-+91-9937148622 |

prerana_bgr@rediffmail.com |

  Friday 9th December 2022 |

| | | |

R.N.I. Regd No. ODIODI/2010/46693

Breaking News

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   (09-Dec-2022)       ||      ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   (09-Dec-2022)       ||      ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   (09-Dec-2022)       ||      ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   (09-Dec-2022)       ||      ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   (09-Dec-2022)       ||      ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ    (09-Dec-2022)       ||      ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ    (09-Dec-2022)       ||      ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   (09-Dec-2022)       ||      ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   (08-Dec-2022)       ||      ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   (08-Dec-2022)       ||      ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।    (08-Dec-2022)       ||      ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   (08-Dec-2022)       ||      ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମl - ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ -   (08-Dec-2022)       ||      ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ    (08-Dec-2022)       ||      ରେକର୍ଡ ସଂଖ୍ୟକ ଭୋଟ ରେ ବିଜୟୀ ହେଲେ ବର୍ଷା ସିଂ ବରିହା   (08-Dec-2022)       ||      କୁଚିଣ୍ଡା ଜିଲ୍ଲା ଗଠନ ଦାବି ନେଇ ସର୍ବ ଦଳୀୟ ବୈଠକ, ଆନ୍ଦୋଳନ ପାଇଁ ସଜବାଜ I   (08-Dec-2022)       ||      ଯୋରନ୍ଦା ଗାଦି ଭାଙ୍ଗିବାର ପ୍ରତିବାଦ ଓ ଥଇଥାନ ଦାବି କରି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ I   (08-Dec-2022)       ||      ପଦ୍ମପୁର ଫାଇଟ : ୧୫ ରାଉଣ୍ଡ ସୁଦ୍ଧା ଆଗରେ ଅଛି ବିଜେଡି    (08-Dec-2022)       ||      ଏସଏସଏ, ୟୁନିଟ ଲୋଇସିଂହା ଓ ଆଗଲପୁର ପକ୍ଷରୁ ବିଶ୍ୱରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳନ   (08-Dec-2022)       ||      "ଦମନ" ଦେଖିଲେ ସଦର ହସ୍‌ପିଟାଲ୍ କର୍ମଚାରୀ I   (08-Dec-2022)       ||     

HOME   ମନୋରଞ୍ଜନ

ଆଗକୁ ଆସୁଛୁ ନୂତନ ସିନେମା ବିଦ୍ୟାରlଣ

15-Jun-2022



ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ  ବିଦ୍ୟାରଣ ।  ଆଉ ଏ ବିଦ୍ୟାରାଣ ଫିଟିବ ଏଥର ରଥଯାତ୍ରା ରେ । ତଥ୍ୟ ପ୍ରଡକ୍ସନ୍  ସିନେମା ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱର ସ୍ଥିତ ହୋଟେଲ ଏମ୍ପାୟାରସ ଠାରେ ଅଡିଓ ଧୁମ୍ ଧାମରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଲୋକାର୍ପିତ ହୋଇଯାଇଛି।

ରଥଯାତ୍ରା ଅବସରରେ" ବିଦ୍ୟାରାଣ"
ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହାର
ପ୍ରଯୋଜନା ଭାର ସମ୍ଭାଳିଛନ୍ତି  ନିରଞ୍ଜନ ନାୟକ । କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତିଦାସ । ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିଲାବେଳେ
ବାବୁସାନଙ୍କ ଏହା ପ୍ରଥମ ସିନେମା। ଏହାର ସଂଳାପ ଲେଖିଛନ୍ତି
ବାପୁ ଗୋସ୍ଵାମୀ। ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ
କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତଗୁଡ଼ିକୁ ଗାଇଛନ୍ତି
ବାବୁସାନ୍ , ଅସୀମା ପଣ୍ଡା, ସ୍ଵୟମ ପାଢ଼ୀ, ଅନନ୍ୟା, ଲିପ୍ସା,ଗୈ।ରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ
ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରୁଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା,ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ
କରିଛନ୍ତି । ଆକ୍ସନ୍, ରୋମାନ୍ସ ଓ
ପାରିବାରିକ ଆବେଗରେ ପରିପୂର୍ଣ
ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ
କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।
ଅଡିଓ ଲୋକାର୍ପିତ ଉତ୍ସବରେ "ବିଦ୍ୟାରାଣ" ର ସମସ୍ତ କଳାକାର ଓ ଗୀତିକାର,ଗାୟକ ଓ ଗାୟିକା ଉପସ୍ଥିତ ଥିଲେ। ବିଦ୍ଯାରାଣ ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ଯୁଜିକ୍ ୟୁଟ୍ଯୁବ ଚ୍ଯାନେଲ ରେ ଦେଖିବାକୁ ମିଳିବ।

(ଅମୃତ ନନ୍ଦଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ ।   09-Dec-2022
  ଜିଲ୍ଲା  
ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ ।   09-Dec-2022
  ଜିଲ୍ଲା  
ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜ୍ୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବକ   09-Dec-2022
  ଜିଲ୍ଲା  
ସିଦ୍ଧାର୍ଥ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଗୀତା ଜୟନ୍ତୀ ପାଳିତ।   09-Dec-2022
  ଜିଲ୍ଲା  
ପଲ୍ଲିଶ୍ରୀ କଲେଜ ରେ ବାର୍ଷିକ କ୍ରିଡା ପ୍ରତିଯୋଗିତା   09-Dec-2022
  ରାଜ୍ୟ  
ସିନ୍ଧେକେଲା ଥାନାରେ ଯୋଗ ଦେଲେ ନୁଆ ଥାନାଧିକାରୀ   09-Dec-2022
  ଜିଲ୍ଲା  
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟାଳୟ ଠାରେ ମିଷ୍ଠାନ ବଣ୍ଟନ   09-Dec-2022
  ଜିଲ୍ଲା  
ସମାଜସେବୀ ପ୍ରଶାନ୍ତ ପାଢୀ ଶିଶୁ କଲ୍ଯାଣ ସମିତି ର ଅଧ୍ୟକ୍ଷ ନିଯୁକ୍ତ I   09-Dec-2022
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ   08-Dec-2022
  ଜିଲ୍ଲା  
ପଦ୍ମପୁର ଉପ ନିର୍ବାଚନ ବିଜେଡି ବିଜୟୀ..... ରିଷିଡା ରେ ବିଜୟ ଉତ୍ସବ ପାଳିଲେ ବିଜେଡି କର୍ମୀ   08-Dec-2022
  ଜିଲ୍ଲା  
ମୈନପୁରୀ ଆସନରେ ବାଜିମାତ କଲେ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ।   08-Dec-2022
  ଜିଲ୍ଲା  
ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚିଚର୍ଲା କୁ ଟିଟିଲାଗଡ଼ ଟ୍ରାଇବ୍ରେକରରେ ପରାସ୍ତ କରି ସେମିରେ   08-Dec-2022

You Might Also Like