-+91-9937148622 |

prerana_bgr@rediffmail.com |

  Sunday 1st October 2023 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା କ୍ଲଷ୍ଟରସ୍ତରୀୟ ସୁରଭି ଆୟୋଜିତ   (01-Oct-2023)       ||      ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର   (01-Oct-2023)       ||      ସ୍ୱଚ୍ଛତା ହିଁ ସେବା: ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ର "ସ୍ୱଚ୍ଛ ଭାରତ" କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Oct-2023)       ||      ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ - ବାବେବିର   (01-Oct-2023)       ||      ମୁରିବାହାଲ ପଂଚାୟତି ଉଚ୍ଚ ବିଦ୍ଯାଳୟ ଠାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ।   (01-Oct-2023)       ||      ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ    (01-Oct-2023)       ||      ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   (01-Oct-2023)       ||      ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    (30-Sep-2023)       ||      ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ    (30-Sep-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   (30-Sep-2023)       ||      ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   (30-Sep-2023)       ||      ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   (30-Sep-2023)       ||      ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।    (30-Sep-2023)       ||      ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ    (29-Sep-2023)       ||       ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    (29-Sep-2023)       ||      ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   (29-Sep-2023)       ||      ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   (29-Sep-2023)       ||      ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ , କେନ୍ଦ୍ର ର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ    (29-Sep-2023)       ||      ଘେନୁପାଲିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ଉତ୍ସବ   (29-Sep-2023)       ||      ବିଭିନ୍ନ ପଦବୀ ଚୟନ ଅନୀୟମିତତା କୁ ନେଇ ହଳଦୀ ହାଇସ୍କୁଲ ରେ ତାଲାମାରିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା l   (29-Sep-2023)       ||     

HOME   ମନୋରଞ୍ଜନ

ଆଗକୁ ଆସୁଛୁ ନୂତନ ସିନେମା ବିଦ୍ୟାରlଣ

15-Jun-2022



ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ  ବିଦ୍ୟାରଣ ।  ଆଉ ଏ ବିଦ୍ୟାରାଣ ଫିଟିବ ଏଥର ରଥଯାତ୍ରା ରେ । ତଥ୍ୟ ପ୍ରଡକ୍ସନ୍  ସିନେମା ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱର ସ୍ଥିତ ହୋଟେଲ ଏମ୍ପାୟାରସ ଠାରେ ଅଡିଓ ଧୁମ୍ ଧାମରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଲୋକାର୍ପିତ ହୋଇଯାଇଛି।

ରଥଯାତ୍ରା ଅବସରରେ" ବିଦ୍ୟାରାଣ"
ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହାର
ପ୍ରଯୋଜନା ଭାର ସମ୍ଭାଳିଛନ୍ତି  ନିରଞ୍ଜନ ନାୟକ । କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତିଦାସ । ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିଲାବେଳେ
ବାବୁସାନଙ୍କ ଏହା ପ୍ରଥମ ସିନେମା। ଏହାର ସଂଳାପ ଲେଖିଛନ୍ତି
ବାପୁ ଗୋସ୍ଵାମୀ। ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ
କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତଗୁଡ଼ିକୁ ଗାଇଛନ୍ତି
ବାବୁସାନ୍ , ଅସୀମା ପଣ୍ଡା, ସ୍ଵୟମ ପାଢ଼ୀ, ଅନନ୍ୟା, ଲିପ୍ସା,ଗୈ।ରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ
ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରୁଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା,ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ
କରିଛନ୍ତି । ଆକ୍ସନ୍, ରୋମାନ୍ସ ଓ
ପାରିବାରିକ ଆବେଗରେ ପରିପୂର୍ଣ
ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ
କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।
ଅଡିଓ ଲୋକାର୍ପିତ ଉତ୍ସବରେ "ବିଦ୍ୟାରାଣ" ର ସମସ୍ତ କଳାକାର ଓ ଗୀତିକାର,ଗାୟକ ଓ ଗାୟିକା ଉପସ୍ଥିତ ଥିଲେ। ବିଦ୍ଯାରାଣ ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ଯୁଜିକ୍ ୟୁଟ୍ଯୁବ ଚ୍ଯାନେଲ ରେ ଦେଖିବାକୁ ମିଳିବ।

(ଅମୃତ ନନ୍ଦଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟରସ୍ତରୀୟ ସୁରଭି ଆୟୋଜିତ   01-Oct-2023
  ଜିଲ୍ଲା  
ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର   01-Oct-2023
  ରାଜ୍ୟ  
ସ୍ୱଚ୍ଛତା ହିଁ ସେବା: ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ର "ସ୍ୱଚ୍ଛ ଭାରତ" କାର୍ଯ୍ୟକ୍ରମ ଅନୁଷ୍ଠିତ   01-Oct-2023
  ଅପରାଧ  
ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ - ବାବେବିର   01-Oct-2023
  ଜିଲ୍ଲା  
ମୁରିବାହାଲ ପଂଚାୟତି ଉଚ୍ଚ ବିଦ୍ଯାଳୟ ଠାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ।   01-Oct-2023
  ଜିଲ୍ଲା  
ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ   01-Oct-2023
  ଜିଲ୍ଲା  
ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   01-Oct-2023
  ଜିଲ୍ଲା  
ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    30-Sep-2023
  ଜିଲ୍ଲା  
ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   30-Sep-2023
  ଜିଲ୍ଲା  
ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   30-Sep-2023

You Might Also Like