-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (25-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||     

HOME   ଅପରାଧ

ଠିକାଦାରଙ୍କ ଦୌରାତ୍ମ୍ୟ ସୀମା ଟପିଲାଣି ! କାହା ଛତ୍ରଛାୟାରେ ଠିକାଦାର ?

26-May-2022



ପାଟଣାଗଡ(ମଳୟ ମିଶ୍ରଙ୍କ ରିପୋର୍ଟ)  ପାଟଣାଗଡ ବ୍ଲକ୍ ଜେଇ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟାମାମଲାର ତଦନ୍ତରେ ଅଦ୍ୟାବଧି ପୁଲିସ୍ ଅନ୍ଧାରରେ ବାଡି ବୁଲାଉଛି । ତେବେ ଏଥିରେ ଗୋଟିଏ କଥା ସ୍ପଷ୍ଟ ଯେ, ମିଥ୍ୟାବିଲ୍ ବା ଫୁଲ୍ ବିଲ୍ କରିବାକୁ ଚାପ ପକାଉଥିବା ଠିକାଦାରମାନଙ୍କ ଦ୍ବାରା ହିଁ ଏହା ଘଟିଛି । ହୁଏତ କେତେକ କହିବାପରି ଏହା ଏକ 'ଅନିଚ୍ଛାକୃତ ମର୍ଡର' ବା ଡରାଇବାକୁ ରାସ୍ତାରେ ଅଟକାଇ ପିଟାପିଟି କରୁ କରୁ ମାତ୍ରା ଅଧିକ ହୋଇଯାଇ ତାହା ମରଣାନ୍ତକ ଆଘାତ ହୋଇଯାଇଛି ଓ  ମୃତଦେହକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ୫ ଟି ସ୍କୁଲ୍ କାମ (ଉଭୟ ଯୋଗୀମୁଣ୍ଡା ଓ ବନେଇମୁଣ୍ଡା), ଫାର୍ମପଣ୍ଡ୍, ମନରେଗା, ଗୋଷ୍ଠୀଖଳା ବା କଂକ୍ରିଟ୍ ଖଳାର ଲେ- ଆଉଟ୍ ଦେବାକୁ ବା ଅନ୍ୟ କୌଣସି ବାକିଆ ବିଲ୍ ସହିତ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ହାତ ଉଧାରୀ ନେଇ ଫେରାଉ ନଥିବା ଠିକାଦାର ଅଥବା ଏଥିରେ ମଧ୍ୟସ୍ଥି ସାଜୁଥିବା କେହି ଧନୀ ଉଆରସରକାରର ହାତ ଥାଇପାରେ ବୋଲି ସନ୍ଦେହ ଇତ୍ୟାଦିରେ ସବୁଦିଗରୁ ବୁଲିବାଲି ସେଇ ଠିକାଦାରଙ୍କ ଉପରେ ସନ୍ଦେହ କେନ୍ଦ୍ରିତ ହେଉଛି ।

ତେବେ ଏ ବ୍ଲକ୍ ର ଠିକାଦାରମାନେ ଏବେ କାହାର ଲୋକ, ସମସ୍ତେ ଜାଣନ୍ତି । ଗୋଟିଏ କଥା ଧ୍ରୁବସତ୍ୟ ଯେ, ହତ୍ୟାକାରୀ ବା ଅପରାଧୀ କାହାରି ଲୋକ ହୋଇପାରିବେନି । ଆଇନକୁ ତା' ବାଟରେ ଛାଡିଦିଆଯିବା ଉଚିତ୍ ।

ମୂଳରୁ ଗୋଟିଏ ବିଶେଷ ଦିଗର ଚର୍ଚ୍ଚା ହୋଇଆସୁଛି । ତାହା ହେଲା, ମୃତଜେଇଙ୍କ ପାଦରେ ଲାଗିଥିବା କ୍ରସରଗୁଣ୍ଡ ବା ନୂଆ ନଳକୂପ ଖୋଳାବେଳର ଧଳା ପଥରଗୁଣ୍ଡର ସନ୍ଦେହ । ଏହା ଯଦି ଠିକ୍ ହେଇଥାଏ, ସେଇ ଧଳାପଥରଗୁଣ୍ଡ ହିଁ କହିବ, ହତ୍ୟାକାଣ୍ଡର ଠିକଣା ବୋଲି ଦେଖିଥିବା ଲୋକେ ଆଲୋଚନା କରୁଛନ୍ତି । ଏଥିରେ ବି ସେଇ ଠିକାଦାରଙ୍କ ସମ୍ପୃକ୍ତି ଆସୁଛି !  ହାଇସ୍କୁଲର ଚାଲିଥିବାକାମ ହେଉ, ବାଟଘାଟର ଆଖପାଖରେ ଥିବା କୌଣସି ନିର୍ମାଣାଧୀନ ପୋଲ ହେଉ, ଅଗ୍ରୀମ ଗେଟି ପକାଇ ଆବୋରୁଥିବା କୌଣସି ପେଟି ଠିକାଦାର ଗୋଷ୍ଠୀର ଗୋଷ୍ଠୀଖଳା କାମ ହେଉ, କ୍ଷେତ ବାହାଲ କି ରାସ୍ତାକଡରେ ଖୋଳାଯାଉଥିବା ଡିପ୍ ବୋର୍ ଉଏଲ୍ ଅଥବା  କ୍ରସର୍ ହେଉ; ଏହା ଖୋଜିବାର ଦାୟିତ୍ୱ ତଦନ୍ତକାରୀଙ୍କର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   25-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024
  ଜିଲ୍ଲା  
ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   25-Apr-2024
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024

You Might Also Like