-+91-9937148622 |

prerana_bgr@rediffmail.com |

  Tuesday 5th July 2022 |

| | | |

R.N.I. Regd No. ODIODI/2010/46693

Breaking News

ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   (05-Jul-2022)       ||      ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   (05-Jul-2022)       ||      ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ    (05-Jul-2022)       ||      ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   (05-Jul-2022)       ||      ବନମହୋତ୍ସବ ପାଳିତ   (05-Jul-2022)       ||      ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   (05-Jul-2022)       ||      ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   (05-Jul-2022)       ||      ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   (05-Jul-2022)       ||      ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   (04-Jul-2022)       ||      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା   (04-Jul-2022)       ||      ସଙ୍କୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ    (04-Jul-2022)       ||      ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ କୋକସରା ବ୍ଲକ୍ ସାମ୍ବାଦିକ ସଙ୍ଘ ପକ୍ଷରୁଏକ ଦାବିପତ୍ର ପ୍ରଦାନ   (04-Jul-2022)       ||      କୁରୁଲ ରାମଜୀ ହାଇସ୍କୁଲର ପୁରାତନ ବିଦ୍ୟାର୍ଥୀ ମାନଙ୍କ ମୋ’ ସ୍କୁଲ ଯୋଜନା ର ବୈଠକ   (04-Jul-2022)       ||      ରଥଯାତ୍ରା ଅବସରରେ ଅଂକୁର ସାହିତ୍ୟ ସଂସଦ ତରଫରୁ ଭକ୍ତି କବିତା ଆସର    (04-Jul-2022)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା    (04-Jul-2022)       ||      ଯୋଗୀଶର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତି ର ନବ ନିର୍ବାଚିତ ସଭ୍ୟ ମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା    (04-Jul-2022)       ||      ସ୍ଵଚ୍ଛ ଭାରତ ସଂଗଠନ ଓ ମାହେଶ୍ୱରୀ ସଂଗଠନ ର ମିଳିତ ସହଯୋଗରେ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ    (04-Jul-2022)       ||      ମୁରିବାହାଲରେ ଓଡିଶା ଆଦର୍ଶ ବିଦ୍ୟାଳୟ ୧୦୦ ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟନ ଅଞ୍ଚଳ ର ବହୁତ ଦିନର ଦାବି ପୁରଣ    (04-Jul-2022)       ||      ଭାରତୀୟ ଶିକ୍ଷାବ୍ଯବସ୍ଥାର ରୂପାନ୍ତରଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର   (04-Jul-2022)       ||     

HOME   ଅପରାଧ

ଠିକାଦାରଙ୍କ ଦୌରାତ୍ମ୍ୟ ସୀମା ଟପିଲାଣି ! କାହା ଛତ୍ରଛାୟାରେ ଠିକାଦାର ?

26-May-2022



ପାଟଣାଗଡ(ମଳୟ ମିଶ୍ରଙ୍କ ରିପୋର୍ଟ)  ପାଟଣାଗଡ ବ୍ଲକ୍ ଜେଇ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟାମାମଲାର ତଦନ୍ତରେ ଅଦ୍ୟାବଧି ପୁଲିସ୍ ଅନ୍ଧାରରେ ବାଡି ବୁଲାଉଛି । ତେବେ ଏଥିରେ ଗୋଟିଏ କଥା ସ୍ପଷ୍ଟ ଯେ, ମିଥ୍ୟାବିଲ୍ ବା ଫୁଲ୍ ବିଲ୍ କରିବାକୁ ଚାପ ପକାଉଥିବା ଠିକାଦାରମାନଙ୍କ ଦ୍ବାରା ହିଁ ଏହା ଘଟିଛି । ହୁଏତ କେତେକ କହିବାପରି ଏହା ଏକ 'ଅନିଚ୍ଛାକୃତ ମର୍ଡର' ବା ଡରାଇବାକୁ ରାସ୍ତାରେ ଅଟକାଇ ପିଟାପିଟି କରୁ କରୁ ମାତ୍ରା ଅଧିକ ହୋଇଯାଇ ତାହା ମରଣାନ୍ତକ ଆଘାତ ହୋଇଯାଇଛି ଓ  ମୃତଦେହକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ୫ ଟି ସ୍କୁଲ୍ କାମ (ଉଭୟ ଯୋଗୀମୁଣ୍ଡା ଓ ବନେଇମୁଣ୍ଡା), ଫାର୍ମପଣ୍ଡ୍, ମନରେଗା, ଗୋଷ୍ଠୀଖଳା ବା କଂକ୍ରିଟ୍ ଖଳାର ଲେ- ଆଉଟ୍ ଦେବାକୁ ବା ଅନ୍ୟ କୌଣସି ବାକିଆ ବିଲ୍ ସହିତ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ହାତ ଉଧାରୀ ନେଇ ଫେରାଉ ନଥିବା ଠିକାଦାର ଅଥବା ଏଥିରେ ମଧ୍ୟସ୍ଥି ସାଜୁଥିବା କେହି ଧନୀ ଉଆରସରକାରର ହାତ ଥାଇପାରେ ବୋଲି ସନ୍ଦେହ ଇତ୍ୟାଦିରେ ସବୁଦିଗରୁ ବୁଲିବାଲି ସେଇ ଠିକାଦାରଙ୍କ ଉପରେ ସନ୍ଦେହ କେନ୍ଦ୍ରିତ ହେଉଛି ।

