-+91-9937148622 |

prerana_bgr@rediffmail.com |

  Wednesday 17th August 2022 |

| | | |

R.N.I. Regd No. ODIODI/2010/46693

Breaking News

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   (17-Aug-2022)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ    (17-Aug-2022)       ||      ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   (16-Aug-2022)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   (16-Aug-2022)       ||      ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2022)       ||      ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   (16-Aug-2022)       ||            ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   (16-Aug-2022)       ||      କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ    (16-Aug-2022)       ||      ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   (16-Aug-2022)       ||      ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   (16-Aug-2022)       ||      ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   (16-Aug-2022)       ||      କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ    (16-Aug-2022)       ||      ୨୮୦ ବୋତଳ କପସିରଫ ଓ ୨୦ ଳିଟର ଦେଶିମଦ ଜଵତ ସହ ଦୁଇ ଗିରଫ   (16-Aug-2022)       ||      ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ତୀରଙ୍ଗା ଶୋଭାଯାତ୍ରା   (16-Aug-2022)       ||      ସେପ୍ଟେମ୍ବର୍ ରେ ରିଲିଜ୍ ହେବ ନୂଆଁ ଓଡ଼ିଆ ସିନେମା ମହର୍ଷି    (16-Aug-2022)       ||      ରେଢ଼ାଖୋଲ ରକ୍ତ ଭଣ୍ଡାରରେ ଆରିୟନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ    (16-Aug-2022)       ||      ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ    (16-Aug-2022)       ||      ଅଭିନଵ ଢଙ୍ଗରେ ଗାନ୍ଧୀ ଙ୍କ ଚିତ୍ର ଆଙ୍କି ଉତ୍ସବ ମନଇଲେ ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ   (16-Aug-2022)       ||      ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ   (16-Aug-2022)       ||      ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା, ଅଶାନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର    (16-Aug-2022)       ||     

HOME   ଜିଲ୍ଲା

ଶିବ ମନ୍ଦିର ରେ ଝାଡୁ କଲେ ଦ୍ରୌପଦୀ

22-Jun-2022



ନୂଆଦିଲ୍ଲୀ/ ବଲାଙ୍ଗିର/ ମୟୂରଭଞ୍ଜ/  ରାଷ୍ଟ୍ରପତି ନିର୍ବାଚନ ୨୦୨୨ର ଭାଜପା ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବୁଧବାର ଏକ ଶିବ ମନ୍ଦିରରେ ଝାଡୁ କରିଛନ୍ତି। ଏହାର ୫୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଓଡ଼ିଶାର ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ଏକ ଶିବ ମନ୍ଦିରରେ ସେ ଝାଡୁ କରୁଥିବାରୁ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦ୍ରୌପଦୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପୂର୍ବରୁ ଚଟାଣକୁ ଓଳାଇ ସଫା କରିଛନ୍ତି। ସଫା କରିବା ପରେ ସେ ପୂଜା କରିଥିଲେ। ତାଙ୍କର ଜନ୍ମ 1958 ଜୁନ 20 ତାରିଖ, ବାପା ଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ, ସ୍ଵାମୀ ଙ୍କ ନାମ ଶ୍ୟାମ ଚରଣ ମୁର୍ମୁ,ଦ୍ରୌପଦୀ ଙ୍କ ଯୋଗ୍ୟତା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି 1997  ମସିହାରେ ସେ ରାଜନୀତି ରେ ପାଦ ଦେଇଥିଲେ l 

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଘୋଷଣା କରିବା ପରେ ତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ନନ୍ଦୀଙ୍କ କାନରେ କିଛି କହୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

ସୂଚନାନୁସାରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ବୁଧବାର  ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ବୁଧବାର ସକାଳେ ସଶସ୍ତ୍ର ସ୍କ୍ବାଡଙ୍କୁ ଦ୍ରୌପଦୀଙ୍କ ସୁରକ୍ଷା ପ୍ରଦାନ କରାଯାଇଛି।

(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ୍) 


News Comment




Photo in News

Advertisment
Lastest News
  ଜିଲ୍ଲା  
ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର   17-Aug-2022
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାମାଳ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ   17-Aug-2022
  ରାଜ୍ୟ  
ଆଜାଦୀକା ଅମୃତ ମହୋତ୍ସବ ଉପଲକ୍ଷେ ଯୋଗିନୀପିଠ ରାଣୀପୁର ଝରିଆଲ ରେ ଉଡିଲା ସୁଉଚ୍ଚ ଜାତୀୟ ପତାକା । ଲଗାଣ ବର୍ଷା ସତ୍ବେ ବହୁ ସଂଖ୍ୟକ ଲୋକ ସାମିଲ ହେଲେ   16-Aug-2022
  ଜିଲ୍ଲା  
ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ୭୬ତମ ସ୍ୱାଧୀନତା ଦିବସ ପାଳନ   16-Aug-2022
  ଜିଲ୍ଲା  
ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ   16-Aug-2022
  ଜିଲ୍ଲା  
ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ପାଇଁ ବିଭିନ୍ନ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା   16-Aug-2022
      ଦଶପୁର ରେ ମିଳିତ ମାଗଣା ସ୍ୱାସ୍ଥ୍ୟ ଶିବିର   16-Aug-2022
  ଜିଲ୍ଲା  
କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ପ୍ରତାରଣା: ଓଡିଶା ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ   16-Aug-2022
  ଜିଲ୍ଲା  
ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ   16-Aug-2022
  ଜିଲ୍ଲା  
ଫସଲ ବୀମା ରାଶି ପ୍ରଦାନ ଦାବୀ ନେଇ ହଲଦି ରାଜରାସ୍ତା ଅବରୋଧ   16-Aug-2022
  ଜିଲ୍ଲା  
ଆଜାଦି ର ଅମୃତ ମହୋତ୍ସବ ଦେଶକୁ ସ୍ୱାବିଲମ୍ବି ଏବଂ ଆତ୍ମନିର୍ଭରଶୀଳ କରିବ: ଗଜାନନ୍   16-Aug-2022
  ଜିଲ୍ଲା  
କଳାବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି କଣ୍ଟାବାଞ୍ଜି ବିଜୁ ରକ୍ତ ଭଣ୍ଡାରର କର୍ମଚାରୀ   16-Aug-2022

You Might Also Like