-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
06-Jun-2022
ପୁରୀ :(ସମୀର ରଞ୍ଜନ ନାୟକ) ଦାଦାବଟି ମାଗିବା ଅଭିଯୋଗ ରେ ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ l ପୁରୀ ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ନୂଆ ସାହି ଗ୍ରାମର ରାଜେଶ ମିଶ୍ର, ବୁଦ୍ଧିଆବରାର, ତପନ ଖୁଣ୍ଟିଆ, ଶାସନ ଦାମଦରପୁର ର ଭୁଆ ଓରଫ ସନ୍ତୋଷଦାସ, ନାରାୟଣ ଦାସ, ସହିପରି ଦାଦାବଟି ମାଗିବା ଅଭିଯୋଗରେ ଖଣ୍ଡିଆବନ୍ଧର ଗୋରାମଲ୍ଲୀକ ପୋଲିସ ଗିରଫ କରିଛି l ଅଭିଯୁକ୍ତମାନଙ୍କ ଠାରୁ ଲୁହାରଡ଼, ଗୁଳି, ସହ 950ଟଙ୍କା ଜବତ କରିଛି l ପୂର୍ବରୁ ଏହି ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି l ଜାତୀୟ ରାଜପଥରେ ଯାତାୟତ କରୁଥିବା ଜନସାଧାରଣ ଏହି ଅଭିଯୁକ୍ତ ମାନେ ବନ୍ଧୁକଦେଖାଇ ଡ଼କାୟତି ଉଦ୍ୟମକରୁଥିଲେ l ଖବର ପାଇ ପୁରୀ ସଦରଥାନା ପୋଲିସ ଚଢ଼ାଉକରି ଗିରଫ କରିକୋର୍ଟଚାଲାଣ କରିଥିବା ଜଣାପଡ଼ିଛି