-+91-9937148622 |

prerana_bgr@rediffmail.com |

  Tuesday 5th July 2022 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଧେରିଆବାହାଲ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର    (05-Jul-2022)       ||      ହେରା ପଞ୍ଚମୀ ଉପଲକ୍ଷେ ପଞ୍ଚମ ର ଭଜନ ସନ୍ଧ୍ୟା   (05-Jul-2022)       ||      ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ   (05-Jul-2022)       ||      ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   (05-Jul-2022)       ||      ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ    (05-Jul-2022)       ||      ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   (05-Jul-2022)       ||      ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   (05-Jul-2022)       ||      ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   (05-Jul-2022)       ||      ବନମହୋତ୍ସବ ପାଳିତ   (05-Jul-2022)       ||      ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   (05-Jul-2022)       ||      ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   (05-Jul-2022)       ||      ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   (05-Jul-2022)       ||      ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   (04-Jul-2022)       ||      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା   (04-Jul-2022)       ||      ସଙ୍କୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ    (04-Jul-2022)       ||      ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ କୋକସରା ବ୍ଲକ୍ ସାମ୍ବାଦିକ ସଙ୍ଘ ପକ୍ଷରୁଏକ ଦାବିପତ୍ର ପ୍ରଦାନ   (04-Jul-2022)       ||      କୁରୁଲ ରାମଜୀ ହାଇସ୍କୁଲର ପୁରାତନ ବିଦ୍ୟାର୍ଥୀ ମାନଙ୍କ ମୋ’ ସ୍କୁଲ ଯୋଜନା ର ବୈଠକ   (04-Jul-2022)       ||      ରଥଯାତ୍ରା ଅବସରରେ ଅଂକୁର ସାହିତ୍ୟ ସଂସଦ ତରଫରୁ ଭକ୍ତି କବିତା ଆସର    (04-Jul-2022)       ||     

HOME   ରାଜ୍ୟ

ସଂରକ୍ଷିତ ଜଙ୍ଗଲରୁ ବେଆଇନ୍ ଉତ୍ତୋଳନ ଓ ବାଲି ଚୋରାଚାଲାଣ ଜାରୀ, ଲାଠୋର ଓ ଖପ୍ରାଖୋଲ ଅଞ୍ଚଳରେ ବେଶି

08-Jun-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଭ୍ୟନ୍ତର ଅଞ୍ଚଳ ଓ ବନାଞ୍ଚଳର ଝରଣା , ନଦୀଆଦିରୁ ବର୍ଷ ବର୍ଷ ଧରି ଦିନରାତି ଟ୍ରାକ୍ଟର ଓ ଅନ୍ୟାନ୍ୟ ଯାନବାହନ ଦ୍ବାରା ଧଳାହୀରା ବନାମ ବାଲିର ଚୋରାଚାଲାଣ ଅବ୍ୟାହତ ରହିଛି । ଗତକାଲି ପାଟଣାଗଡ ନିକଟସ୍ଥ ଏକ ଋତୁକାଳୀନ ବର୍ଷାଦିନିଆ ଶୁଖିଲା ନଦୀରୁ  ପାଟଣାଗଡ ତହସିଲଦାରଙ୍କ ପକ୍ଷରୁ ବାଲି ଚୋରାଚାଲାଣ କରୁଥିବା ୪ ଟି ଟ୍ରାକ୍ଟରକୁ ଜବତ କରାଯାଇ ଲକ୍ଷେ ଟଙ୍କା ଜରିମାନା ଆଦାୟ କରାଯାଇଛି ।  ଆଗରୋ ମଧ୍ୟ ରାମପୁର ନିକଟସ୍ଥ ସୁବର୍ଣ୍ଣରେଖା ଶଯ୍ୟାରୁ ଲୋକଙ୍କ ଅଭିଯୋଗ କ୍ରମେ ବାଲି ଚୋରି କରୁଥିବା ଜଣେ ଠିକାଦାରଙ୍କ ଜେସିବି ଧରାପଡିଥିଲା । ଯାହାକୁ ତହସିଲଦାର ଦଫାରଫା କରି ଛାଡିଦେଇଥିବା ପ୍ରକାଶ ପାଇଥିଲା । ତେବେ କେବଳ ଏହି ଅଞ୍ଚଳରୁ ନୁହେଁ , ସାରା ଜିଲ୍ଲାରେ ଏଭଳି ଚୋରାଚାଲାଣ ଅବ୍ୟାହତ ରହିଛି ଓ ତହସିଲଦାରଙ୍କ ଚଢାଉରେ ଧରପଗଡ ଚାଲିଥିଲେ ହେଁ , ଏହା ଯଥେଷ୍ଟ ନୁହେଁ ।

