-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
18-May-2022
ବରଗଡ(ନିରଞ୍ଜନ ତ୍ରିପାଠୀ) :-ବରଗଡ଼ ଜିଲ୍ଲା,ପାଇକମାଲ ବ୍ଳକ ମାଣ୍ଡିଆଢିପା ଗ୍ରାମ ରେ ଅନୁଷ୍ଠିତ ହୋଇଥିବା ଷୋହଳ ପ୍ରହରୀ ନାମ ସଂକୀର୍ତନ୍ୟ ରେ ପାଇକମାଲ ବ୍ଳକ ବିଜୁ ଯୁବ ଜନତାଦଳ ର ସଭାପତି ଗୈାତମ ସିଂ , ପାଇକମାଲ ବ୍ଳକ ଜୋନ ନଂ 3 ର ଜିଲ୍ଲାପରିଷଦ ସଭ୍ୟା ବାସନ୍ତୀ ବାଲମ , ମାଣ୍ଡିଆଢିପା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଦମୟନ୍ତୀ ସାହୁ, ବିଜୁ ଜନତା ଦଳ ର ବରିଷ୍ଠ କର୍ମୀ ତଥା ପାଇକମାଲ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଧବଳେଶ୍ଵର ସାହୁ , ପୂର୍ବତନ ଜିଲ୍ଲାପରିଷଦ ଭୈରବ ସେଟ , ପାଇକମାଲ ବ୍ଳକ ବିଧାୟକ ଙ୍କ ପ୍ରତିନିଧି ହୃଦାନନ୍ଦ ବାରିକ, ବିଜୁ ମହିଳା ଜନତାଦଳ ପାଇକମାଳ ବ୍ଳକ ର ସଭାନେତ୍ରୀ କୁମାରୀ ବରିହା ପ୍ରମୁଖ ଯୋଗଦାନ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