-+91-9937148622 |

prerana_bgr@rediffmail.com |

  Friday 27th January 2023 |

| | | |

R.N.I. Regd No. ODIODI/2010/46693

Breaking News

ତୁରେକେଲା କ୍ଳଷ୍ଟରରେ ଟିଏଲଏମ ମେଳା ଅନୁଷ୍ଠିତ   (27-Jan-2023)       ||      ଗ୍ରାମାଞ୍ଚଳରେ ରେଡକ୍ରସ୍‌ର କାର୍ଯ୍ୟକ୍ରମ   (27-Jan-2023)       ||      ଦିଲ୍ଲୀରେ ଅନୁଷ୍ଠିତ ହେଲା ଆଦି ଶୌର୍ଯ୍ୟ ଔର ପର୍ବ ପରାକ୍ରମ କି ଓଡିଶାର ନେତୃତ୍ୱ ନେଲେ ବଲାଙ୍ଗୀର ର କୁନା ବାଗ   (27-Jan-2023)       ||      କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ   (27-Jan-2023)       ||      ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ   (27-Jan-2023)       ||      ସରସ୍ୱତୀ ପୂଜା ,ସାର୍ବଜନୀନ ଖଡ଼ିଛୁଆ ଉତ୍ସବ ଓ ବିଦ୍ୟାରମ୍ଭ ସଂସ୍କାର ( ଯଜ୍ଞ ) ଅନୁଷ୍ଠିତ   (27-Jan-2023)       ||      ବଲାଙ୍ଗିର ରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ   (27-Jan-2023)       ||      ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ।   (27-Jan-2023)       ||      ସାଧାରଣତନ୍ତ୍ର ଦିବସ ପାଳିତ   (27-Jan-2023)       ||      ରଣ୍ଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (27-Jan-2023)       ||      ଦୁଃଖୀ ଶ୍ୟାମ ବୃଦ୍ଧା ଶ୍ରମ ଓ ଭ୍ରାମ୍ୟମାଣ ସେବା ର ଶୁଭାରମ୍ଭ ଦିବସ ଅନୁଷ୍ଠିତ   (27-Jan-2023)       ||      ନିଆଁ ପୋଉଁ ଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧା ଗୁରୁତର   (27-Jan-2023)       ||      ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ୍ ୟୁନିଅନ୍ ଡାକରା ରେ ବଲାଙ୍ଗିର ବ୍ୟାଙ୍କ୍ କର୍ମଚାରୀଙ୍କ ଦୁଇଦିନିଆ ଆନ୍ଦୋଳନ    (27-Jan-2023)       ||      ଦଧିବାମନ ଯୁବକ ସଙ୍ଘ ପକ୍ଷରୁ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jan-2023)       ||      ୭୪ ତମ ଜନରାଜ୍ୟ ଦିବସ ପାଳନ ଅବସରରେ ଦେଶପ୍ରେମ କବିତା ପାଠ ଓ ସାହିତ୍ୟ ସଭା ଅନୁଷ୍ଠିତ   (26-Jan-2023)       ||      ବିନିକା:୭୪ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ   (26-Jan-2023)       ||      ସୋନପୁର ଲେପ୍ରା ସୋସାଇଟି ଠାରେ 74 ତମ ସାଧାରଣ ତନ୍ତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ।   (26-Jan-2023)       ||      ସୋନପୁର ଲେପ୍ରା ସୋସାଇଟି ଠାରେ 74 ତମ ସାଧାରଣ ତନ୍ତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ।   (26-Jan-2023)       ||      ବାଲିଗୁଡା ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ   (26-Jan-2023)       ||      ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବଡ଼ବଜାର ଠାରେ ଭାରତବର୍ଷର 74 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ   (26-Jan-2023)       ||     

HOME   ଜିଲ୍ଲା

ରେଲଓ୍ୱେ କ୍ୱାର୍ଟର୍ସରୁ କାଠ ଜବତ ଘଟଣା, ଷ୍ଟେସନ ମାଷ୍ଟର ଗିରଫ

24-May-2022



ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି  ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣା। ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ। ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସରେ କାଠ କାମ କରାଉଥିଲେ । ବନ ବିଭାଗ ହାତରେ ଧରାପଡି ଜେଲ ଯାଇଛନ୍ତି ଷ୍ଟେସନ ମାଷ୍ଟର । ଚଳିତ ମାସ ୧୩ ତାରିଖରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଝି ବନ ଅଧିକାରୀ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର୍ସ ପଛ ପଟୁ ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା । ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ ।
 ତେବେ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ କାଠ କାମ

କରାଉଥିବା ନେଇ ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ବନ ବିଭାଗ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସଂଦେହ କରି ଏହି ଚଢାଉ କରିଥିବା ସୂଚନା ଦେଇଛି ।

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ତୁରେକେଲା କ୍ଳଷ୍ଟରରେ ଟିଏଲଏମ ମେଳା ଅନୁଷ୍ଠିତ   27-Jan-2023
  ଜିଲ୍ଲା  
ଗ୍ରାମାଞ୍ଚଳରେ ରେଡକ୍ରସ୍‌ର କାର୍ଯ୍ୟକ୍ରମ   27-Jan-2023
  ଜିଲ୍ଲା  
ଦିଲ୍ଲୀରେ ଅନୁଷ୍ଠିତ ହେଲା ଆଦି ଶୌର୍ଯ୍ୟ ଔର ପର୍ବ ପରାକ୍ରମ କି ଓଡିଶାର ନେତୃତ୍ୱ ନେଲେ ବଲାଙ୍ଗୀର ର କୁନା ବାଗ   27-Jan-2023
  ଜିଲ୍ଲା  
କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ   27-Jan-2023
  ଜିଲ୍ଲା  
ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ   27-Jan-2023
  ଜିଲ୍ଲା  
ସରସ୍ୱତୀ ପୂଜା ,ସାର୍ବଜନୀନ ଖଡ଼ିଛୁଆ ଉତ୍ସବ ଓ ବିଦ୍ୟାରମ୍ଭ ସଂସ୍କାର ( ଯଜ୍ଞ ) ଅନୁଷ୍ଠିତ   27-Jan-2023
  ଜିଲ୍ଲା  
ବଲାଙ୍ଗିର ରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ   27-Jan-2023
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ।   27-Jan-2023
  ଜିଲ୍ଲା  
ସାଧାରଣତନ୍ତ୍ର ଦିବସ ପାଳିତ   27-Jan-2023
  ଜିଲ୍ଲା  
ରଣ୍ଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ   27-Jan-2023
  ଜିଲ୍ଲା  
ଦୁଃଖୀ ଶ୍ୟାମ ବୃଦ୍ଧା ଶ୍ରମ ଓ ଭ୍ରାମ୍ୟମାଣ ସେବା ର ଶୁଭାରମ୍ଭ ଦିବସ ଅନୁଷ୍ଠିତ   27-Jan-2023
  ଜିଲ୍ଲା  
ନିଆଁ ପୋଉଁ ଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧା ଗୁରୁତର   27-Jan-2023

You Might Also Like