ବିଶେଷକରି ଖପ୍ରାଖୋଲ , ବେଲପଡା ଓ ଲାଠୋର ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ବର୍ଷ ବର୍ଷ ଧରି ଦିନରାତି ନିୟମିତ ବାଲିର ଚୋରାଚାଲାଣ ଚାଲିଛି । ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର , ଧାମନଡଙ୍ଗା , ଭରୁଆମୁଣ୍ଡା ଓ ଅନ୍ୟାନ୍ୟ ବନାଞ୍ଚଳର ଶୁଖିଲା ନାଳା , ଝରଣା ଓ ଛୋଟ ଛୋଟ ଶୁଷ୍କନଦୀଶଯ୍ୟାରୁ  ଶହଶହ ଟ୍ରାକ୍ଟର ବାଲି ଉତ୍ତୋଳନ , ଚୋରି ଓ ଚୋରାଚାଲାଣ ଚାଲିଛି । ଏହା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଜ୍ଞାତସାରରେ ଚାଲୁଥିବା ଓ ଏଥରୁ ବିପୁଳ ବଟି ଆଦାୟ ହେଉଥିବା କେତେକ ବିଭାଗୀୟ କର୍ମଚାରୀ ନାମ ପ୍ରକାଶ କରିବାକୁ ମନାକରି ସୂଚନା ଦେଇଛନ୍ତି । ଏପରିକି ପ୍ରାୟ ପ୍ରତିମାସର ବଟିରୁ ଉପରର ଅଧିକାରୀଙ୍କ ଅଂଶ ରହୁଥିବା ଅଭିଯୋଗ ଚର୍ଚ୍ଚାରେ ରହିଛି । ଏଣୁ ଏଥିପ୍ରତି ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ଟିମ୍ ଗଠନ କରାଯାଇ ଅଚାନକ ଚଢାଉର ଆବଶ୍ୟକତା ରହିଥିବା କୁହାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଧେରିଆବାହାଲ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃସିଂହ ଅବତାର   05-Jul-2022
  ଜିଲ୍ଲା  
ହେରା ପଞ୍ଚମୀ ଉପଲକ୍ଷେ ପଞ୍ଚମ ର ଭଜନ ସନ୍ଧ୍ୟା   05-Jul-2022
  ଜିଲ୍ଲା  
ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପରଙ୍କ ହୃଦୟ ବିଜୟ କଲେ ବିଜୟିନୀ   05-Jul-2022
  ଜିଲ୍ଲା  
ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ   05-Jul-2022
  ଜିଲ୍ଲା  
ଗର୍ଭବତୀ ମହିଳାଙ୍କୁ ଧୋକା ଦେଇ ଚମ୍ପଟ୍ ମାରିଲା ସ୍ବାମୀ, ବେଗୁନିଆପଡ଼ା ଫାଣ୍ଡିରେ ମହିଳା ସଂଗଠନ   05-Jul-2022
  ଜିଲ୍ଲା  
ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   05-Jul-2022
  ରାଜ୍ୟ  
ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   05-Jul-2022
  ଜିଲ୍ଲା  
ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   05-Jul-2022
  ଜିଲ୍ଲା  
ବନମହୋତ୍ସବ ପାଳିତ   05-Jul-2022
  ଜିଲ୍ଲା  
ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   05-Jul-2022

You Might Also Like