-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
18-May-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଠାରେ ଆଜି ଅର୍ଗସ ନ୍ୟୁଜ ର ନୂତନ କାର୍ଯ୍ୟାଳୟ ମହା ସମାରୋହରେ ଉଦଘାଟନ ହୋଇଛି । ସକାଳ ୮ ଘଟିକା
ସମୟରେ ଅର୍ଗସ ନ୍ୟୁଜ ଏକ ବର୍ଷ ପୂର୍ତ୍ତି ଉପଳେକ୍ଷେ ଲୋଇସିଂହା ପ୍ରତିନିଧି ରାଧେଶ୍ୟାମ ହାତୀ ପ୍ରଥମେ ପୂଜାର୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ନୂତନ କାର୍ଯ୍ୟାଳୟକୁ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ଉଦଘାଟନ କରିଥିଲେ । ଏହି ଉଦଘାଟନ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଂଜୀବ ବିଶ୍ୱାଳ ,ଲୋଇସିଂହା ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ସହ ଆଗଲପୁରର ସାମ୍ବାଦିକ ମାନେ ଯୋଗଦାନ କରିଥିଲେ l