You Might Also Like