ତେବେ ଏ ବ୍ଲକ୍ ର ଠିକାଦାରମାନେ ଏବେ କାହାର ଲୋକ, ସମସ୍ତେ ଜାଣନ୍ତି । ଗୋଟିଏ କଥା ଧ୍ରୁବସତ୍ୟ ଯେ, ହତ୍ୟାକାରୀ ବା ଅପରାଧୀ କାହାରି ଲୋକ ହୋଇପାରିବେନି । ଆଇନକୁ ତା' ବାଟରେ ଛାଡିଦିଆଯିବା ଉଚିତ୍ ।

ମୂଳରୁ ଗୋଟିଏ ବିଶେଷ ଦିଗର ଚର୍ଚ୍ଚା ହୋଇଆସୁଛି । ତାହା ହେଲା, ମୃତଜେଇଙ୍କ ପାଦରେ ଲାଗିଥିବା କ୍ରସରଗୁଣ୍ଡ ବା ନୂଆ ନଳକୂପ ଖୋଳାବେଳର ଧଳା ପଥରଗୁଣ୍ଡର ସନ୍ଦେହ । ଏହା ଯଦି ଠିକ୍ ହେଇଥାଏ, ସେଇ ଧଳାପଥରଗୁଣ୍ଡ ହିଁ କହିବ, ହତ୍ୟାକାଣ୍ଡର ଠିକଣା ବୋଲି ଦେଖିଥିବା ଲୋକେ ଆଲୋଚନା କରୁଛନ୍ତି । ଏଥିରେ ବି ସେଇ ଠିକାଦାରଙ୍କ ସମ୍ପୃକ୍ତି ଆସୁଛି !  ହାଇସ୍କୁଲର ଚାଲିଥିବାକାମ ହେଉ, ବାଟଘାଟର ଆଖପାଖରେ ଥିବା କୌଣସି ନିର୍ମାଣାଧୀନ ପୋଲ ହେଉ, ଅଗ୍ରୀମ ଗେଟି ପକାଇ ଆବୋରୁଥିବା କୌଣସି ପେଟି ଠିକାଦାର ଗୋଷ୍ଠୀର ଗୋଷ୍ଠୀଖଳା କାମ ହେଉ, କ୍ଷେତ ବାହାଲ କି ରାସ୍ତାକଡରେ ଖୋଳାଯାଉଥିବା ଡିପ୍ ବୋର୍ ଉଏଲ୍ ଅଥବା  କ୍ରସର୍ ହେଉ; ଏହା ଖୋଜିବାର ଦାୟିତ୍ୱ ତଦନ୍ତକାରୀଙ୍କର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁରିବାହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ଦନ୍ତୁରିତ ରାସ୍ତା କୁ ପିଚୁକରଣ କରିବାପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ   05-Jul-2022
  ରାଜ୍ୟ  
ମାଁ କ୍ରସରରେ ଅଘଟଣ,ନାଇଟ୍ରୋଜେନ ଗ୍ୟାସସିଣ୍ଡର ବ୍ଲାଷ୍ଟରୁ ୩ଜଣ ଶ୍ରମିକ ଗୁରୁତର   05-Jul-2022
  ଜିଲ୍ଲା  
ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ   05-Jul-2022
  ଜିଲ୍ଲା  
ବାରହା ମାଂସ ,ଦେଶୀ ବନ୍ଧୁକ ସହ ଜଣେ ଗିରଫ,   05-Jul-2022
  ଜିଲ୍ଲା  
ବନମହୋତ୍ସବ ପାଳିତ   05-Jul-2022
  ଜିଲ୍ଲା  
ମୁରିବ।ହାଲ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଡିଗ୍ରୀ କଲେଜ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟ କର୍ମ।   05-Jul-2022
  ଜିଲ୍ଲା  
ସିନ୍ଧେକେଲା ନିଶାନୀ ପାହାଡ ରେ ବନୀକରଣ   05-Jul-2022
  ଜିଲ୍ଲା  
ରାଣୀପୁର ଝରିଆଲ ରେ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ। ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ବ   05-Jul-2022
  ଜିଲ୍ଲା  
ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି   04-Jul-2022
  ଜିଲ୍ଲା  
ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା   04-Jul-2022
  ଜିଲ୍ଲା  
ସଙ୍କୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ   04-Jul-2022

You Might Also Like